Browsing Category

Odisha

କରୋନା ଔଷଧ “Avigan ୨୦୦”ର ହୋମ୍ ଡ଼େଲିଭରୀ ନିମନ୍ତେ ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କମ୍ପାନୀର ଘୋଷଣା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଭାରତର ବଡ଼ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କରୋନା ରୋଗୀଙ୍କ ଚିକିତ୍ସା ଔଷଧ ଫାଭିପିରାଭିରର ଜେନେରିକ ଔଷଧ ଅଭିଗାନ୨୦୦ ଟାବଲେଟ୍ ବଜାରକୁ ଛାଡ଼ିବାକୁ ଘୋଷଣା କରିଛି ।  ଏହି ଔଷଧ ଅଭିଗାନ୨୦୦କୁ ଭାରତର ଔଷଧ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୮: ଜାନୁଆରିରୁ ଗୃହରକ୍ଷୀମାନେ ପ୍ରତିଦିନ ୫୩୩ ଟଙ୍କା ପ୍ରାପ୍ୟ ପାଇବେ। ଏ ବାବଦ ବକେୟା ପ୍ରାପ୍ୟ ଗୃହରକ୍ଷୀଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ କରାଯିବ। ଆଜି ଗୃହରକ୍ଷୀଙ୍କ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ଏପରି ରାୟ

କୋଭିଡ୍‍ -୧୯ ଦୃଷ୍ଟିରୁ ବର୍ଷା ଋତୁରେ ଲୋକଙ୍କୁ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ବର୍ଷା ଋତୁରେ ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ଓ ସେ ଦୃଷ୍ଟିରୁ ଲୋକମାନଙ୍କୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୋଭିଡ୍‍-୧୯ ଦୃଷ୍ଟିରୁ ବର୍ଷା ଋତୁରେ ସମସ୍ତ ସତର୍କତା ମୂଳକ

ଅପରେସନ ‘ସମୁଦ୍ର ସେତୁ’ରେ ନୌବାହିନୀର ଭୂମିକା ପ୍ରଶଂସନୀୟ : ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮ : ଅପରେସନ 'ସମୁଦ୍ର ସେତୁ'ରେ ନୌବାହିନୀର ଭୂମିକାକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଉଚ୍ଚ ପ୍ରଶଂସା କରିଛନ୍ତି। ଦେଶର ସାମୁଦ୍ରିକ ସୁରକ୍ଷାରେ ନୌବାହିନୀର ଭୂମିକା ପ୍ରଶଂସନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ

ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ : ତିନିଥର ବିଧାୟକ ହୋଇ ମଧ୍ୟ ଧାନକ୍ଷେତରେ କାମ କରୁଥିବା ବିଧାୟକଙ୍କ କାମକୁ…

ନବରଙ୍ଗପୁର/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮ : ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ମନୋହର ରନ୍ଧାରୀଙ୍କ ବିଭିନ୍ନ ସମୟରେ ଭିନ୍ନଢଙ୍ଗରେ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚିତ ରହିଛନ୍ତି । ତିନି ଥର ବିଧାୟକ ହୋଇ ମଧ୍ୟ ଏବେ ସେ ନିଜ ଚାଷ

ଜୋ ବାଇଡେନ୍ ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ‌ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮: ନଭେମ୍ବର ମାସରେ ହେବାକୁ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍‌ଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି। ରାଷ୍ଟ୍ରପତି ହେବା ନିମନ୍ତେ

‘ଜାତୀୟ ନିଯୁକ୍ତି ଏଜେନ୍ସି’ ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ : ଦେଶରେ…

କେନ୍ଦ୍ର ସରକାର ନ୍ୟାସନାଲ ରିକ୍ର‌୍ୟୁମେଣ୍ଟ ଏଜେନ୍ସି(ଏନଆରଏ)କୁ ମଞ୍ଜୁରୀ ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇ ଏହା କହିଛନ୍ତି। ଚାକିରି ପାଇଁ ପ୍ରାର୍ଥୀଙ୍କୁ ବହୁ ବାର ପରୀକ୍ଷା

ପ୍ରଥମ ଥର ପାଇଁ ଭାରତୀୟ ରେଳବାଇରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ପୁନେ ଜଙ୍କସନ ଷ୍ଟେସନରେ, ରେଳବାଇ ପ୍ଲାଟଫର୍ମ ଟିକଟର ମୂଲ୍ୟକୁ ବଢ଼ାଇ ୫୦ ଟଙ୍କା କରି ଦିଆଯାଇଛି । ଏହା ପରେ ସୋସିଆଲ ମିଡ଼ିଆରୁ ନେଇ ରାଜନୈତିକ ସ୍ତରରେ ଖୁବ ଚର୍ଚା ହୋଇଛି । ଏହା ଭିତରେ ରେଳବାଇର ପ୍ରବକ୍ତା ସଫେଇ ଦେଇ କହିଛନ୍ତି ଯେ କରୋନା

ରୁଷୀୟ ଅର୍ଥ ଲଗାଣକାରୀ ସଂସ୍ଥା ସିଇଓ ‘କିରିଲ‌ ଡିମିତ୍ରିଏଭ’ଙ୍କ ବୟାନ – “ଭାରତରେ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ଭାରତରେ କୋଭିଡ୍ ଟିକା ସ୍ପୁଟ୍‌ନିକ୍-୫ ଉତ୍ପାଦନ କରିବାକୁ ମସ୍କୋ ଆଗ୍ରହୀ ବୋଲି ରୁଷ୍‌ର ‘ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’ର ସିଇଓ କିରିଲ୍‌ ଡିମିତ୍ରିଏଭ୍ କହିଛନ୍ତି। ରୁଷୀୟ ଟିକା ବିକାଶ ନିମନ୍ତେ ଏହି ସଂସ୍ଥା ଅର୍ଥ ବିନିଯୋଗ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ସ୍ଥିତି ସମୀକ୍ଷା : ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲା ଲାଗି ସ୍ବତନ୍ତ୍ର…

ସପ୍ତାହକ ମଧ୍ୟରେ ଦୈନିକ ପରୀକ୍ଷଣ ସଂଖ୍ୟା ୫୦ହଜାରକୁ ବୃଦ୍ଧି ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୦୯୬ ପରୀକ୍ଷା ଦେଶରେ ସର୍ବାଧିକ ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: କୋଭିଡ଼-୧୯ ମୁକାବିଲା ନିମନ୍ତେ ଖୋର୍ଧା, କଟକ,
error: Content is protected !!
Open chat