Browsing Category
Political
କୋଭିଡ-୧୯ ସତ୍ତ୍ବେ ଦେଶରେ ଅର୍ଥନୈତିକ ସୁଧାର ପରିଲକ୍ଷିତ ହୋଇଛି : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : କୋଭିଡ-୧୯ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପରେ ଉତ୍ଥାନ ପତନ ସତ୍ତ୍ବେ ଅର୍ଥନୈତିକ ସୁଧାର ଘଟୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଭାରତୀୟ ଶିଳ୍ପ ବଣିକ ମହାସଂଘ (ଫିକି)ର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍ଘାଟନୀ ଅଭିଭାଷଣ!-->…
କୃଷି ଆଇନ ପ୍ରତ୍ୟାହାର ନହେଲେ ୧୪ରେ ଆମରଣ ଅନଶନ କରିବେ କୃଷକ ନେତା
ନୂଆଦିଲ୍ଲୀ : କୃଷକ ୟୁନିୟନଗୁଡ଼ିକ ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛନ୍ତି । ନୂଆ କୃଷି ଆଇନ ପ୍ରତ୍ୟାହାର ନହେଲେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଦେଶବ୍ୟାପି ଧର୍ମଘଟବେଳେ କୃଷକନେତାମାନେ ଆମରଣ ଅନଶନ କରିବେ ବୋଲି ୟୁନିୟନର ନେତାମାନେ ଚେତାବନୀ!-->…
ନଡ୍ଡାଙ୍କ ଉପରେ ଆକ୍ରମଣ ମାମଲା : ପଶ୍ଚିମବଙ୍ଗର ୩ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡକାଇଲା ଗୃହ…
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଜଟିଳ ସ୍ତରକୁ ଚାଲିଯାଇଛି । ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମନ କରିଥିଲେ ମଧ୍ୟ ସେମାନେ ଦିଲ୍ଲୀ ଯିବାକୁ ମନା କରିବା ପରେ କେନ୍ଦ୍ର ନିଜର ପରବର୍ତ୍ତୀ!-->…
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ! ୬୫ ବର୍ଷରୁ ଅଧିକ ବୟସ୍କ ଏବଂ ପିଲାଙ୍କୁ ନଆସିବାକୁ କରାଯିବ ଅନୁରୋଧ
ଜାନୁଆରି ୧ ଓ ୨ ତାରିଖ ଦୁଇ ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ ୧୨।୧୨ : ଖୋଲିବ ଶ୍ରୀମନ୍ଦିର । ଶ୍ରୀ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯିବ। ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କଠାରୁ ଅନୁମତି ମିଳିବା ପରେ ଶ୍ରୀମନ୍ଦିର ଖୋଲାଯିବ।!-->!-->!-->…
ପୁଣି ଚର୍ଚ୍ଚାରେ ନୟାଗଡ଼: ଗାଁ ଦାଣ୍ଡରୁ ଆଉ ଜଣେ ଶିଶୁ କନ୍ୟା ନିଖୋଜ
ନୟାଗଡ : ନୟାଗଡର ବହୁ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀର ମୃତ୍ୟୁ ରହସ୍ୟ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ଥିବା ବେଳେ ପୁଣି ନୟାଗଡରେ ଘଟିଛି ଏହାର ପୁନରାବୃତ୍ତି। ପରୀକୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା ତାହାର ତଦନ୍ତ ଚାଲିଥିବା ବେଳେ ନୟାଗଡରୁ ଆଉ ଏକ ଶିଶୁ କନ୍ୟା ନିଖୋଜ ଘଟଣା!-->…
ସାଧାରଣତନ୍ତ୍ର ଦିବସରେ ଉତ୍ତର ପ୍ରଦେଶ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶନ ହେବ ଅଯୋଧ୍ୟାର ରାମ ମନ୍ଦିର
ଲକ୍ଷ୍ନୌ: ନୂଆଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍ରେ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ସମେତ ସେଠାକାର ସଂସ୍କୃତି, ପ୍ରଥା ଏବଂ କଳାକୃତି ପ୍ରଦର୍ଶନ କରାଯିବ।
ରାଜ୍ୟ ସରକାରଙ୍କ ବିବୃତି ଅନୁସାରେ, ୨୦୨୧ ପ୍ରଜ୍ଞାପନ ମେଢ଼ର ଶୀର୍ଷକ!-->!-->!-->…
ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ ବିଜେଡି, ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି: ଡି.…
ଭୁବନେଶ୍ବର : ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାର ଓ ବିଜେଡି ଉପରେ ବର୍ଷିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ଆଜି ଗସ୍ତର ଶେଷ ଦିନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ!-->…
ପ୍ରଦୀପଙ୍କ ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ
ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରୁଜୁ ହୋଇଥିବା ଦୁର୍ନୀତି ମାମଲାକୁ ଲୋକାୟୁକ୍ତ ଆଜି ଭିଜିଲାନ୍ସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି| ଦୁର୍ନୀତି ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି | ଗତ ୭!-->…
ରାଜସ୍ଥାନରେ ପୁଣି ଗେହଲଟଙ୍କୁ ଘାରିଲାଣି ସରକାର ଭାଙ୍ଗିବା ଭୟ, ସମର୍ଥନରୁ ଓହରିଲେ ୨ BTP ବିଧାୟକ
ରାଜସ୍ଥାନ: ପଞ୍ଚାୟତ ନିର୍ବଚନରେ ରାଜ୍ୟରେ ବିଜେପି ଠାରୁ ବହୁ ପଛରେ ପଡିଯାଇଛି କଂଗ୍ରେସ ଦଳ । ରାଜ୍ୟରେ କଂଗ୍ରେସ ସରକାର ରହିଥିଲେ ମଧ୍ୟ ବିରୋଧି ବିଜେପି ପଞ୍ଚାୟତ ନିର୍ବାଚନରେ ନିଜକୁ ଶକ୍ତିଶାଳି ପ୍ରମାଣିତ କରିଛି । ଫଳାଫଳ ପାଇଁ କ୍ଷମତାଶିନ ଅଶୋକ ଗେହଲଟ ସରକାରଙ୍କ ଆଗରେ ଏବେ ଏକ ସଙ୍କଟ!-->…
ସରକାରଙ୍କୁ ଆନ୍ନା ହଜାରେଙ୍କ ଚେତାବନୀ, ଚାଷୀଙ୍କ ଦାବି ପୂରଣ ନହେଲେ ହେବ ଜନ ଆନ୍ଦୋଳନ
ସମାଜସେବୀ ଆନ୍ନା ହାଜାରେ ଆନ୍ଦୋଳନକାରୀ କୃଷକଙ୍କୁ ସମର୍ଥନ କରିଛନ୍ତି।ସେ କହିଛନ୍ତି ଯେ ଯଦି ଚାଷୀଙ୍କ ଦାବି ପୂରଣ ନହୁଏ ତେବେ ସେ ଚାଷୀଙ୍କ ସମର୍ଥନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କରିବେ। ୮୩ ବର୍ଷିୟ ଆନ୍ନା ହାଜାରେ କହିଛନ୍ତି, ‘ଲୋକପାଲ ଆନ୍ଦୋଳନ ତତ୍କାଳୀନ!-->…
