Browsing Category
Breaking News
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ : ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ।
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏ ସଂପର୍କରେ ସେ ନିଜେ!-->…
ଚାଇନିଜ୍ ଆପ୍ ଟିକଟକ୍କୁ କିଣିବ ମାଇକ୍ରୋସଫ୍ଟ ! ଆଗେଇଲାଣି କଥାବାର୍ତ୍ତା
ନ୍ୟୁୟର୍କ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: ଚାଇନିଜ୍ ଆପ୍ ଟିକଟକ୍କୁ ଭାରତରେ ସୁରକ୍ଷା କାରଣରୁ ବ୍ୟାନ୍ କରାଯାଇଛି । ଏହାପରେ ଆମେରିକାରେ ମଧ୍ୟ ଏହାକୁ ବ୍ୟାନ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସଚିବ ମାଇକ ପାମ୍ପିଓ!-->…
ରାଉରକେଲା: ପ୍ଲାଜମା ବ୍ୟାଙ୍କ ଉଦଘାଟନ ଲାଗି ସରକାରୀ କଳର ବ୍ୟସ୍ତତା – ନେଇଗଲା ସୁନାମଧନ୍ୟ କଳାକାରଙ୍କ ଜୀବନ !…
ରାଉରକେଲା,ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ଓ ଉଦଘାଟନ ଲାଗି ପୁରା ଶାସନ କଳ ସହ ବ୍ୟସ୍ତ ଥିବା ବେଳେ ସାମାନ୍ୟ ଜ୍ୱରର ଚିକିତ୍ସା କଲେନି ଡାକ୍ତର ।
ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡିବା ଭିତରେ ଚାଲିଗଲା ସୁନାମଧନ୍ୟ ଗାୟକ ସଞ୍ଜୟ ତନ୍ତୀଙ୍କ ଜୀବନ !!
ରାଉରକେଲା,!-->!-->!-->!-->!-->…
ଆମେରିକାର କୋଭିଡ ଟିକା ‘ମଡର୍ଣ୍ଣା ଭାକ୍ସିନ’ ଉପରେ ଏବେ ଚୀନର ସରକାରୀ ହ୍ୟାକରଙ୍କ ଟାର୍ଗେଟ ! !
ଓ୍ୱାସିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୮ : ଆମେରିକାର ଅଗ୍ରଣୀ ଭେଷଜ କମ୍ପାନି 'ମଡର୍ଣ୍ଣା' ଦ୍ବାରା ବିକଶିତ କୋଭିଡ୍ ଟିକାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ହଡ଼ପ କରିନେବା ପାଇଁ ଚୀନୀ ସରକାରଙ୍କ ସହ ସଂପୃକ୍ତ ସାଇବର ହଡ଼ପକାରୀମାନେ ଉଦ୍ୟମ କରିଥିଲେ ବୋଲି ଆମେରିକୀୟ ସୁରକ୍ଷା ସଂସ୍ଥା!-->…
ଭାରତୀୟ ସେନା ବାହିନୀ ଉପରେ ଚଳଚ୍ଚିତ୍ର ଓ ଓ୍ବେବ୍ସିରିଜ ନିର୍ମାଣ ହେଲା ପ୍ରତିବନ୍ଧିତ : ଏଣିକି ନେବାକୁ ପଡିବ…
ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୮ : କିଛି ଫିଲ୍ମ ଓ ଓ୍ବେବ୍ସିରିଜ୍ରେ ଭାରତୀୟ ସେନାର ଯବାନ ଏବଂ ସାମରିକ ପୋଷାକର ଦୂରୁପଯୋଗ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଏହି ଘଟଣାକୁ ବେଶ୍ ଗମ୍ଭୀର ଭାବରେ ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ ।
ଏହି ଅଭିଯୋଗ!-->!-->!-->!-->!-->…
ବିରିୟାନୀ ଖାଇବାକୁ କେନ୍ଦ୍ର କରି ତୁମୁଳ କାଣ୍ଡ ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ଧୂଷୁରି ୦୧/୦୮: ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଉଭୟ ପକ୍ଷର 8 ଗୁରୁତର, 5 ମଟର ସାଇକେଲ ଭଙ୍ଗାରୁଜା. ଗୁରୁତର ମାନେ ମେଡିକାଲ ରେ ଭର୍ତ୍ତି. ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ବିରିୟାନୀ ଖାଇବାକୁ କେନ୍ଦ୍ର କରି!-->…
ନୟାଗଡ ଜିଲ୍ଲାର ଏକତାଳ ଗ୍ରାମରେ ସ୍ଥାନୀୟ ପ୍ରଶାସନ ତଥା ସରକାରଙ୍କ କୋଭିଡ ପରିଚାଳନାଗତ ମନୋଭାବକୁ ନେଇ ପ୍ରଶ୍ନବାଚୀ ?
ନୟାଗଡ / ଚାନ୍ଦପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୧/୦୭ : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କେରନ୍ଦାଟାଙ୍ଗୀ ନିକଟସ୍ଥ ଏକତାଳ ଗ୍ରାମ ର ବରୁଣ କୁମାର ବଳିଆରସିଂ ହାଇଦ୍ରାବାଦରେ ରହି ଜୀବିକା ନିର୍ବାହ ପାଇଁ କାମ କରୁଥିଲେ । କୋଭିଡ-19 ଜନିତ ଲକଡାଉନ ଯୋଗୁଁ ନିଜ ଜୀବିକା ହରାଇ!-->…
ପୁଣି ବଢିଲା ଆୟକର ଦାଖଲ ଅବଧି : ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା ରିଟର୍ଣ୍ଣ ତାରିଖ
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦେବାର ତାରିଖକୁ ପୁଣି ବଢାଇ ଦିଆଯାଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକରଦାତାଙ୍କ ସୁବିଧା ପାଇଁ CBDT (Central Board of Direct!-->…
ଅନଲକ 3.0 ରେ ଜାରୀ ହେଲା : ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ କଲେଜ ସ୍କୁଲ ବନ୍ଦ , ହଟିଲା ନାଇଟ୍ କର୍ଫ୍ୟୁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସବୁ ପ୍ରୟାସ ପରେ ସଂକ୍ରମଣ ଥମିବାର ନା ନେଉନି। ତେଣୁ ୪ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ପରେ ଦେଶ ସଂମ୍ପ୍ରତି ଅନଲକ୍ ପର୍ଯ୍ୟାୟ ଦେଇ ଗତି କରୁଛି। ଜୁଲାଇ ୩୧ ତାରିଖରେ ଅନଲକ୍-୨ ସରୁଥିବା ବେଳେ ଏହି!-->…
୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୩୦ ହଜାର ପାର୍ କଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭ : ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ୧,୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୪୫ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ!-->…