Browsing Category

Llifestyle

ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧

ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧ ଆଜି ଅପରାହ୍ନ ୩ଟା ୪୧ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ କରାଯାଇଛି।

ବଡ଼ଦିନରେ ଖୋଲିବ ଚର୍ଚ୍ଚ, ସ୍ବତନ୍ତ୍ର ଅନୁମତି ଦେବ ଭୁବନେଶ୍ବର ମହାନଗର ନିଗମ

ଭୁବନେଶ୍ବର: ଖ୍ରୀଷ୍ଟିୟ ଧର୍ମାବଲମ୍ବିଙ୍କ ପାଇଁ ଖୁସି ଖବର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ତଥା ବଡ଼ଦିନ ପାଳନ ପାଇଁ ରାଜଧାନୀରେ ଚର୍ଚ୍ଚ ଖୋଲିବା ପାଇଁ ବିଏମ୍‌ସି ସବୁଜ ସଙ୍କେତ ଦେଇଛି। ଡିସେମ୍ବର ୨୫ରେ ରାଜଧାନୀରେ ଚର୍ଚ୍ଚ ଖୋଲିବା ନେଇ ସ୍ବତନ୍ତ୍ର ଅନୁମତି ଦିଆଯିବ ବୋଲି ବିଏମ୍‌ସି

କୋଭିଡ ଯୋଗୁ ହେବନି ସଂସଦର ଶୀତ ଅଧିବେଶନ

ସଂସଦର ଶୀତକାଳୀନ ଅଧିବେଶନ ବସିବ ନାହିଁ। ଏ ନେଇ ସରକାର ବିରୋଧୀଦଳର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିରୋଧୀ ଦଳଗୁଡିକ ସଂସଦର ଶୀତକାଳୀନ ଅଧିବେଶନ ଡାକିବା ପାଇଁ ଦାବି କରିଛନ୍ତି। ସରକାର ବିରୋଧୀ ଦଳଙ୍କୁ ପ୍ରଶ୍ନ କରିଛନ୍ତି ଯେ ମୌସୁମୀ ଅଧିବେଶନକୁ ଶୀଘ୍ର ବନ୍ଦ କରିବାକୁ କହିଥିବା

ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଘୋଷଣା କଲା ଇଲେକ୍ଟୋରାଲ କଲେଜ; ୩୦୬-୨୩୨ ଭୋଟରେ ଟ୍ରମ୍ପ ପରାସ୍ତ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡ଼େନ ବିଜୟୀ ହୋଇଥିବା ପୂର୍ବରୁ ନିଶ୍ଚିତ ହୋଇଛି । ମାତ୍ର ନିର୍ବାଚନ ପରିଚାଳନା କରୁଥିବା ଆମେରିକାର ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ ବିଧିବଦ୍ଧ ମନୋନୀତ କରିଛି । ବାଇଡ଼େନ୍

ଜାନୁଆରୀ ୩ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ, ଅଣ୍ଡରଟେକିଂ ଦେବେ ପରିଚାଳନା କମିଟି

ଭୁବନେଶ୍ୱର: କରୋନା ମହାମାରୀ କଟକଣା ଯୋଗୁ ରାଜ୍ୟରେ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଧାର୍ମିକ ଅନୁଷ୍ଠାନ ୨୦୨୧ ଜାନୁଆରୀ ୩ରୁ ଖୋଲିବ। ମନ୍ଦିରମାଳିନୀ ନଗରୀ ଭୁବନେଶ୍ବରରେ ୨୦୨୧ ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିପାରିବ ବୋଲି ବିଏମସି କମିଶନର

କୋଭିଡ୍‌ କଟକଣା : ରାଜ୍ୟରେ ପାଳନ ହେବନି ‘ଜିରୋ ଲାଇଟ ସେଲିବ୍ରେସନ’

ଭୁବନେଶ୍ବର: ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜିତ ହୋଇଥାଏ ‘ଜିରୋ ନାଇଟ ସେଲିବ୍ରେସନ’ ହୋଇଥାଏ। କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ। ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ। ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଆୟୋଜିତ ହୋଇଥାଏ ସ୍ବତନ୍ତ୍ର

୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ସାରା ବିଶ୍ୱ ଏବେ ତତ୍ପର । କେବେ ସମସ୍ତଙ୍କୁ ମିଳିବ ଟିକା । ଟିକା କେତେ ଫଳପ୍ରଦ ହେବ ତାକୁ ନେଇ ରାଷ୍ଟ୍ରମୁଖ୍ୟମାନେ ଏବେ ବିଚାର ବିମର୍ଶ କରିବାରେ ଲାଗିଛନ୍ତି । ହେଲେ ସାଧାରଣ ଲୋକଟି ଭାବୁଛି ତାକୁ ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର ତାଙ୍କ

କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବେ ସୋନୁ ସୁଦ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ୍। ଲୋକଙ୍କୁ ସାହାଯ୍ୟ କରି ପୁଣି କୋଟି କୋଟି ଭାରତୀୟଙ୍କ ମନ କିଣିଛନ୍ତି ସୋନୁ। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଗରିବଙ୍କ ପାଇଁ ଭଗବାନ ପାଲଟିଥିବା ସୋନୁ ଏବେ ପୁଣି ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ଆଜି ମଧ୍ୟ ରାତ୍ରିରୁ ୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା

ମୁମ୍ବାଇ : ଆଜି ମଧ୍ୟରାତି (ରବିବାର-ସୋମବାର ରାତି ୧୨ଟା ୩୦ମିନିଟ) ଠାରୁ ଆରଟିଜିଏସ ସେବା ଦିନର ସବୁ ସମୟ ଓ ସପ୍ତାହର ସବୁଦିନ ଉପଲବ୍ଧ ହେବ ।ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ

କୃଷକ ଆନ୍ଦୋଳନକୁ ସମର୍ଥନ, ଇସ୍ତଫା ପତ୍ର ପଠାଇଲେ ପଞ୍ଜାବ ଜେଲର ଡ଼ିଆଇଜି

ପଞ୍ଜାବରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ପୁରସ୍କାର ଫେରସ୍ତ ପରେ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ପଞ୍ଜାବର ଜେଲ ଡ଼ିଆଇଜି ଲଖବିନ୍ଦର ସିଂ ଜାଖର ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି। ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ତଫା ଦେବାର କାରଣ ହେଉଛି କୃଷି ଆଇନ
error: Content is protected !!
Open chat