Browsing Category
Llifestyle
ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ୮୫ ପ୍ରତିଶତ ଅଂଚଳ ବନ୍ୟା ଜଳରେ ବୁଡ଼ିଲା : ଶତାଧିକ ଜୀବଜନ୍ତୁଙ୍କ ମୃତ୍ଯୁ ଆଶଙ୍କା
ଗୌହାଟୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନର ୮୫ ପ୍ରତିଶତ ଅଂଚଳ ବନ୍ୟାପାଣିରେ ବୁଡ଼ିଯାଇଛି । ଅଳ୍ପ କିଛିଦିନ ମଧ୍ୟରେ କାଜିରଙ୍ଗାରେ ଦୁଇ ଦୁଇଥର ବନ୍ୟା ଆସିଛି । ଏହାଫଳରେ ଜୀବଜନ୍ତୁମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।
!-->!-->!-->!-->!-->…
ଭୁବନେଶ୍ୱର, ସମ୍ ହସପିଟାଲରେ ଆରମ୍ଭ ହେଲା କରୋନା ଟିକା ‘କୋଭାକ୍ସିନ’ର ହ୍ୟୁମାନ ଟ୍ରାଏଲ
ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍ସିନ ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱିକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍!-->…
‘ତିରପତି ତିରୁମାଲା ଦେବସ୍ଥାନମ୍’ର ପୂର୍ବତନ ମୁଖ୍ୟ ପୂଜାରୀଙ୍କର କରୋନାରେ ନିଧନ
ତିରପତି / ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : 'ତିରପତି ତିରୁମାଲା ଦେବସ୍ଥାନମ୍'ର ପୂର୍ବତନ ମୁଖ୍ୟ ପୂଜାରୀଙ୍କର କରୋନାରେ ନିଧନ ହୋଇଛି । ଶ୍ରୀନିବାସ ଦିକ୍ଷୀତୁଲୁ ତିରୁପତିଙ୍କର ପୂର୍ବତନ ମୁଖ୍ୟ ପୂଜାରୀ ରହିଥିଲେ । ତାଙ୍କର ବୃକକ ଏବଂ ହୃଦ ସମସ୍ୟା ରହିଥିଲା (କିଡନୀ ଏବଂ!-->…
‘ପ୍ଲାଜମା ଥେରାପି’ର ଫଳାଫଳ ଉତ୍ସାହଜନକ : କରୋନାରୁ ଆରୋଗ୍ୟଙ୍କୁ ପ୍ଲାଜ୍ମା ଦାନ ପାଇଁ…
ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଚିନ୍ତା ବଢାଇ ଦେଇଛି ଜୁଲାଇ। ଗତ ୨୦ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ପ୍ଲାଜ୍ମା ଥେରାପିର ସଫଳ ଚିକିତ୍ସା କିଛିଟା ଆଶ୍ୱାସନା ଦେଇଛି।!-->…
ଦ୍ଵୈତ-ମହାନଗରୀରେ ନୂଆ ଡିସିପିଙ୍କ ଦାୟିତ୍ଵ ଗ୍ରହଣ : ଉମାଶଙ୍କର ଦାଶ ଭୁବନେଶ୍ଵର ଓ ପ୍ରତୀକ ସିଂହ କଟକର ଡିସିପି ଭାବେ…
ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଆଜି ଦ୍ଵୈତ-ମହାନଗରୀ ଭୁବନେଶ୍ଵର ଓ କଟକର ନୂଆ ଡିସିପି ଦାୟିତ୍ଵ ଗ୍ରହଣ କରିଛନ୍ତି। ଭୁବନେଶ୍ଵର ଡିସିପି ଭାବେ ଡା. ଉମାଶଙ୍କର ଦାସ ଏବଂ କଟକ ଡିସିପି ଭାବେ ପ୍ରତୀକ ସିଂହ ଦାୟିତ୍ଵ ନେଇଛନ୍ତି। ଉଭୟ ଅଧିକାରୀ ବିଦାୟୀ ଡିସିପି ଅନୁପ ସାହୁ!-->…
ରାଜଧାନୀରେ ୩ କୁଖ୍ୟାତ ଚେନ ଲୁଟେରା ସହ ୨ ସହଯୋଗୀ ଗିରଫ : କମିଶନରେଟ ପୁଲିସ ପର୍ଦାଫାସ କଲା ଡ଼କାୟତିର ନୂଆ ଫର୍ମୁଲା
ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ରାଜଧାନୀରେ ସ୍ପିଡ ବାଇକ ଧରି ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗ୍ର ୩ ଜଣଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ଲୁଟ୍ ସାମଗ୍ରୀ ରଖିବା ଅଭିଯୋଗରେ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି । ରାଜଧାନୀରେ!-->…
ଆଜି ରାଜ୍ୟରେ ୬୭୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା: ୬ ଜଣ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭ : ଆଜି ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ୪୪୭ଜଣ ସଙ୍ଗରୋଧ!-->…
ଦେଶରେ ୨୪ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ :୪୦,୪୨୫ ନୂଆ , ୬୮୧ ମୃତ୍ୟୁ, – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : ଜୁଲାଇ ୨୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ୧,୧୧୮,୦୪୨ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୨୪ ଘଣ୍ଟାରେ ସର୍ବାଧିକ ୪୦,୪୨୫ଜଣ!-->…
ମଶା କାମୁଡ଼ିବା ଦ୍ୱାରା କରୋନା ବ୍ୟାପେ ନାହିଁ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭:କରୋନା ଭୂତାଣୁ ମଶା ଦ୍ବାରା ବ୍ୟାପେ ନାହିଁ ବୋଲି ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ନିଶ୍ଚିତ କରିଛନ୍ତି। ଗବେଷଣାତ୍ମକ ପତ୍ରିକା ‘ସାଇଣ୍ଟିଟିଫିକ ରିପୋର୍ଟସ’ ରେ ପ୍ରକାଶିତ ଏହି ଅଧ୍ୟୟନରେ ପ୍ରଥମ ଥର ପାଇଁ ସଂଗୃହିତ ପରୀକ୍ଷାମୂଳକ ତଥ୍ୟ ଓ!-->…
ଜୁଲାଇ ୨୦ରୁ ସିବିଡିଟି ପକ୍ଷରୁ ସ୍ୱେଚ୍ଛାକୃତ ଆୟକର ପ୍ରଦାନ ସଂକ୍ରାନ୍ତ ଇ-ଅଭିଯାନ ଆରମ୍ଭ ହେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭: ସ୍ୱେଚ୍ଛାକୃତଭାବେ ଆୟକର ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଚଳିତମାସ ୨୦ ତାରିଖ ସୋମବାରଠାରୁ ଇ-ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ୧୧ ଦିନଧରି ଚାଲି ଜୁଲାଇ ୩୧ ତାରିଖରେ ଶେଷ ହେବ। ଏଥିରେ ମୁଖ୍ୟତଃ!-->…
