Browsing Category
National-International
ମହୁରେ ’ଚିନି ସିରା’ ଓ ’ଚାଉଳ ମଣ୍ଡ’: ନାମୀ-ଦାମୀ କମ୍ପାନୀ ନମୁନା ପରୀକ୍ଷଣରେ ଫେଲ୍
ସେଣ୍ଟ ଫର ସାଇନ୍ସ ଏଣ୍ଡ ଏନଭୟରମେଣ୍ଟ ପ୍ରକାଶିତ ରିପୋର୍ଟରେ ସୂଚନା
ନୂଆଦିଲ୍ଲୀ: ବଜାରରେ ମିଳୁଥିବା ନାମୀ କମ୍ପାନୀର ଦାମୀ ମହୁ ବି ଭେଜାଲ । ଖାଲି ଭେଜାଲ ନୁହେଁ, ଚିନି ସିରା ଓ ଚାଉଳ ମଣ୍ଡ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ବର୍ତମାନ କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି!-->!-->!-->…
ଶେଷ ଦିନିକିଆ : ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କଲା ଭାରତ
କାନବେରା : କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଚଳିତ ସିରିଜର ଶେଷ ଦିନିକିଆ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି । ତେବେ ପୂର୍ବରୁ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।
!-->!-->!-->…
ବିଶ୍ୱରେ ପ୍ରଥମ ଥର ଲାଗି ପରୀକ୍ଷାଗାରରେ ତିଆରି ମାଂସ ବିକ୍ରୟ ଲାଗି ଅନୁମତି ଦେଲା ସିଙ୍ଗାପୁର
ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମ ଥର ଲାଗି ପରୀକ୍ଷାଗାରରେ ସୃଷ୍ଟି କରାଯାଇଥିବା ମାଂସ ବିକ୍ରୟ ନିମନ୍ତେ ଆମେରିକୀୟ କମ୍ପାନି ‘ଇଟ୍ ଜଷ୍ଟ୍’କୁ ସିଙ୍ଗାପୁର ଅନୁମତି ଦେଇଛି। କୌଣସି ଜୀବ ହତ୍ୟା କରା ନ ଯାଇ ସୃଷ୍ଟି କରାଯାଇଥିବା ଏହି ତଥାକଥିତ ‘କ୍ଲିନ୍ ମିଟ୍’କୁ ବିଶ୍ୱରେ ପ୍ରଥମ କରି!-->…
ସରକାରଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀର ବିଜ୍ଞାନ ଭବନରେ ପହଞ୍ଚିଲେ କୃଷକ ପ୍ରତିନିଧି
ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକର ପ୍ରତିନିଧିିମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଉ କିଛି ସମୟପରେ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି!-->…
ଡିସେମ୍ବର ମାସ ପାଇଁ କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍
ନୂଆଦିଲ୍ଲୀ ୧।୧୨ : ଆଜି ଅର୍ଥାତ୍ ଡିସେମ୍ବରରୁ ସାରା ଦେଶରେ କରୋନାଣ ନୂଆ ଗାଇଡଲାଇନ୍ ଲାଗୁ କରିଦିଆଯାଇଛି। ନୂଆ ଗାଇଡ଼ଲାଇନ ଆଧାରରେ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁଠାରେ କରୋନା ମାମଲା ବଢ଼ିବାରେ ଲାଗିଛି, ସେଠାରେ ନାଇଟ୍ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଲଗାଯାଇପାରେ। ଗୃହ!-->…
ଆଜି ଠାରୁ କୋଣାର୍କ ମହୋତ୍ସବ ଆରମ୍ଭ
କୋଣାର୍କ : ଆଜି ଠାରୁ କରୋନା କଟକଣା ମଧ୍ୟରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ ତମ କୋଣାର୍କ ମହୋତ୍ସବ ଆରମ୍ଭ ହେବ। ଏହା ୫ଦିନ ପର୍ଯ୍ୟନ୍ତ ଚାଲିଥାଏ।
ଏହାସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆନ୍ତଃଜାର୍ତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆରମ୍ଭ ହେବ। ହାଇକୋର୍ଟଙ୍କ!-->!-->!-->…
ଆସାମରେ ଜାନୁଆରୀ ୧ରୁ ଖୋଲିବ ସ୍କୁଲ
ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲ୍ ବନ୍ଦ ରହିଛି। ଏଭଳି ସମୟରେ ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଥିଲା। ମାତ୍ର ଷଷ୍ଠ,!-->…
ଝିଅ ‘ଦେଶଦ୍ରୋହୀ’ ବୋଲି କହିବା ପରେ ବାପାଙ୍କୁ ‘ଅତ୍ୟାଚାରୀ’ କହିଲେ ଶେହଲା
ଜାମ୍ମୁ: କାଶ୍ମୀର ପ୍ରସଙ୍ଗକୁ ନେଇ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରଶୀଦ ଏବଂ ତାଙ୍କ ବାପା ଅବଦୁଲ ଆର. ଶୋରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଶେହଲା କାଶ୍ମୀରକୁ ନେଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏବଂ ବିଚ୍ଛିନ୍ନତାବାଦୀମାନଙ୍କଠାରୁ ଟଙ୍କା ନେଇଥିବା ନେଇ ତାଙ୍କ ବାପା!-->…
କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍ଡିଏ ଛାଡ଼ିବାକୁ ଆରଏଲ୍ପିର ଧମକ
ନୂଆଦିଲ୍ଲୀ,୦୧/୧୨: କୃଷି ସଂସ୍କାର ଆଇନକୁ ରଦ୍ଦ କରିବା ଦାବିରେ ଚାଷୀମାନେ ‘ଦିଲ୍ଲୀ ଚଲ୍ଲୋ’ ଅଭିଯାନ ଜାରି ରଖିଥିଲା ବେଳେ ଏନ୍ଡିଏ ଦଳ ଭିତରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି । ପୂର୍ବରୁ ଏହି ପ୍ରସଙ୍ଗରେ ଶିରୋମଣି ଅକାଳୀ ଦଳ (ଏସ୍ଏଡି) ଏନ୍ଡିଏରୁ ଓହରିଯାଇଥିଲା ବେଳେ ଏବେ ଅନ୍ୟତମ ସହଯୋଗୀ!-->…
ମସ୍ତିଷ୍କକୁ ପ୍ରବେଶ କରିପାରେ କରୋନା ଭୂତାଣୁ
ବର୍ଲିନ: କରୋନା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରି ଆମର ଶ୍ବାସକ୍ରିୟା ବ୍ୟବସ୍ଥା (ଫୁସ୍ଫୁସ୍)କୁ ସଂକ୍ରମଣ କରୁଥିବାବେଳେ ଏହା ଏବେ ମସ୍ତିଷ୍କକୁ ସଂକ୍ରମଣ କରିବାର ନୂଆ ଆଶଙ୍କା ସୃଷ୍ଟି କରିଛି।
ନୂଆ ଗବେଷଣାରୁ ଜଣାଯାଇଛି କରୋନା ଭୂତାଣୁ ନାକ ବାଟ ଦେଇ ମସ୍ତିଷ୍କକୁ ଯିବାର ଆଶଙ୍କା!-->!-->!-->…
