Browsing Category
Llifestyle
କରୋନା ରେସରେ ଆଗେଇ ଚାଲିଛି ଭୁବନେଶ୍ୱର : ଆଜି ଗୋଟିଏ ଦିନରେ ରାଜଧାନୀରୁ ୯୦ ପଜିଟିଭ ଚିହ୍ନଟ,୨୭ ଲୋକାଲ୍ କେସ୍…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି),୧୫/୦୭ : ରାଜ୍ୟରେ ଆଜି ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୯୦ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୭ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ!-->…
୧୦୦% ସ୍ୱଦେଶୀ ଜ୍ଞାନକୌଶଳରେ ଜିଓ ଲଞ୍ଚ କରିବ ୫ଜି ସେବା- ମୁକେଶ ଅମ୍ବାନୀ
କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୧୫/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଛି ରିଲାଏନ୍ସ ଜିଓ। ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃ(ଆରଆଇଏଲ)ର ୪୩ତମ ବାର୍ଷିକ ସାଧାରଣ ବୈଠକରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ପାନୀ!-->…
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୁଦ୍ଧରେ ଦିଲ୍ଲୀ ନେପାଳ ଦୂତାବାସ ବାହାରେ ନେପାଳୀ ନାଗରିକଙ୍କ ବିକ୍ଷୋଭ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦାଵା କରିଛନ୍ତି ଯେ ଅଯୋଧ୍ୟା ଭାରତରେ ନୁହେଁ ନେପାଳରେ ଅବସ୍ଥିତ l ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଥିବା ଅଯୋଧ୍ୟା ନକଲି ଅଯୋଧ୍ୟା ଓ ଭଗବାନ ଶ୍ରୀରାମ ଚନ୍ଦ୍ର ହେଉଛନ୍ତି ନେପାଳୀ ନାଗରିକ l ନେପାଳ!-->…
କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗ ହୁଗୁଳି ଜିଲା ଚନ୍ଦନନଗର ଉପ ଜିଲାପାଳ ଦେବଦତ୍ତା ରାୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ କଲକାତା ୧୫/୦୭: କରୋନା ସଂକ୍ରମଣରେ ପଶ୍ଚିମବଙ୍ଗ ହୁଗୁଳି ଜିଲା ଚନ୍ଦନନଗର ସବଡିଭିଜନର ଉପଜିଲାପାଳ ଦେବଦତ୍ତା ରାୟ (୩୮)ଙ୍କର ମୃତ୍ୟୁ ହୋଇଛି। ଦେବଦତ୍ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିବାବେଳେ ସେ ହୋମ୍ କ୍ବାରେଣ୍ଟାଇନରେ ଥିଲେ। ରବିବାର ତାଙ୍କ!-->…
ଜିଓ ପ୍ଲାଟଫର୍ମରେ ନିବେଶ କରିବ ଗୁଗଲ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ବିଶ୍ୱର ୫ମ ସର୍ବବୃହତ ଅର୍ଥନୀତି ଭାବେ ପରିଗଣିତ ହେଉଥିବା ଭାରତରେ ନିଜ ସ୍ଥିତି ମଜଭୁତ କରିବାକୁ ଗୁଗଲ୍ ଆଗାମୀ ସାତବର୍ଷ ମଧ୍ୟରେ ପ୍ରାୟ ୧୦ବିଲିଅନ ଡଲାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଭାରତ ସଂପ୍ରତି ବିଶ୍ୱର ପ୍ରମୁଖ ଇଣ୍ଟରନେଟ!-->…
କୋଭିଡ ରୋଗୀଙ୍କ ସୁବିଧା,ନିରାପତ୍ତା ଏବଂ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ସତ୍କାର କରାଯିବା ପାଇଁ ବିଶେଷ ଗୁରୁତ୍ବ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଦିଆଯିବା!-->…
ରାଜସ୍ଥାନ ରାଜନୀତି ରେ ନୂଆ ମୋଡ: କଣ କରିବେ ସଚିନ ପାଇଲଟ ?
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭ : ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିବା ସଚିନ ପାଇଲଟ ଏବେ କ‘ଣ କରିବେ, ତା’କୁ ନେଇ ଚର୍ଚ୍ଚା ଜୋରଧରିଛି। ସେ ବିଜେପିକୁ ଯିବେ ନା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ଗୋଟି ଚାଳନା କରିବେ, ତା’ ଉପରେ ସମସ୍ତଙ୍କ!-->…
ଓଡ଼ିଶାରେ କରୋନା ଆରୋଗ୍ୟହାର ବଢ଼ୁଛି : ରାଜେଶ ଭୂଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭: କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ରାଜେଶ ଭୂଷଣଙ୍କ ସୂଚନା। ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢୁଥିବା କହିଲେ ରାଜେଶ। ଜୁଲାଇ ୧୨ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩% ରହିଛି। ଯାହା ଜାତୀୟ ହାର ଠାରୁ ୨୦ଟି ରାଜ୍ୟର!-->…
ଭୁବନେଶ୍ୱରରେ ଅଘୋଷିତ ଘନଘନ ବିଦ୍ୟୁତ୍ କାଟ, ଘନଉଛି ଜନ ଅସନ୍ତୋଷ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭:ଭୁବନେଶ୍ୱରରେ ଅଘୋଷିତ ଘନଘନ ବିଦ୍ୟୁତ୍ କାଟ ରାଜଧାନୀବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେଉଁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଛି ତ କେଉଁଠି ପ୍ରତି ପାଞ୍ଚ ମିନିଟ୍ରେ ବିଜୁଳି ଲୁଚକାଳି ଖେଳୁଛି। ମରାମତି ବାହାନାରେ ଏଭଳି!-->…
ଭାରତରେ ପ୍ରସ୍ତୁତ ଦୁଇଟି ଭ୍ୟାକ୍ସିନ୍ ର ମାନବ ପରୀକ୍ଷଣ ଆରମ୍ଭ : ଆଇସିଏମଆର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ଭାରତରେ ଏବେ ଦୁଇଟି କରୋନା ଟୀକା ଉପରେ ପରୀକ୍ଷଣ ଚାଲିଛି । ପଶୁମାନଙ୍କ ଉପରେ ସେଗୁଡ଼ିକର ପରୀକ୍ଷଣ ସଫଳର ରହିବା ପରେ ମାନବ ପରୀକ୍ଷଣ ଆରମ୍ଭ ହୋଇଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି ।
ସ୍ୱାସ୍ଥ୍ୟ!-->!-->!-->!-->!-->…
