Browsing Category
National-International
ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଗୁଲ୍ ବାଜିଛି । କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିସହ ମଙ୍ଗଳବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ!-->…
କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : କୋଭିଡ କଟକଣା ମଧ୍ୟରେ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ । ୧୬ତମ ବିଧାନସଭାର ୪ର୍ଥ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଏଥିରେ ୭ଟି ସରକାରୀ ଦିବସ ଗୋଟିଏ ବେସରକାରୀ!-->…
ମୋବାଇଲ୍ ଆପ୍ରେ ମିଳିବ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ; ପ୍ରସାଦର ମଧ୍ୟ ହେଲା ହୋମ୍ ଡେଲିଭରି
ଜମ୍ମୁ/ ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୮-୦୯-୨୦ : ମାତା ବୈଷ୍ଣୋ ଦେବୀଙ୍କ ଭକ୍ତମାନଙ୍କ ପାଇଁ ଖୁସି ଖବର। ଏଣିକି ମାତା ବୈଷ୍ଣୋ ଦେବୀଙ୍କ ଲାଇଭ୍ ଭର୍ଚୁଆଲ ଦର୍ଶନ ମିଳିବ ମୋବାଇଲ୍ ଆପ୍ରେ ଏବଂ ମାତାଙ୍କ ପ୍ରସାଦର ହେବ ହୋମ୍ ଡେଲିଭରି। ଯେଉଁ ଭକ୍ତମାନେ ଜମ୍ମୁର କଟ୍ରା!-->…
ଓକିଲଙ୍କ ଫିସ୍ ଦେବାକୁ ସବୁ ଅଳଙ୍କାର ବିକିଛି, ଏବେ ଗୋଟିଏ ମାତ୍ର କାର୍ ଚଳାଉଛି : ଅନୀଲ ଅମ୍ବାନୀ
ଲଣ୍ଡନ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬-୦୯-୨୦ : ଶୁକ୍ରବାର ଦିନ ଲଣ୍ଡନ ଅଦାଲତରେ ଋଣୀ ଉଦ୍ୟୋଗୀ ଅନୀଲ ଅମ୍ବାନୀ କହିଛନ୍ତି ଯେ, ସେ ସରଳ ଜୀବନଯାପନ କରୁଛନ୍ତି, ଗୋଟିଏ ମାତ୍ର କାର୍ ଚଳାଉଛନ୍ତି ଏବଂ ଓକିଲଙ୍କ ଫିସ୍ ଦେବାକୁ ସବୁ ଅଳଙ୍କାର ବିକ୍ରୟ କରି ଦେଇଛନ୍ତି।
ସେ!-->!-->!-->!-->!-->…
ଭାରତ ଛାଡିଲା ବାଇକ ନିର୍ମାତା ଆମେରିକୀୟ କମ୍ପାନୀ “ହାର୍ଲେ ଡେଭିଡ଼ସନ”
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬-୦୯-୨୦ : ଲକଜୁରି ବାଇକ ନିର୍ମାତା ଆମେରିକୀୟ କମ୍ପାନୀ ହାର୍ଲେ ଡେଭିଡ଼ସନ ଭାରତ ଛାଡ଼ୁଛି। କମ୍ପାନୀ ଭାରତରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ଦେଶରେ ହାର୍ଲେ ଡେଭିଡ଼ସନର ଗାଡି ଆଉ ଉତ୍ପାଦନ ହେବ ନାହିଁ। ବର୍ତ୍ତମାନ!-->…
ବେସରକାରୀ ସ୍କୁଲଙ୍କ ଧମକ : ଫି’ ଦେବା ପାଇଁ ଅଳଙ୍କାର ବିକିବା ସହ ଫିକ୍ସ ଡିପୋଜିଟ୍କୁ ମଧ୍ୟ ଭାଙ୍ଗିବାକୁ ବାଧ୍ୟ…
ଗୁରୁଗ୍ରାମ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬-୦୯-୨୦ : ମିଲେନିୟମ୍ ସିଟିରେ ଥିବା ବଡ ସ୍କୁଲରେ ନିଜ ପିଲାଙ୍କୁ ପଢ଼ାଇବା ବାପା ମା’ଙ୍କର ସ୍ବପ୍ନ ଥାଏ। କିନ୍ତୁ ଏବେ ଫି’ ପ୍ରଦାନ କରିବା ପାଇଁ ଅଭିଭାବକଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। ମାର୍ଚ୍ଚ ମାସରୁ ଏବେ ସୁଦ୍ଧା ଲକ୍ଷେ ଟଙ୍କା!-->…
ବିଧାନସଭା ପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ: ୨ଟି ପର୍ଯ୍ୟାୟରେ ସାଢେ ୪ ଘଣ୍ଟା ଚାଲିବ ଗୃହ
ହେବନି ପ୍ରଶ୍ନକାଳ ! ଆଜି ବିଧାୟକଙ୍କ କୋଭିଡ୍ ଟେଷ୍ଟ ! !
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ଆସନ୍ତା ୨୯ ତାରିଖ ପର୍ବାହ୍ନ୧୧ଟାରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ପ୍ରତ୍ୟକ ଦିନ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହ ଚାଲିବ । ପ୍ରଥମ ଦିନ!-->!-->!-->…
ବଣ୍ଡା ଜନଜାତିଙ୍କୁ ଏଯାଏଁ ଛୁଇଁ ପାରିନି କରୋନା ! !
ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ବର୍ତମାନ ସୁଦ୍ଧା କରୋନା ଭୂତାଣୁ ମୁକ୍ତ ରହିଛି । ମାଲକାନଗିରି ଜିଲ୍ଲାରେ ଦୈନନ୍ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା!-->…
ଚୀନ୍ ନିଜର ଉପଗ୍ରହ ବିଧ୍ୱଂସୀ ଟେକ୍ନୋଲୋଜି ବିକଶିତ କରିବା ପାଇଁ ଭାରତର ଉପଗ୍ରହ ପ୍ରଣାଳୀ ଉପରେ ଆକ୍ରମଣ କରିଥିଲା
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :ଉପଗ୍ରହ ବିଧ୍ୱଂସୀ ଟେକ୍ନୋଲୋଜି ବିକଶିତ କରିବା ପାଇଁ ଚୀନ୍ ଗତ କିଛି ବର୍ଷ ଧରି ପ୍ରୟାସ କରିଆସୁଛି । ସିଏ ସନ୍ତର୍ପଣରେ ନିଜର କିଛି ଶତ୍ରୁ ଦେଶ ଉପରେ ଏହାର ପ୍ରୟୋଗ ବି କରୁଛି । ଭାରତର ଉପଗ୍ରହ ଯୋଗାଯୋଗ ପ୍ରଣାଳୀକୁ ବି ସିଏ ଟାର୍ଗେଟ!-->…
ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ : ଆଇସିଏମ୍ଆର୍ ମୁଖ୍ୟ ଡ. ବଳରାମ ଭାର୍ଗବ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : କରୋନା ଟିକା ଉପରେ ଏବେ ସାରା ବିଶ୍ୱର ନଜର । ଅନେକ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । କିନ୍ତୁ କୌଣସି ଟିକା ବର୍ତ୍ତମାନସୁଦ୍ଧା ବଜାରରେ ବିକ୍ରି ନିମନ୍ତେ ଅନୁମତି ପାଇନି । ପରୀକ୍ଷଣରେ ମୁଖ୍ୟତଃ ଟିକାର ସୁରକ୍ଷା ଏବଂ!-->…
