Browsing Category
Odisha
ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ ମହାନ୍ତିଙ୍କ ନିର୍ଦେଶ : ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲରେ ଆରମ୍ଭ ହେଲା ଅଗ୍ନି…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ଗୁଜୁରାଟର ଅହମ୍ମଦାବାଦ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନ ଚାଲିଯିବା ପରେ ଆମ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା । ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ଅଗ୍ନି!-->…
ଓଡ଼ିଶା ରାଜ୍ୟ ପ୍ରଶାସନିକ ଅଧିକାରୀ (ଓ.ଏ.ଏସ) ସ୍ତରରେ ଛୋଟ ଧରଣର ଅଦଳବଦଳ : ୨ ଅଫିସରଙ୍କ ବଦଳି ବାତିଲ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ଓଡ଼ିଶା ରାଜ୍ୟ ପ୍ରଶାସନିକ ଅଧିକାରୀ (ଓ.ଏ.ଏସ) ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି ଏବଂ ୨ ଜଣ ଓ.ଏ.ଏସ ଅଧିକାରୀଙ୍କ ବଦଳି ବାତିଲ ହୋଇଛି । ମିିିିିିିିିିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଡିଆରଡିଏ ପିଡି ରାମଚନ୍ଦ୍ର ଜେନାଙ୍କୁ ଦେବଗଡ଼!-->…
ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ନୂତନ ସିଏଜି : କାଲି ଦେଇଥିଲେ ଜମ୍ମୁ-କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ପଦବୀରୁ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ କାର୍ଯରତ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ସିଏଜି / CAG (Comptroller and Auditor General) ଘୋଷିତ କରାଯାଇଛି। ଯେଉଁ ଦିନ ସରକାର ତାଙ୍କୁ ସିଏଜି ଭାବରେ!-->…
କରୋନା ପରେ ପୁଣି ଆଉ ଏକ ନୂଆ ଚାଇନା ଭାଇରସ କାୟା ମେଲେଇଲାଣି : ଚୀନରେ ୭ ମୃତ, ୬୦ ଅସୁସ୍ଥ – ପୋକ କାମୁଡିବା…
ନୂଆଦିଲ୍ଲୀ/ବେଜିଂ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮: କରୋନା ପରେ ପୁଣି ଆଉ ଏକ ନୂଆ ଚାଇନା ଭାଇରସ କାୟା ମେଲେଇଲାଣି। ଚୀନରେ ଏହି ଭାଇରସ୍ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ ଜଣ ଲୋକ ଅସୁସ୍ଥ ଅଛନ୍ତି । ଗ୍ଲୋବାଲ ଟାଇମ୍ସ ଖବର ଅନୁଯାୟୀ ପୂର୍ବ ଚୀନ୍ର!-->…
ଗାଈଠାରୁ ଟ୍ରାକ୍ଟର ଜରିଆରେ କ୍ଷୀର ବାହାର କରାଯାଉଥିବା ଭାଇରାଲ ଭିଡିଓ : ଆଶ୍ଚର୍ଯ୍ୟ ଚକିତ ହେଲେ ବ୍ୟବସାୟୀ ଆନନ୍ଦ…
ବାଙ୍ଗାଲୁରୁ/ମୁମ୍ବଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ମଜାଦାର ଭିଡିଓ ଶେୟାର କରିଥାନ୍ତି। ନିକଟରେ ଟ୍ରାକ୍ଟର ଜରିଆରେ ଗାଈଠାରୁ କ୍ଷୀର ବାହାର କରୁଥିବା ଫଟୋ ଶେୟାର କରିଛନ୍ତି। ଏବେ ଏହି ଭିଡିଓଟି ବେଶ୍ ଭାଇରାଲ!-->…
ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା : ଆଦିତ୍ୟ ଠାକରେଙ୍କ ମନ୍ତବ୍ୟକୁ ନେଇ ପାଲଟା ଆକ୍ରମଣ କଲେ କଙ୍ଗନା ରାଣାଓ୍ବତ
ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ନିଜ ବିରୋଧରେ ଆସିଥିବା ଅଭିଯୋଗର ଜବାବରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ମାମଲାରେ ସଡ଼କଛାପ ରାଜନୀତି ଚାଲିଛି। ଏହି ମାମଲା ମାଧ୍ୟମରେ ପରିବାର!-->…
ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : ଜମ୍ମୁ-କାଶ୍ମୀର : ବୈଷ୍ଣୋ ଦେବୀ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏବେ ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଜମ୍ମୁ-କାଶ୍ମୀର ପ୍ରଶାସନ ଦୀର୍ଘ ସମୟ ଧରି ବନ୍ଦ ରଖିଥିବା ଧାର୍ମିକସ୍ଥଳକୁ ଆସନ୍ତା ଅଗଷ୍ଟ!-->…
ଶ୍ରଦ୍ଧାଳୁଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନେଇ ଚାଲିଛି ବିଚାର-ବିମର୍ଷ : କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ଭକ୍ତଙ୍କ…
ଶ୍ରୀମନ୍ଦିର ପରିଚାଳନା କମିଟି ନିକଟରେ ପ୍ରସ୍ତାବ : ପରବର୍ତ୍ତି କାର୍ଯ୍ୟକାରିଣୀ ବୈଠକରେ ମିଳିପାରେ ମଞ୍ଜୁରୀ,
ମହାପ୍ରଭୁଙ୍କ ଦର୍ଶନ ଲାଗି ଅନଲାଇନ୍ ପଞ୍ଜିକରଣ ପ୍ରସ୍ତାବ।
ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଲାଗି କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ଭକ୍ତଙ୍କ ପାଇଁ ପ୍ରମାଣପତ୍ର ଦାଖଲ!-->…
‘ମନିଟାରି ପଲିସି କମିଟି’ ବୈଠକ ପରେ ଆର୍ବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ ସୂଚନା : ନକାରାତ୍ମକ ରହିବ ଜିଡିପି
ଆର୍ବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ ସୂଚନା;
୪%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍
କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ୍ ରହିବ
ନୂଆଦିଲ୍ଲୀ / ମୁମ୍ବଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : କରୋନା!-->!-->!-->…
ନାରୀ ଶକ୍ତି ହାତରେ କାଶ୍ମୀରର ସୁରକ୍ଷା ଭାର : ଏଲଓସିରେ ପ୍ରଥମ ଥର ନିୟୋଜିତ ହୋଇଛନ୍ତି ମହିଳା ସୈନିକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଶତ୍ରୁ ଛାତିରେ ତାଣ୍ଡବ କରିବେ ନାରୀଶକ୍ତି । ପରାକ୍ରମୀ ମହିଳା ଯବାନଙ୍କ ହାତରେ ଦେଶର ସୁରକ୍ଷା କମାଣ । ଏଲଓସିରେ ପ୍ରଥମ ଥର ପାଇଁ ମୁତୟନ ହେଲେ ମହିଳା ଯବାନ । କାଶ୍ମୀରକୁ!-->…