Browsing Category
National-International
କରୋନା ପ୍ରଭାବ ଯୋଗୁଁ ଋଣ ଶୁଝି ପାରିନଥିବା ମାମଲାରେ ଗ୍ରାହକଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ଖାତାକୁ ବ୍ୟାଙ୍କ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ : କରୋନା ମହାମାରୀ ପ୍ରଭାବ ଯୋଗୁଁ ଋଣ ଶୁଝି ପାରିନଥିବା ଗ୍ରାହକମାନଙ୍କୁ ସୁପ୍ରିମକୋର୍ଟ ବଡ଼ ଧରଣର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ମୋରାଟୋରିଅମ ମାମଲାର ଶୁଣାଣି କରି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଗ୍ରାହକମାନେ ଅଗଷ୍ଟ ୩୧ ପର୍ଯ୍ୟନ୍ତ!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫେସ୍ବୁକ୍ରେ ଧମକ ଦେଇଥିବା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯:ରାଜଦ୍ରୋହ ମାମଲାରେ ସାଲେପୁର ଅଞ୍ଚଳରୁ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜଣେ ଯୁବକ ଫେସ୍ବୁକ୍ରେ ଧମକ ଦେଇଥିବା ଅଭିଯୋଗ!-->!-->!-->!-->!-->…
ସଂକ୍ରମଣ ସଂଖ୍ୟା ପାଞ୍ଚ ରାଜ୍ୟରେ ଦେଶର ୬୨% ସକ୍ରିୟ ମାମଲା, ୭୦% ମୃତ୍ୟୁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ :ଦେଶର କରୋନା ସଂକ୍ରମଣ ସଂଖ୍ୟା ଗତ ସପ୍ତାହରେ ଦୈନିକ ହାରାହାରି ୬୦ ହଜାର ଟପିବାକୁ ବସିଛି । ତେବେ ପରିସଂଖ୍ୟାନ ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୨% ସକ୍ରିୟ ମାମଲା ଓ ୭୦% ମୃତ୍ୟୁ ୫ଟି ରାଜ୍ୟରେ ଘଟିଛି । ଏହି ରାଜ୍ୟଗୁଡ଼ିକ!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ମୁକାବିଲା ସମୀକ୍ଷା : ଫୋକସରେ କଟକ-ଖୋର୍ଦ୍ଧା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି।
!-->!-->!-->!-->…
ହନି ଟ୍ରାପ୍ ମାମଲାର ମହିଳା କଏଦୀଙ୍କ ସହ ଜେଲରଙ୍କ ଫଟୋ ଭାଇରାଲ, ତଦନ୍ତ ପାଇଁ ନିଜେ ଗଲେ ଭୋପାଳ ଡିଆଇଜି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଇନ୍ଦୋର ୦୪/୦୯ : ମଧ୍ୟ ପ୍ରଦେଶର ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ଜେଲରେ ସଜା କାଟୁଥିବା ମହିଳା ଅଭିଯୁକ୍ତ ଶ୍ବେତା ଓ ଜେଲରଙ୍କ ସାକ୍ଷାତ ବେଳର ଫଟୋ ଭାଇରାଲ। ପୂର୍ବରୁ ଥଣ୍ଡା ପଡିଯାଇଥିବା ଏହି ମାମଲାରେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ସୋସିଆଲ ମିଡିଆରେ!-->…
ଭାରତୀୟ ଆଣବିକ ଯୁଦ୍ଧାସ୍ତ୍ର ରେଞ୍ଜରେ ସମଗ୍ର ଚୀନ : ରିପୋର୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ : ଚୀନଆଡ଼ୁ ବିପଦ ଆଶଙ୍କା ବଢିଚାଲିଥିବାରୁ ଭାରତ ନିଜର ଆଣବିକ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ପୂର୍ବରୁ ଭାରତ ମୁଖ୍ୟତଃ ପାକିସ୍ତାନକୁ କେନ୍ଦ୍ରରେ ରଖି ନିଜର ସାମରିକ ଓ ଆଣବିକ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏବେ ଫୋକସରେ ରହିଛି ଚୀନ!-->…
ରିଆ ,ସୌଭିକ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କ ଘରେ ଏନସିବି ଚଢଉ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୪/୦୯ : ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ରିଆଙ୍କ ଭାଇ ସୌଭିକ ଓ!-->…
କିଏ ଜନ୍ ଓ୍ବିକ୍ ? ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ କରିଥିଲେ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ କିଛି ସମୟ ପାଇଁ ହ୍ୟାକ୍ ହୋଇଯାଇଥିଲା। ଏନେଇ ଟୁଇଟର ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି। ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ କରିଥିବା ହ୍ୟାକର ଜଣକର ପରିଚୟ ମିଳିଯାଇଛି। ହ୍ୟାକର ଜଣକ!-->…
ମୋତେ ଧମକ ଦିଆଯାଉଛି, ମୁମ୍ବାଇ ମୋତେ ପାକିସ୍ତାନ ଅଧିକୃତ କଶ୍ମୀର ଭଳି ଲାଗିଲାଣି: କଙ୍ଗନା ରାଣାୱତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୩/୦୯ : ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ କ୍ରମାଗତଭାବେ ଚର୍ଚ୍ଚା ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତ୍ରୀ କଙ୍ଗନା ରାଣାୱତ ନ୍ୟାୟ ଦାବି କରି ଆରମ୍ଭରୁ ନିଜର ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଏ ଭିତରେ କଙ୍ଗନା ଏବଂ!-->…
କରୋନା ଲକ୍ଡାଉନ୍ ପାଇଁଁ ବେକାରି ହାର ଚିନ୍ତାଜନକ : ସହରକୁ ଯିବ ମନରେଗା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : କେନ୍ଦ୍ର ସରକାର ନିଜର ରୋଜଗାର କାର୍ଯ୍ୟକ୍ରମ ମନରେଗା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା)କୁ ଗାଁ ସହିତ ସହରକୁ ନେବା ପାଇଁ ଯୋଜନା କରୁଛନ୍ତି । ଏହି ଯୋଜନା ଅଧୀନରେ ସହରରେ ସେଇମାନଙ୍କୁ ନିଯୁକ୍ତି ମିଳିବ, ଯେଉଁମାନେ!-->…
