Browsing Category

Llifestyle

ଆଜି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଲଞ୍ଚ୍‌ କରିବେ “ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ”

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ସାରା ଦେଶରେ ସର୍ବ ବୃହତ୍‌ ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ ଲଞ୍ଚ୍‌ କରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏହା ଆୟୋଜନ ହେବ। ଏହି ରନ୍‌ ଅଗଷ୍ଟ ୧୫ରୁ ଅକ୍ଟୋବର ୨ ତାରିଖ

କୌଣସି ରାଜ୍ୟ ସରକାର ନିଜ ଇଚ୍ଛାରେ କିଣି ପାରିବେନି କରୋନା ଟିକା :କେନ୍ଦ୍ର ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮ : ମହାମାରୀ କରୋନାକୁ ମାତ ଦେବା ପାଇଁ ଏକାଧିକ ଟିକା ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ଯାଇଛି। କିଛି କରୋନା ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚାଲିଥିବା ବେଳେ ଆଉ କିଛି ଟିକାର ଉତ୍ପାଦନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାକୁ

ରାଜଗାଙ୍ଗପୁର: ବିଜୁ ଜନତା ଦଳ ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ୬୦ ୟୁନିଟ ରକ୍ତ ସଂଗୃହିତ

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : କରୋନା ମହାମାରୀ ସମୟରେ ରକ୍ତର ଅଭାବକୁ ନଜରରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗଷ୍ଟ ୯ କ୍ରାନ୍ତି ଦିବସ ରୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି।

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା : ଭାରତ ବିରୁଦ୍ଧରେ କୌଣସି କାର୍ଯ୍ୟକଳାପକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଆଶ୍ୱାସନା ଦେଇଛନ୍ତି ଯେ ତାଙ୍କ ଦେଶ ଖାଲିସ୍ତାନୀ ଗତିବିଧି କିମ୍ବା ଭାରତ ବିରୁଦ୍ଧରେ କୌଣସି କାର୍ଯ୍ୟ କଳାପକୁ ସମର୍ଥନ କରେ ନାହିଁ । ବ୍ରିଟିଶ ସିକ ଅଶ୍ୱସିଏସାନର ଚେୟାରମ୍ୟାନ ଓ ବ୍ୟବସାୟୀ ଲର୍ଡ଼

ରୁଷୀୟ କୋଭିଡ୍‌-୧୯ ଟିକା ‘ସ୍ପୁଟ୍‌ନିକ୍‌-ଭି’ : ଭାରତରେ ଡିସେମ୍ବରରୁ ହୋଇପାରେ ଉପଲବ୍ଧ

ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ପୂର୍ବ ଘୋଷଣା ମୁତାବକ ରୁଷିଆର ସରକାରୀ ପ୍ରତିଷ୍ଠାନ 'ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି' ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ବିକଶିତ ଏକ କୋଭିଡ୍‌ ଟିକାର ଲୋକାର୍ପଣ

କମିଶନରେଟ ପୋଲିସ ଟ୍ୱିଟ କରି ଦେଲେ ସୂଚନା : ଚଳିତ ବର୍ଷ ଭୁବନେଶ୍ୱର – କଟକ ମହାନଗରରେ ହେବ ନାହିଁ ଗଣେଶ ପୂଜା !…

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଟ୍ୱିନ ସିଟିରେ ଗଣେଶ ପୂଜା ମନା। ପୋଲିସ କମିଶନରେଟ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଭୁବନେଶ୍ୱର-କଟକ ମହାନଗରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି

+୨ ବିଜ୍ଞାନରେ ଶୂନ୍ୟ ପରୀକ୍ଷାଫଳ : ୧୫ଟି ହାୟର-ସେକେଣ୍ଡାରୀ ସ୍କୁଲକୁ କାରଣ ଦର୍ଶାଅ ନୋଟିସ – ଉଚ୍ଚ ମାଧ୍ୟମିକ…

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ଗତକାଲି ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ରାଜ୍ୟର ୧୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୂନ ରେଜଲ୍ଟ କରିଛି। ଶୂନ ରେଜଲ୍ଟ ୧୫ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ନୋଟିସ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା

ରାଜସ୍ଥାନ ରାଜନୈତିକ ସଙ୍କଟର ପରିସମାପ୍ତି : ସଚିନ ରାଜସ୍ଥାନ କଂଗ୍ରେସକୁ ଫେରିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଜୟପୁର ୧୩/୦୮ : ଦୀର୍ଘ ଗୋଟିଏ ମାସ ଧରି ଲାଗି ରହିଥିବା ରାଜସ୍ଥାନ ରାଜନୈତିକ ସଙ୍କଟର ପରିସମାପ୍ତି ହୋଇଛି। ପାଇଲଟ୍‌ ବିଦ୍ରୋହରୁ ଓହରି ଜୟପୁର ଫେରିବା ସହ ସବୁକିଛି ସ୍ବାଭାବିକ ହୋଇଯାଇଛି। କିନ୍ତୁ ଏବେ ପ୍ରଶ୍ନ ଉଠିଛି କଂଗ୍ରେସ ପାଇଲଟ୍‌ଙ୍କୁ ଫେରାଇବାର କାରଣ

ରାଜ୍ୟରେ ସ୍ୱାଧୀନତା ଦିବସ ପାଇଁ କୋହଳ ହେଲା ସପ୍ତାହାନ୍ତ ସଟ୍‌ଡାଉନ : ଦିନ ୧୧ଟା ପର୍ଯ୍ୟନ୍ତ ଜନସାଧାରଣ ଜାତୀୟ ପତାକା…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : କରୋନା ପାଇଁ ରାଜ୍ୟ ସରକାର ଖୋର୍ଧା, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲା ଏବଂ ରାଉ‌ରକେଲା ସହରରେ ଶନିବାର ଓ ରବିବାରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ତେବେ ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ

ଏମସିଆଇ ଜାରି କଲା ନୋଟିସ : ପାକିସ୍ତାନର କାଶ୍ମୀର ପଲିସିକୁ ଶକ୍ତ ଝଟକା , ପିଓକେରେ ଡାକ୍ତରୀ ପଢିଥିବା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୮: ପାଠ ବାହାନାରେ ମନରେ ବିଷ ଗୋଳୁଥିବା ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି ଭାରତ । ପାକିସ୍ତାନ ଅଧିକୃତ କାଶ୍ମୀରରେ ଡାକ୍ତରୀ ପଢିଥିବା ଛାତ୍ରଛାତ୍ରୀ ଭାରତରେ ଅଭ୍ୟାସ କରିପାରିବେ ନାହିଁ । ଏନେଇ ମେଡିକାଲ କାଉନସିଲ ଅଫ ଇଣ୍ଡିଆ
error: Content is protected !!
Open chat