Browsing Category
National-International
ଝଡ ସୃଷ୍ଟି କଲାଣି ବୈଜୟନ୍ତଙ୍କ ଟୁଇଟ : ଶାହରୁଖ ଓ ‘ପାକିସ୍ତାନୀ ଏଜେଣ୍ଟ’ର ଭାଇରାଲ ଫଟୋକୁ ନେଇ ଟ୍ୱିଟରରେ ଚର୍ଚ୍ଚା
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ବଲିଉଡର କିଛି ବ୍ୟକ୍ତି ପାକିସ୍ତାନ ଆର୍ମିର ଏଜେଣ୍ଟ ସହିତ ସମ୍ପର୍କରେ ରହିଛନ୍ତି। ପାକିସ୍ତାନ ସେନା, ଆଇଏସଆଇ ସମେତ ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ଅନେକ ବ୍ୟକ୍ତିଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିତ୍ୱଙ୍କର ସହିତ!-->…
ଫେଜ୍ -୩ରେ ଫାଭିପିରାଭିର ସକାରତ୍ମକ କ୍ଲିନିକାଲ୍ ପରୀକ୍ଷଣ ସଫଳ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ସାମାନ୍ୟ ଏବଂ ମଧ୍ୟମ ନୋବେଲ କରୋନାଭାଇରସ୍ ରୋଗୀଙ୍କ ଉପରେ ଆଣ୍ଟିଭାଇରାଲ୍ ଔଷଧ ଫାଭିପିରାଭିରର ଫେଜ୍ -୩ କ୍ଲିନିକାଲ୍ ପରୀକ୍ଷଣ ସଫଳ ହୋଇଛି। ଏ ନେଇ ଘୋଷଣା କରିଛି ଗ୍ଲେନମାର୍କ ଫାର୍ମାସୁଟିକାଲ୍ସ। ବୁଧବାର ଦିନ ଏକ ବିବୃତ୍ତିରେ ଗ୍ଲେନମାର୍କ!-->…
ସେରୋଲୋଜିକାଲ ସର୍ଭେ ରିପୋର୍ଟ : କରୋନା ସଂକ୍ରମିତଙ୍କ ସୁସ୍ଥତା ଦ୍ୱାରା ରୋଗ ପ୍ରତିରୋଧୀ କ୍ଷମତା ‘ଆଣ୍ଟିବଡି’…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗୋଟିଏ ପଟେ ଚିନ୍ତା ବଢିଛି। ଦିନକୁ ଦିନ ସଂକ୍ରମିତ ସଂଖ୍ୟା ମଧ୍ୟ ବଢୁଛି। ନମୁନା ପରୀକ୍ଷା ଯେତେ ଅଧିକ ସଂଖ୍ୟାରେ ହେଉଛି; ତଦନୁଯାୟୀ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଦେଖାଯାଇଛି। ଜୁନ୍, ଜୁଲାଇ!-->…
ଭାରତୀୟ ଆଣ୍ଟିଜେନ ଟେଷ୍ଟିଂ କିଟକୁ ମିଳିଲା ଆଇସିଏମଆରର ମଞ୍ଜୁରୀ, ୩୦ ମିନିଟରେ ଆସିବ ରେଜଲ୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : କରୋନା ଟେଷ୍ଟ କିଟ ‘ପେଥୋକେଚ୍ କୋଭିଡ୍-୧୯ ଆଣ୍ଟିଜେନ ଟେଷ୍ଟିଂ କିଟ’କୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଗତ କାଲି ଏହି ଟେଷ୍ଟିଂ କିଟକୁ ଅନୁମୋଦିତ କରିଛି। ଏହା ହେଉଛି ସଂପୂର୍ଣ୍ଣରୂପେ ଭାରତରେ ତିଆରି!-->…
ରାଜଧାନୀରେ ଆରଏମଆରସିର ସେରୋଲଜିକାଲ ସର୍ଭେ : ୧.୪୨% ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି; କଂରୋନ ସଂକ୍ରମିତ ହୋଇ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ରାଜଧାନୀରେ କରୋନା ଜନିତ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ , ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କେତେ ଲୋକଙ୍କୁ କରୋନା ହୋଇ ଆପେ ଆପେ ସୁସ୍ଥ ହୋଇଯାଇଛନ୍ତି , କେତେ ଲୋକଙ୍କ ଦେହରେ ଆଂଟିବଡି ବିକଶିତ ହୋଇଛି ତାହା ଜାଣିବା ପାଇଁ!-->…
ସିବିଏସ୍ଇ ପରି ଓଡ଼ିଆ ମାଧ୍ୟମ ସ୍କୁଲ୍ ସିଲାବସ୍କୁ ବି ହ୍ରାସ କରାଯିବ: ଗଣଶିକ୍ଷା ମନ୍ତ୍ରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ଏଣିକି ସିବିଏସ୍ଇ ଭଳି ଓଡ଼ିଆ ମାଧ୍ୟମ ସ୍କୁଲ୍ରେ ମଧ୍ୟ ପାଠ୍ୟଖସଡ଼ା କମାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏ ବର୍ଷ କରୋନା ପରିସ୍ଥିତି ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେବା ପରେ!-->…
କରୋନା ଟିକାକୁ ନେଇ ବଡ଼ ବୟାନ ଦେଲା “ହୁ” : ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ଟିକା ବ୍ୟବହାରର ଆଶା ନାହିଁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ :କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ଅନେକ ଦେଶ ଲାଗିପଡ଼ିଛନ୍ତି। ଏ ନେଇ ଲୋକଙ୍କୁ ସୁସ୍ଥ କରିବା ଲକ୍ଷରେ ଏବେ ବୈଜ୍ଞାନିକମାନ ବିଭିନ୍ନ ପ୍ରକାରର କରୋନା ଟିକା ଉପରେ ଗବେଷଣା ଆରମ୍ଭ କରିଛନ୍ତି। ମହାମାରୀ କରୋନା ବିରୋଧୀ ଲଢ଼େଇ ଏବେ ନିର୍ଣ୍ଣାୟକ!-->…
ଆମେରିକୀୟ ଉଦ୍ୟୋଗପତିଙ୍କୁ ଭାରତରେ ନିବେଶ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି।
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଭାରତରେ ନିବେଶ କରିବାକୁ ଆମେରିକୀୟ ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ୱାରା ଆୟୋଜିତ ଇଣ୍ଡିଆ ଆଇଡିଆ ସମ୍ମିଳନୀ ୨୦୨୦କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ!-->…
ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ବାଲେଶ୍ୱର ୨୩/୦୭: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆର୍ ପରିସରରେ ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ସହିତ ଏହି କ୍ଷେପଣାସ୍ତ୍ର ବ୍ୟବହାର କରାଯିବ। ମେକ୍ ଇନ୍ ଇଣ୍ଡିଆ!-->…
ଭଦ୍ରକ ଜିଲ୍ଲାରେ ଧାରା ଶ୍ରାବଣ ମାସରେ ଶୁଖିଲା ପଡିଛି ଚାଷଜମି,ବର୍ଷା ଅଭାବରୁ ଧାନତଳି ନଷ୍ଟ ହେବାକୁ ବସିଛି।
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୩/୦୭ : ଧାରା ଶ୍ରାବଣମାସରେ ବର୍ଷା ବିନା ଶୁଖିଲା ପଡିଛି ଚାଷଜମି । ପାଣି ବିନା ଚାଷ ଜମି ଫାଟି ଆଁ କଲାଣି, ଏ ଦୃଶ୍ଯ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ, ସୁନାଦରପୁର ଆଦି ଅଞ୍ଚଳର, ଚୈତ୍ର ବୈଶାଖରେ ଅଦିନିଆ ମେଘ ଯୋଗୁଁ ଚାଷ!-->…
