Browsing Category

Breaking News

ରାଜଗାଙ୍ଗପୁର ସହରରେ ବିଜେଡି ପକ୍ଷରୁ ‘ଜନସଚେତନତା ଅଭିଯାନ’ର ଶୁଭାରମ୍ଭ

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୩/୧୦ : ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚଳିତ ବର୍ଷ ୨, ଅକ୍ଟୋବର ଠାରୁ ୨,

ରାଜଗାଙ୍ଗପୁର ମୁଖ୍ୟ ଡାକଘର: କାର୍ଯ୍ୟଳୟରେ “ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ” ନୀତି ଦେଖିବାକୁ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୩୦/୦୯ : ସମଗ୍ର ବିଶ୍ୱ କରୋନା ପ୍ରଭାବରେ ପ୍ରଭାବିତ । ଏହା ପ୍ରଭାବରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ସଟଡାଉନ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଅନଲକ ପ୍ରକ୍ରିୟାରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ

ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ଦେଶର ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡ଼ୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ମଙ୍ଗଳବାର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । ଉପରାଷ୍ଟ୍ରପତି ପଜିଟିଭ୍ ଥିବା ନିଜ  ଟ୍ୱିଟ୍‌ରେ ସମସ୍ତଙ୍କୁ  

ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଗୁଲ୍‌ ବାଜିଛି । କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍‌ ଗ୍ରହଣ ହେବ । ଏଥିସହ ମଙ୍ଗଳବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ

ରାଜଗାଙ୍ଗପୁର: ସହରରେ ଥିବା ‘ମାନାପୁରମ ଗୋଲଡ଼ ଲୋନ ବ୍ୟାଙ୍କ’ ବ୍ରାଞ୍ଚରୁ ଡକାୟତି ଉଦ୍ୟମ ବିଫଳ ! !

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୨୯/୦୯ : ଆଜି ରାଜଗାଙ୍ଗପୁର ସହରର ବ୍ୟସ୍ତବହୁଳ ସୁବାଷ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେରେ ଥିବା 'ମାନାପୂରଣ ଗୋଲଡ଼ ଲୋନ ବ୍ୟାଙ୍କ' ବ୍ରାଞ୍ଚରେ ସନ୍ଧ୍ୟା ୪.୦୫ ଘଟିକା ସମୟରେ ୫ ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ଓ ମାରଣାସ୍ତ୍ର

ଆସନ୍ତା ୨୭ ତାରିଖ “ବିଶ୍ୱ ପର୍ଯ୍ୟଟନ ଦିବସ”: ଭୁବନେଶ୍ୱରରୁ ପୁରୀ ଓ କୋଣାର୍କକୁ ପୁନଃ ଆରମ୍ଭ ହେବ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ଆସନ୍ତା ସେପ୍ଟେମ୍ବର ୨୭ରେ ପର୍ଯ୍ୟଟନ ଦିବସ ଅବସରରେ ଭୁବନେଶ୍ୱରରୁ ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ଆରମ୍ଭ ହେବ । ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ମୋ ବସ ସେବା ରୁଟ ନଂ ୫୦ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ବସଷ୍ଟାଣ୍ଡରୁ ବାହାରି ପୁରୀ

ବିଧାନସଭା ପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ: ୨ଟି ପର୍ଯ୍ୟାୟରେ ସାଢେ ୪ ଘଣ୍ଟା ଚାଲିବ ଗୃହ

ହେବନି ପ୍ରଶ୍ନକାଳ ! ଆଜି ବିଧାୟକଙ୍କ କୋଭିଡ୍‌ ଟେଷ୍ଟ ! ! ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ଆସନ୍ତା ୨୯ ତାରିଖ ପର୍ବାହ୍ନ୧୧ଟାରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ପ୍ରତ୍ୟକ ଦିନ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହ ଚାଲିବ । ପ୍ରଥମ ଦିନ

ବଣ୍ଡା ଜନଜାତିଙ୍କୁ ଏଯାଏଁ ଛୁଇଁ ପାରିନି କରୋନା ! !

ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ବର୍ତମାନ ସୁଦ୍ଧା କରୋନା ଭୂତାଣୁ ମୁକ୍ତ ରହିଛି । ମାଲକାନଗିରି ଜିଲ୍ଲାରେ ଦୈନନ୍ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା

କେନ୍ଦ୍ର ସରକାର କୃଷକ ମାରଣ ବିଲକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ: ସି.ପି.ଆଇ.,ଚାନ୍ଦବାଲି ବ୍ଲକ

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୯ : କେନ୍ଦ୍ରରେ ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା, ନୂତନ ବିଦ୍ୟୁତ ବିଲ ୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା

ରାଜଗାଙ୍ଗପୁର: ‘ବିଶ୍ୱ ଫାର୍ମାସିଷ୍ଟ ଦିବସ’ ଉପଲକ୍ଷେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୨୫/୦୯ : ଆଜି 'ବିଶ୍ୱ ଫାର୍ମାସିଷ୍ଟ ଦିବସ' ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାରେ 'ରାଉରକେଲା ବ୍ଲଡ଼ ବ୍ୟାଙ୍କ'ର ସହାୟତାରେ ଏକ 'ରକ୍ତଦାନ ଶିବିର' ଅନୁଷ୍ଠିତ ହୋଇଯାଇଛି ।
error: Content is protected !!
Open chat