Browsing Category

Odisha

ସେପ୍ଟେମ୍ବର ୧୫ ରୁ ୩୦ ମଧ୍ୟରେ ଅନଲାଇନରେ ହେବ ରେଭେନ୍ସା ୟୁଜି/ପିଜି ପରୀକ୍ଷା

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୨/୦୯ :କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନଲାଇନରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ଶେଷ ସେମିଷ୍ଟର ପରୀକ୍ଷା ହେବ । ଉଭୟ ରେଗୁଲାର ଓ ବ୍ୟାକ ପିଲାଙ୍କ ପାଇଁ ଏସବୁ ପରୀକ୍ଷା କରାଯିବ । ଏସବୁ ପରୀକ୍ଷା ଆସନ୍ତା ୧୫ରୁ ୩୦ ତାରିଖ

ପିଏମ କିସାନ ସମ୍ପଦା ଯୋଜନାରେ ୨୭ଟି ପ୍ରକଳ୍ପକୁ ମଞ୍ଜୁରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ଦେଶରେ ସମନ୍ୱିତ ଶୀତଳୀକରଣ ବ୍ୟବସ୍ଥା ତଥା ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିସାନ ସମ୍ପଦା ଯୋଜନା ଅଧୀନରେ କେନ୍ଦ୍ର ସରକାର ଆଜି ୨୭ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ୧୬ ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ

ଅନଲକ୍-୪: ଭାରତୀୟ ରେଳବାଇ ଦେଶରେ ଆଉ ୧୦୦ ଯୋଡା ନୂଆ ‘ସ୍ପେଶାଲ ଟ୍ରେନ’ ଚଳାଇବାକୁ ପ୍ରସ୍ତୁତ ହେଉଛି

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : କରୋନା ଭାଇରସ୍ ସଙ୍କଟ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଭାରତୀୟ ରେଳବାଇ ଅନଲକ୍-୪ରେ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛି । ରେଳବାଇ ପ୍ରାୟ ୧୦୦ଟି ନୂଆ ସ୍ପେଶାଲ୍‌ ଟ୍ରେନ୍ ଚଳାଇବାକୁ

ଅଲବିଦା ପ୍ରଣବ ଦା’: ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯ : ଆଜି ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ୧୦, ରାଜାଜୀ ମାର୍ଗ ସ୍ଥିତ ବାସଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ

ଭଦ୍ରକ ଜିଲ୍ଲା ଆରଡ଼ି ପଞ୍ଚାୟତରେ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ଥାନୀୟ ସରପଞ୍ଚ

ଭଦ୍ରକ/ଆରଡ଼ି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯ : ଗତ ଲଘୁଚାପରେ ସ୍ଥାନୀୟ ଅଞ୍ଚଳ ଏବଂ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ, ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ଭଦ୍ରକ ଜିଲ୍ଲାର ଜଳଦେଶ ଭାବେ ପରିଚିତ, ଚାନ୍ଦବାଲି ବ୍ଲକ, ଆରଡ଼ି ଅଞ୍ଚଳର ୧୪ଟି ପଞ୍ଚାୟତରେ

ରାଜଗାଙ୍ଗପୁର ସହର ନିକଟସ୍ଥ ଜୋରୁମାଲ ରେଲୱେ ବ୍ରୀଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର !

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୧/୦୯ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ନିକଟସ୍ଥ ଜୋରୁମାଲ ରେଲୱେ ବ୍ରୀଜ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଆଜି ରାଜଗାଙ୍ଗପୁର ପୋଲିସ ଉଦ୍ଧାର କରିଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ଲିପିଲୋଇ ଝୁମ୍ପୁଡିପଡ଼ାର ବିଜୟ

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଲା, କରୋନା କଟକଣା ମାନିବେ ପର୍ଯ୍ୟଟକ

କୋଣାର୍କ/ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯: ଦୀର୍ଘ ୫ମାସ ପରେ ଆଜି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଥିବା ଜଣାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସୂର୍ଯ୍ୟମନ୍ଦିର ଖୋଲିଛି । କରୋନା କଟକଣା କାରଣରୁ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ

ରାଜ୍ୟରେ ଖୋଲିବ ଆଉ ତିନି ନୂଆ କୋଭିଡ୍‌ ହସ୍‌ପିଟାଲ୍ : ୨ଟି ଏସ୍‌ସିବିରେ ଓ ଗୋଟିଏ କୋରାପୁଟ ମେଡିକାଲ କଲେଜରେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଚିକିତ୍ସା ଭିତ୍ତିଭୂମିକୁ ମଧ୍ୟ ମଜଭୁତ କରାଯାଉଛି । ସେହିକ୍ରମରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଉ ତିନିଟି କୋଭିଡ୍‌ ହସ୍‌ପିଟାଲ୍‌ ଖୋଲିବ । ଏସ୍‌ସିବି

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଆଜି ଲୋକସେବା ଭବନରେ ପାଳିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି ଯେ, ଲୋକଙ୍କ ଆଶା ଓ

ଆଜିଠୁ ଜେଇଇ ମେନ୍‌, ନିଟ୍‌ ପ୍ରବେଶିକା : କଡ଼ା ସୁରକ୍ଷା, ସାମାଜିକ ଦୂରତାକୁ ଗୁରୁତ୍ୱ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯: ଆଜିଠୁ ଜେଇଇ ଓ ନିଟ୍‌ ପ୍ରବେଶିକା ପରୀକ୍ଷା । ଏଥିପାଇଁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଆଜି ସୁରକ୍ଷା ପ୍ରସଙ୍ଗରେ ବିଏମ୍‌ସି ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ରାଜଧାନୀର ୬ଟି ଓ
error: Content is protected !!
Open chat