Browsing Category

Llifestyle

‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ତାଲିକାଭୁକ୍ତ କରିବା ଲାଗି ‘ଡବ୍ଲୁଏଚ୍‌ଓ’ର…

ଜେନିଭା: ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ କରିବା ଲାଗି ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମୋଦନ କରିଛି। ବିଶେଷତଃ ଦୁର୍ବଳ ‘ରେଗୁଲେଟରି ଏଜେନ୍‌ସି’ ଥିବା ଦେଶଗୁଡ଼ିକରେ ଏହି ଟିକାର ବ୍ୟବହାର ନିମନ୍ତେ ‘ବିଶ୍ୱ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା: ଦୀପ ଜାଳିବା ପାଇଁ ଏକାଠି ବସି ପାରିବେ ନାହିଁ ଶ୍ରଦ୍ଧାଳୁ

ଭୁବନେଶ୍ବର: ମାର୍ଚ୍ଚ ୧୧ରେ ପଡୁଛି ମହାଶିବ ରାତ୍ରୀ। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ପାଳନ କରାଯିବ। ଏଥର କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହେବ। କୋଭିଡ୍‌ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ, କିନ୍ତୁ ଜାଗର ଦୀପ ଜାଳିବା ପାଇଁ

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀ ଏମ୍ସରେ କରୋନା ଟିକା ନେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି। ପୁଡୁଚେରୀର ସେବିକା ପି.ନିଭେଦା ଶ୍ରୀ ମୋଦୀଙ୍କୁ ଟିକା ଦେଇଛନ୍ତି। ଭାରତରେ ନିର୍ମିତ ଟିକା ସୁରକ୍ଷିତ ଓ

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିବା ଘଟଣା: ଜୈଶ-ଉଲ୍-ହିନ୍ଦ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କଲା,ଏବେ…

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରୁ ବିସ୍ଫୋରକ ମିଳିବା ମାମଲାରେ ରବିବାର ବଡ ଖବର ସାମନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଉଲ-ହିନ୍ଦ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି।

ଆଜି ବି ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ବର: ଆଜି ବି ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି, ଯାହାକି ସାରା ରାଜ୍ୟରେ ସର୍ବାଧିକ । ଅପରପକ୍ଷରେ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍ ରହିଛି। ଏଠାରେ ତାପମାତ୍ରା

ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ଗାଇଡଲାଇନ ବିିଷୟରେ

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ହିନ୍ଦୁ ମହିଳା ବାପାଙ୍କ ପରିବାରକୁ ଦେଇ ପାରିବେ ନିଜର ସମ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଦେଶର ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କୋର୍ଟଙ୍କର ଏହି ନିଷ୍ପତ୍ତି ଅନୁସାରେ, ଜଣେ ହିନ୍ଦୁ ବିବାହିତା ମହିଳା ତାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ନିଜ ବାପାଙ୍କ ଘରର ଲୋକଙ୍କୁ ରଖିପାରିବେ। ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତିରେ ଏହି ବ୍ୟବସ୍ଥା

ଭବିଷ୍ୟବାଣୀ କଲେ ଜ୍ୟୋତିଷ : କନ୍ୟା ସନ୍ତାନ ଜନ୍ମ ଦେବେ କରୀନା !

ମୁମ୍ବାଇ ୧୯।୨:  ଜଣେ ସାଧାରଣ ମଣିଷ ହେଉ କିମ୍ବା କୌଣସି ସେଲିବ୍ରିଟି ସମସ୍ତଙ୍କ ପାଇଁ ମା ହେବାର ଅନୁଭବ ସ୍ୱତନ୍ତ୍ର ହୋଇଥାଏ। ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ଫ୍ୟାନ୍ସ ମଧ୍ୟ ଆସୁଥିବା ଅତିଥିଙ୍କ ପାଇଁ

ଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନା ଭାଇରସ୍‌: ପ୍ରଫେସର ମହାପାତ୍ର

ଭୁବନେଶ୍ୱର : କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍‌ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି । ଓଡ଼ିଶାରେ କରୋନା ସଂକ୍ରମିତ

ଭାରତକୁ ବ୍ୟାପିଲା ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଭୂତାଣୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ଦେଖାଯାଇଥିବା ନୂଆ ଭାରିଏଣ୍ଟ (ପ୍ରକାର) କରୋନା ଭୂତାଣୁ ଭାରତକୁ ସଂକ୍ରମିତ ହୋଇଛି। ଭାରତକୁ ଏହି ନୂଆ ପ୍ରକାରର ଭୂତାଣୁ ସଂକ୍ରମଣ ସମ୍ପର୍କରେ ଆଇସିଏମ୍‌ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ ମଙ୍ଗଳବାର ସୂଚନା ଦେଇଛନ୍ତି। ଜଣେ ଭାରତୀୟ
error: Content is protected !!
Open chat