Browsing Category
Llifestyle
ବଲିଉଡର ସୁରମା ଭୋପାଲି ତଥା ହାସ୍ୟ ଅଭିନେତା ଜଗଦୀପ ଚାଲିଗଲେ ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୯/୦୭: ବଲିଉଡର ବରିଷ୍ଠ ଅଭିନେତା ଜଗଦୀପଙ୍କ ପରଲୋକ । ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ର ଅଭିନୀତ ବ୍ଲକ ବଷ୍ଟର ମୁଭି ସୋଲରେ ସୁରମା ଭୋପାଲି ଭାବେ ଅଭିନୟ କରିଥିବା ଜଗଦୀପ ୮୧ ବର୍ଷ ବୟସରେ ଆଖି ବୁଜିଛନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗରେ ପଡି ତାଙ୍କର ଦେହାନ୍ତ!-->!-->!-->…
ପ୍ରଶାସନ ଦ୍ଵାରା ପୁରୀ ସ୍ୱର୍ଗଦ୍ୱାରରେ ଉପରେ କଟକଣା ଲାଗୁ : ବିଜେପି କହିଲା ରଥଯାତ୍ରା ବନ୍ଦ କରିବା ଷଡଯନ୍ତ୍ର ଭଳି,…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ହିନ୍ଦୁ ଧର୍ମରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ପ୍ରତିଦିନ ସ୍ୱର୍ଗଦ୍ୱାରରେ ହଜାର ହଜାର ସଂଖ୍ୟାରେ ଶବ ଦାହ କରାଯାଏ । ସେହିପରି ମହୋଦଧୀରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ!-->…
ଜୁଲାଇ ୩୧ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ଭୁବନେଶ୍ୱରରେ ଅଫିସ ଆସିବା କଟକଣା ଲଗାଇଲେ ଓଡ଼ିଶା ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୯/୦୭ : ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାରୁ ଓଡ଼ିଶା ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ଭୁବନେଶ୍ୱରକୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ!-->!-->!-->…
କଟକ ଶିଶୁଭବନରେ ପହଞ୍ଚିଲା କରୋନା : ଆଜି ସୁଦ୍ଧା ଦୁଇ ଶିଶୁ ଆକ୍ରାନ୍ତ
କଟକ, (କଳିଙ୍ଗ ଜ୍ୟୋତି), ୦୮/୦୭ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କଟକ ଶିଶୁଭବନରେ ପହଞ୍ଚିଛି କରୋନା ଭାଇରସ୍ । ଶିଶୁଭୁବନରେ ଦୁଇ ଜଣ କରୋନା ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ ୩ନମ୍ବର ୱାର୍ଡ଼ରେ ଜଣେ!-->…
ରାଜଧାନୀରେ ଚେର ମାଡି ଚାଲିଛି କରୋନା : ଭୁବନେଶ୍ୱରରୁ ଆଜି କେବଳ୪୬ ଆକ୍ରାନ୍ତ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୮/୦୭ : ଭୁବନେଶ୍ବର ସହରରେ ଆଜି ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୬ ଜଣ ପଜିଟିଭରୁ ୨୨ କ୍ବାରେଣ୍ଟିନ ଓ ୨୪ ଲୋକାଲ କଣ୍ଟ୍ରାକ୍ଟ କେସ୍ ରହିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ୩ ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ, ୪ ଟି!-->…
୬୪ ବର୍ଷିୟ ମୃତ ବୃଦ୍ଧ ପାଲଟିଲେ ‘ସୁପରସ୍ପ୍ରେଡର୍’ : ସଂସ୍ପର୍ଶରେ ଆସି ସୁନ୍ଦରଗଡ଼ ଜିଲ୍ଲାରେ ୨ ଦିନ ମଧ୍ୟରେ ୯୫…
ରାଉରକେଲା (କଳିଙ୍ଗ ଜ୍ୟୋତି) ୦୮/୦୭ : ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି । ଯାହାଫଳରେ ବୃଦ୍ଧ ଜଣକ ଜିଲ୍ଲାର ଜଣେ ‘ସୁପରସ୍ପ୍ରେଡର୍’ ପାଲଟି ଯାଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ!-->…
କରୋନା ପାଇଁ ଇନଫୋସିସ ନିଜର ୨୦୦ କର୍ମଚାରୀ ଓ ପରିବାରକୁ ଆମେରିକାରୁ ଫେରାଇ ଆଣିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୭: କରୋନା ମହାମାରୀ ସମୟରେ ଏବେ ମଧ୍ୟ ଭାରତୀୟ ବିଦେଶରୁ ଦେଶକୁ ଫେରିବା ପର୍ବ ଜାରି ରହିଛି। ଏହି କ୍ରମରେ ଆମେରିକାରେ ଫସିଥିବା ନିଜର କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ସବୁଠୁ ବଡ ଆଇଟି ଫର୍ମ ଇନଫୋସିସ ଲିମିଟେଡ୍ ଏକ!-->!-->!-->…
ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା ଲାଗୁ ହେଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୭ ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା ଲାଗୁ ହୋଇଛି । ଚାକିରି ସମ୍ବନ୍ଧୀୟ ସମସ୍ୟା ସୋସିଆଲ ମିଡ଼ିଆରେ କେହି ବି ଆଲୋଚନା କରିପାରିବେନି । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସମ୍ପର୍କରେ ବାହାରେ ଆଲୋଚନା କରିବା ଅପରାଧ ବୋଲି!-->!-->!-->…
‘ମୋ ସରକାର’ ଅଧୀନରେ ହେବ କୋଭିଡ୍ ପରିଚାଳନା, ଏଣିକି ମାସ୍କ ନ ପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏଣିକି କୋଭିଡ ପରିଚାଳନା ‘ମୋ ସରକାର’ ଅଧୀନରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
‘ମୋ!-->!-->!-->!-->!-->…
ଗୁଜୁରାଟର ‘ଜାଇଡସ୍ କ୍ୟାଡିଲା କମ୍ପାନୀ’ ପ୍ରସ୍ତୁତ ଦେଶର ଦ୍ୱିତୀୟ କରୋନା ଭ୍ୟାକ୍ସିନକୁ ମିଳିଲା…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏହା ମଧ୍ୟରେ ଦେଶର ଅନ୍ୟ ଏକ ଭ୍ୟାକ୍ସିନର ହ୍ୟୁମାନ ଟ୍ରାୟଲ ପାଇଁ ଅନୁମତି ମିଳିଯାଇଛି । ଏହି ଭ୍ୟାକ୍ସିନ ଗୁଜୁରାତର ଜାଇଡସ୍ କ୍ୟାଡିଲା କମ୍ପାନୀ (Zydus Cadila Healthcare Ltd) ପକ୍ଷରୁ ପ୍ରସ୍ତୁତ କରଯାଇଛି । ଅହମ୍ମଦାବାଦସ୍ଥିତ!-->…
