Browsing Category

Llifestyle

ବିଶ୍ୱର ପ୍ରଥମ କରୋନା ଟୀକାର ମାନବ ପରୀକ୍ଷା ଶେଷ, ନିରାପଦ ପ୍ରମାଣିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୨/୦୭:ବିଶ୍ୱର ପ୍ରଥମ କରୋନା ଟୀକାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି। ସେଚେନୋଭ ଫାଷ୍ଟ ମସ୍କୋ ଷ୍ଟେଟ ମେଡିକାଲ ବିଶ୍ୱବିଦ୍ୟାଳୟର ସ୍ବେଛାସେବୀମାନଙ୍କ ଉପରେ ଏହାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ଶେଷ ହୋଇଥିବା ଟ୍ରାଞ୍ଜିସିନାଲ ମେଡିସିନ୍

ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୨/୦୭ ମୁମ୍ବାଇ: ବଚ୍ଚନ ପରିବାର ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନ ସୂଚନା ଦେଇଛନ୍ତି।

କୋଭିଡ ରୋଗୀଙ୍କୁ ଆଇଟୋଲିଜୁମାବ ଔଷଧର ସୀମିତ ବ୍ୟବହାର ପାଇଁ ଅନୁମତି ମିଳିଲା

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-19 ଆକ୍ରନ୍ତଙ୍କ ପାଇଁ ‘ଆଇଟୋଲିଜୁମାବ’ ଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି। ‘ଆଇଟୋଲିଜୁମାବ’ (ଆରଡିଏନ୍‌ଏ ଅରିଜିନ) ଏକ ମନୋକ୍ଲୋନାଲ ଆଣ୍ଟିବଡି

ମାଲକାନଗିରିରେ ମାଓ ହିଂସା ଛାଡ଼ି ଆତ୍ମ-ସମର୍ପଣ କଲେ ନକ୍ସଲ ଦମ୍ପତ୍ତି

ମାଲକାନଗିରି / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଆଜି ମାଲକାନଗିରି ଏସ.ପି.ଙ୍କ ପାଖରେ ଦୁଇ ଜଣ ହାର୍ଡ କୋର ମାଓବାଦୀ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏହି ନକ୍ସଲ

ହଜିଗଲା ବାତ୍ସଲ୍ୟ ମମତା : ଏସ୍‌ସିବି ଆଇସୋଲେସନ୍‌ ଆଇସିୟୁରେ ବାପା-ମା’ ଶିଶୁପୁତ୍ରର ମୃତଦେହ ଛାଡ଼ି ପଳାଇଗଲେ

କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୭ : ଚିକିତ୍ସାଧୀନ ଅବସ୍ଥାରେଶିଶୁର ମୃତ୍ୟୁ ପରେ ତା’ର ବାପା-ମାଆ ମୃତଦେହକୁ ସାଙ୍ଗରେ ନନେଇ, ଶେଷକୃତ୍ୟ ନକରି ମେଡିକାଲରେ ଛାଡ଼ି ପଳାଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ । କରୋନା ସଂକ୍ରମଣ ଓ

ଚୀନ୍ ସାରା ବିଶ୍ୱରେ ନିଜ ପତିଆରା ଜାହିର କରିବା ପାଇଁ କୋଭିଡ୍‌-୧୯କୁ ଅସ୍ତ୍ର କରିଥିଲା : ଭୟାବହତା ନେଇ ତଥ୍ୟ…

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ : ସମ୍ପୂର୍ଣ୍ଣ ବିଶ୍ୱରେ ନିଜ ପତିଆରାକୁ ଜାହିର କରିବା ପାଇଁ କୋଭିଡ୍‌-୧୯ ଭୂତାଣୁକୁ ଅସ୍ତ୍ର କରିଥିଲା ଚୀନ୍ । ଜାଣିଶୁଣି ବିଶ୍ୱ ସମୁଦାୟକୁ ଏହି ତଥ୍ୟ ଅତ୍ୟନ୍ତ ବିଳମ୍ବରେ ଚୀନ୍ ପ୍ରଦାନ କଲା । କରୋନା କାୟାରେ

ଅନୁପମ ଖେରଙ୍କ ମାଆଙ୍କ ସମେତ ୪ ପରିବାର ସଦସ୍ୟ କରୋନା ପଜିଟିଭ ।

ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଆଜି ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ମାଆ ଦୁଲାରୀ ଦେବୀ, ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀ ମଧ୍ୟ କୋରୋନା ପଜିଟିଭ୍‌ ଥିବା ସୂଚନା ଦେଇଛନ୍ତି ଅନୁପମ । କିନ୍ତୁ, ଅନୁପମଙ୍କ କୋରୋନା ଟେଷ୍ଟ ରିପୋର୍ଟ

ଆଜି ରାଜ୍ୟରେ ଆଉ ନୂଆ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ଆକ୍ରାନ୍ତ ମୃତ ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ : ରାଜ୍ୟରେ ଆଜି ଆଉ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ, ସଂଗରୋଧ କେନ୍ଦ୍ରରୁ ୩୯୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରୁ ସର୍ବାଧିକ ୨୩୦

କରୋନାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା – ବିଏମସି କମିଶନର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୧/୦୭: ଭୁବନେଶ୍ବରରେ କରୋନା ସ୍ଥିତି ନେଇ ଶନିବାର ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହଟ୍‌ସ୍ପଟ୍ ଅଞ୍ଚଳରୁ ଲୋକେ ଭୁବନେଶ୍ବର ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସ୍ଲମ୍‌ ଏରିଆରେ

ପିଏମ୍‌ କେୟାର୍ସ ଫଣ୍ଡ ଯାଞ୍ଚ ହେବ ନାହିଁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୭ : ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ପବ୍ଲିକ୍‌ ଆକାଉଣ୍ଟସ କମିଟି (ପିଏସି) କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ଏହି ସଙ୍କଟର ମୁକାବିଲା ଲାଗି ଗଠିତ ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌
error: Content is protected !!
Open chat