Browsing Category
Llifestyle
ଜୁଲାଇ ୨୨ ପରେ ଭାରତକୁ ପୁଣି ଫେରିପାରେ ଟିକ୍ଟକ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ଗତ କିଛି ଦିନ ତଳେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଭାରତ ସରକାର ଲୋକପ୍ରିୟ ଟିକଟକ ଆପ୍ ସମେତ ୫୯ଟି ଚାଇନିଜ ଆପ୍କୁ ଦେଶରେ ବ୍ୟାନ୍ କରିଥିଲେ। ଆପ୍ଗୁଡ଼ିକ ବ୍ୟାନ୍ ହେବାପରେ କେନ୍ଦ୍ରୀୟ ଇଲୋକଟ୍ରୋନିକ୍ସ ଓ ସୂଚନା!-->…
ବାୟୁମାଧ୍ୟମରେ କରୋନା ବ୍ୟାପୁଥାଇପାରେ : ଆଇସିଏମଆର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : କରୋନା ସଂକ୍ରମଣ ଡ୍ରପଲେଟ ମାଧ୍ୟମରେ ବ୍ୟାପିଥାଏ । ତେବେ କେତେକ ବୈଜ୍ଞାନିକ କହୁଛନ୍ତି ଯେ ଏହା ବାୟୁମାଧ୍ୟମରେ ମଧ୍ୟ ବ୍ୟାପୁଥାଇପାରେ । ବାୟୁରେ ଥିବା ମାଇକ୍ରୋ ଡ୍ରପଲେଟ (୫ ମାଇକ୍ରନରୁ କମ ଆକାରର) ମାଧ୍ୟମରେ ଏହା ବ୍ୟାପୁଥାଇପାରେ । ତେବେ!-->…
ଆସନ୍ତାକାଲି ଠାରୁ ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଗୋଆରେ ଅତି ପ୍ରବଳ ବର୍ଷା ସମ୍ଭାବନା: ଭାରତୀୟ ପାଣିପାଗ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : ଓଡ଼ିଶା,ବିହାର, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।
ଏହାଛଡ଼ା ଉତ୍ତର ପ୍ରଦେଶ,!-->!-->!-->!-->!-->…
ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୩୭ କୋଭିଡ୍ ଯୋଦ୍ଧାଙ୍କ ସମେତ ୫୨ କରୋନା ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼ / ରାଉଲକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ସୁନ୍ଦରଗଡ଼ ଆଜି ଜିଲ୍ଲାରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୭ ଜଣ କରୋନା ଯୋଦ୍ଧା ଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଏହି କରୋନା ଯୋଦ୍ଧାଙ୍କ!-->…
ଓଡ଼ିଆ ମନୋରଞ୍ଜନ ଶିଳ୍ପରେ ଖୁସିର ଲହରି : ଏସ୍ଓପି ଅନୁସରଣ ସହ ସୁଟିଂ ପାଇଁ ସରକାରଙ୍କ ସବୁଜ ସଂକେତ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଚଳଚ୍ଚିତ୍ର ସୁଟିଂ ନେଇ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ଓଲିଉଡରେ ଖୁସିର ଲହରି ଖେଳିଯାଇଛି। ସୁଟିଂ ସମୟରେ କରୋନା କଟକଣା ମାନିବାକୁ ନିର୍ଦେଶ ଦିଆଯାଇଛି। ଏହାର ଗୁରୁଦାୟିତ୍ୱ ରହିଛି ପ୍ରଡକ୍ସନ ସଂସ୍ଥା ଉପରେ। ଚଳିତ ମାସ ୭!-->…
କରୋନା ଟିକା ସେପ୍ଟେମ୍ବର ସୁଦ୍ଧା ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ହେବ : ମସ୍କୋ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ଔଷଧ ଓ ଭାକ୍ସିନ ତିଆରି ପାଇଁ ସମସ୍ତେ ଲାଗିଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ ଋଷ ପ୍ରଥମ ଟିକା ବାହାର କରିଛି ବୋଲି ଦାବି କରିଛି। ଏହି ଟିକା ଅଗଷ୍ଟ ସୁଦ୍ଧା!-->…
ଅଭିନେତ୍ରୀ ସାରା ଅଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା : ପରିବାରର ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ
ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୪/୦୭ : ଫିଲ୍ମ ଅଭିନେତ୍ରୀ ସାରା ଅଲୀ ଖାନ ସୋମବାର ବିଳମ୍ବିତ ରାତିରେ ଇନଷ୍ଟାଗ୍ରାମରେ ଏକ ମ୍ୟାସେଜ କହିଛନ୍ତି ଯେ ତାଙ୍କ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିଛି। ପରେ ଡ୍ରାଇଭରଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।
ସାରା!-->!-->!-->!-->!-->…
ସିବିଏସଇ ଦଶମ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବା ନେଇ ସୂଚନା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଚା ଜଣାଇଛନ୍ତି ।
ଚଳିତ ବର୍ଷ!-->!-->!-->!-->!-->…
ଆଗାମୀ ଦିନରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ: ଡବ୍ଲ୍ୟୁଏଚ୍ଓ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଜେନେଭା ୧୪/୦୭: ଆଗାମୀ ଦିନରେ ପୃଥିବୀରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ସୂଚନା ଦିଆଯାଇଛି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ୍ ଏଡ଼ନୋମ୍ ଗେବ୍ରିୟେସସ୍ କହିଛନ୍ତି ଯେ, ଲୋକ ସଚେତନ ହେଉ ନ!-->…
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କୋଭିଡ-୧୯ର ମୁକାବିଲା କରୁଥିବା ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ପିଏମଜିକେପି…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେପି) ଅନ୍ତର୍ଗତ କୋଭିଡ-୧୯ର ମୁକାବିଲା କରୁଥିବା ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ଘୋଷଣା!-->…
