Browsing Category
Odisha
ସ୍କୁଲ ମିଶ୍ରଣ ପ୍ରସଙ୍ଗ, ଏପ୍ରିଲ ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ ନେଇ ଗତ କିଛି ମାସ ହେବ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଜି ହାଇକୋର୍ଟ ଏଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଛନ୍ତି। ରାଜ୍ୟ ସରକାର ଏ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ଅର୍ଥାତ!-->…
ମେ ମାସ ପର୍ଯ୍ୟନ୍ତ ରହିବ କରୋନାର ଦ୍ୱିତୀୟ ଲହର
ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହର ପ୍ରଭାବ ମେ ମାସ ଶେଷପର୍ଯ୍ୟନ୍ତ ଲାଗି ରହିପାରେ। ଏହି ସମୟ ମଧ୍ୟରେ ଦେଶରେ ପ୍ରାୟ ୨୫ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି। ଏଭଳି ଆଶଙ୍କା ପ୍ରକଟ କରି ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ।!-->…
ପିପିଲି ଉପନିର୍ବାଚନ ଲାଗି ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କଲା ବିଜୁ ଜନତା ଦଳ
ଭୁବନେଶ୍ବର: ପିପିଲି ଉପ-ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ନାମ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ଯଦିଓ ରାଜନୈତିକ ମହଲରେ!-->…
ବାଂଲାଦେଶ ମୁକ୍ତି ସଂଗ୍ରାମ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଢ଼ାକାରେ ବାଂଲାଦେଶ ମୁକ୍ତି ସଂଗ୍ରାମ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ବାଂଲାଦେଶକୁ ଦୁଇଦିନ ଗସ୍ତରେ ଯାଇ ଢ଼ାକାର ହଜରତ ସହ-ଜଲ୍ଲାଲ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀ ମୋଦୀ ସେଠାରୁ ସିଧା ଜାତୀୟ ସହିଦ ସ୍ମାରକୀ!-->…
ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ୧୫ ପ୍ରତିଶତ ସଂରକ୍ଷଣ ସଂକଳ୍ପ ପାରିତ
ଭୁବନେଶ୍ବର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ଆଣିଛନ୍ତି ରାଜ୍ୟ ସରକାର। ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ ସଂକଳ୍ପ!-->…
ଶ୍ରୀମନ୍ଦିରର ବିକାଶ ପାଇଁ ଏକ ଲକ୍ଷ ଟଙ୍କା ସମର୍ପଣ ନିଧି ଆକାରରେ ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି
ପୁରୀ – ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ଦେଶର ପ୍ରଥମ ମହିଳା ଶ୍ରୀମତି ସବିତା କୋବିନ୍ଦ ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ଶ୍ରୀମନ୍ଦିରର ବିକାଶ ପାଇଁ ଆଗେଇ ଆସିବାକୁ!-->…
ଜଙ୍ଗଲ ନିଆଁକୁ ପ୍ରଶମିତ ଓ ହ୍ରାସ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି: ଫରେଷ୍ଟ ଫାୟାର୍ ଟାସ୍କ୍ ଫୋର୍ସ
ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ଥିବା ନେଇ ଫାୟାର୍ ଟାସ୍କ ଫୋର୍ସଙ୍କ ସୂଚନା। ଜଙ୍ଗଲ ନିଆଁକୁ ହ୍ରାସ ପାଇଁ ସମସ୍ତ ପ୍ରକାର ସରକାରୀ ପ୍ରଚେଷ୍ଟା କରାଯାଉଛି। କ୍ଷେତ୍ର କର୍ମଚାରୀ, ଓଡ୍ରାଫ୍, ପିଆର୍ଆଇ, ସ୍ଥାନୀୟ ଲୋକେ ଚେଷ୍ଟା କରୁଛନ୍ତି। ସ୍ବଳ୍ପ ବର୍ଷା ସତ୍ତ୍ବେ ଅତ୍ୟଧିକ ଗ୍ରୀଷ୍ମ!-->…
ଆସନ୍ତାକାଲି ଆସିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ତା କଡାକଡି
ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଶନିବାର ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ। ୨୧ ତାରିଖ (ରବିବାର)ରେ ରାଷ୍ଟ୍ରପତି ରାଉରକେଲା ଯାଇ ଏନଆଇଟିର ସମାବର୍ତ୍ତନ!-->…
୧୧୨ ଡାଏଲ କରି ପାଆନ୍ତୁ ତିନିଟି ଜରୁରୀ ସେବା
ଭୁବନେଶ୍ବର: ଏଣିକି ପୁଲିସ, ଦମକଳ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ୧୧୨ ଜାରି କରାଯାଇଛି । ସାରା ରାଜ୍ୟ ପାଇଁ ଏବେ କାମ କରିବା ଏହି ନମ୍ବର । ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।ଏଣିକି ଲୋକମାନେ ଆବଶ୍ୟକ ପଡ଼ିଲେ ଗୋଟିଏ ନମ୍ବର!-->…
ବିଜେପି ବିଧାୟକଙ୍କ ଧାରଣାସ୍ଥଳକୁ ଆସିଲେ ମୁଖ୍ୟମନ୍ତ୍ରୀ: ଆଲୋଚନା ପାଇଁ ନବୀନ ନିବାସ ଭିତରକୁ କାଡିଲେ, କହିଲେ ସମସ୍ୟା…
ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରହୀଙ୍କ ସାନିଟାଇଜର୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରଠାରୁ ୬ ଦିନ ହେଲା ବିଧାନସଭା ଅଚଳାବସ୍ଥା ଲାଗି ରହିଛି। ଏହାକୁ ନେଇ ଶାସକ ଦଳ ବିଜେଡି ସମେତ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୀତି ଜୋର ଧରିଛି। ବିଜେପି!-->…