Browsing Category
Odisha
ରାଜଗାଙ୍ଗପୁର: ଝଗରପୁର, DISIR ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୧୪/୧୦ : ରାଜଗାଙ୍ଗପୁର, ଝଗରପୁରସ୍ଥ DISIR ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୭.୩୦ ଘଟିକା ସମୟରେ ଲିପଲୋଇ ପାନପଡାର ବାସିନ୍ଦା ବିଶ୍ଵଜିତ ତ୍ରିପାଠୀ ରାଉରକେଲାରୁ ଏକ!-->…
କୁପାରୀ: ଶାରୀଶୁଆ ପାହାଡ଼ ନିକଟସ୍ଥ କପିଳଝର ବନ୍ଧ-ନଟା ଜଳପ୍ରପାତରୁ ପଥର ଖସି ଛାତ୍ରର ମୃତ
ଖଇରା,(ଅନିଲ କୁମାର ପଣ୍ଡା/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: ଜଳପ୍ରପାତରୁ ପଥର ଖସି ଛାତ୍ରର ମୃତ୍ୟୁ ! ! ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖଇରା ଥାନା କୁପାରୀ ଶାରୀଶୁଆ ପାହାଡ଼ରେ ଥିବା କପିଳଝର ବନ୍ଧ ନଟା ଜଳପ୍ରପାତରେ। ଘଟଣାରୁ ପ୍ରକାଶ ଖଇରା ବ୍ଲକ ଅଧିନ ଅନ୍ତରା ଗ୍ରାମର କିଶୋର ଶୁକ୍ଳଙ୍କ!-->…
ସାଲେପୁର ବ୍ଲକ ମିର୍ଜାପୁର ଅନ୍ତର୍ଗତ ଛୋଟିପଡାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସଂପୂର୍ଣ୍ଣ ଜଳିଗଲା
ସାଲେପୁର,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: ସାଲେପୁର ବ୍ଲକ ମିର୍ଜାପୁର ପଂଚାୟତ ଅନ୍ତର୍ଗତ ଛୋଟିପଡା ଗ୍ରାମରେ ଗତ ଶନିବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସତ୍ୟାନନ୍ଦ ନାୟକଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ଜଳିଯାଇଅଛି । ଖବର ପାଇ ସାଲେପୁର ଅଗ୍ନିସମ!-->…
ବଳଦେବଜୀଉ ସେବା ସମବାୟ ସମିତି, ନିଶ୍ଚିନ୍ତକୋଇଲିରେ ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ସ୍ଥାନୀୟ ଚାଷୀ
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: କଟକ କେନ୍ଦ୍ରସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ଅଧିନସ୍ଥ ବଳଦେବଜୀଉ ସେବା ସମବାୟ ସମିତିରେ ଦୁର୍ନିତି ନେଇ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ଚାଷୀଙ୍କ ଅଭିଯୋଗ!-->…
କୁଆଁପାଳ: ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟରତ ଅବସ୍ଥାରେ ପରଲୋକ
ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ଅଗ୍ନିଶମ ବିଭାଗର କର୍ମଚାରୀ (ଏଫଏମ ୧୨୬୪) ସୁବୋଧ ମହାନ୍ତି(୫୭)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଗତକାଲି ଅଫିସରେ କାର୍ଯ୍ୟରତ ଥିବାବେଳେ ଅପରାହ୍ନରେ ସେ ଛାତିରେ ଯନ୍ତ୍ରଣା ଅନୁଭବ!-->…
ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ ବିଚ’ ମାନ୍ୟତା: ସନ୍ତୋଷ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ –…
ଭୁବନେଶ୍ୱର/ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦ : ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରିଛି ଅନ୍ତର୍ଜାତୀୟ ସଂସ୍ଥା । ଡେ଼ନମାର୍କର ଏକ ସଂସ୍ଥା ପକ୍ଷରୁ ଏହି ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରିଣୀ ଖୁଂଟି ଠାରୁ ମେ ଫେୟାର ହୋଟେଲ!-->…
ରାଜଗାଙ୍ଗପୁର ସହରରେ ବେଆଇନ ସସ୍ କାରଖାନାରେ ପୋଲିସର ଚଢ଼ାଉ: ଘଟଣାସ୍ଥଳରୁ ଅପମିଶ୍ରିତ ସସ୍ ଓ ସସ୍ ତିଆରି ସାମଗ୍ରୀ ଜବତ
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୧୧/୧୦ : ବଜାରରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀରେ ରହୁଛି ବିଷ ! ! ବିନା ଲଙ୍କା ଓ ଟମାଟୋ ଏବଂ ଏକ୍ସପାରି ଏସେନ୍ସରେ ପ୍ରସ୍ତୁତ ହେଉଛି ଟମାଟୋ ଓ ଚିଲି ସସ୍ । ରାଜଗାଙ୍ଗପୁର ସହରରେ ବେଆଇନ ଭାବେ ଚାଲିଛି ସସ୍ ତିଆରି!-->…
ନାବାଳିକା ଅପହରଣକାରୀ ଫେରାର ଅଭିଯୁକ୍ତକୁ ଗିରଫ କରିବା ସହ ଚାନ୍ଦବାଲି ଥାନା ଆଇ.ଆଇ.ସିଙ୍କ ନିଲମ୍ବନ ଦାବି କରି ବିଜେପି…
ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଫେରାର ଅଭିଯୁକ୍ତକୁ ପୋଲିସ ଏ ପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇପାରିନାହିଁ।!-->…
ସମସ୍ୟାରେ ବରଦିଆ ଗ୍ରାମବାସୀ : ଗାଁକୁ ହୋଇପାରୁନି ରାସ୍ତା, ମିଳୁନି ପାନୀୟ ଜଳ ସୁବିଧା ! !
ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ମାହାଙ୍ଗା ବ୍ଲକ ଅନ୍ତର୍ଗତ ଚାହାପଡା ପଞ୍ଚାୟତ ବରଦିଆ ଗ୍ରାମର ଗ୍ରାମବାସୀମାନେ ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶଯେ ଏହି ଗ୍ରାମରେ ୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା!-->…
କୋଲଣପୁର ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଗଛକଟାକୁ ସାଧାରଣରେ ଅସନ୍ତୋଷ
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ପଂଚାୟତରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଥିଲା ବେଳେ ଗୃହ ନିର୍ମାଣ ପାଇଁ ଏକ ବଡ ବରଗଛକୁ କଟାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି!-->…