Browsing Category
Regional
କରୋନା କବଳରେ ପ୍ରମୁଖ ସରକାରୀ ଅଫିସ : ଲୋକସେବା ଭବନ ସମେତ ୩ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ପ୍ରବେଶ ମନା
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହା ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲୋକାସେବା ଭବନ , ଖାରବେଳ ଭବନ , କୃଷି ଭବନ ଓ ରାଜୀବ ଭବନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ତେଣୁ ଆସନ୍ତା ୩୧!-->…
ଭୁବନେଶ୍ୱରରେ ସ୍ଥିତି ବିଗିଡିବାରେ ଲାଗିଛି। ବସ୍ତି ଅଂଚଳର ବଢ଼ୁଛି କରୋନା ।
କଳିଙ୍ଗଜ୍ୟୋତି ଭୁବନେଶ୍ୱର ୦୨/୦୭ : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ବସ୍ତି ଅଂଚଳର ବଢ଼ୁଛି କରୋନା । ପ୍ରତ୍ୟକ ଦିନ ନୂଆ ନୂଆ ବସ୍ତିରୁ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ବୁଧବାର ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ଥିବା ତାଲିକାରେ ଯୋଡି!-->!-->!-->…
ରାଜଧାନୀରେ ବରିଷ୍ଠ ନେତାଙ୍କ ପରିବାରରୁ ୭ କରୋନା ପଜିଟିଭ !
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୨/୦୭: ରାଜଧାନୀର ଜଣେ ବରିଷ୍ଠ ନେତାଙ୍କ ପରିବାରରୁ ୭ କରୋନା ଆକ୍ରାନ୍ତ ବାହାରିଛନ୍ତି । ଏଥିସହ ଆଜି ରାଜଧାନୀରୁ ଆଉ ୧୧ ନୂଆ ପଜିଟିଭ୍ ବାହାରିବେ ବୋଲି ସୂଚନା ମିଳିଛି । ବୁଧବାର ୧୨ ପଜିଟିଭ୍ ବାହାରିଥିଲେ। ଦୁଇ ଦିନରେ ୨୨ରୁ ଅଧିକ ଆକ୍ରାନ୍ତ!-->!-->!-->…
ଆଜି ମହାପ୍ରଭୁଙ୍କ ସୁନାବେଶ – ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୦୨/୦୭ : ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଆଜି ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।
ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ରଥ ଉପରେ ଦର୍ଶନ!-->!-->!-->!-->!-->…
ନିଖୋଜ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ
ରାଉରକେଲା / ଅନୁଗୁଳ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : କିଛି ଦିନର ଲୁଚକାଳି ପରେ, ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ!-->…
ଲଜ୍ଜା : ବୀରମିତ୍ରପୁର ଅଞ୍ଚଳରେ ପୁଣି ନାବାଳିକାଙ୍କୁ ଅସଦାଚରଣ
ବୀରମିତ୍ରପୁର / ରାଉରକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେଇଟାଦିନ ପୁରି ନ ଥିବା ବେଳେ ପୁଣି ସେହି ଥାନା ଅନ୍ତର୍ଗତ ଡି.ଦାସ ଦଫେଇରେ ଆଉ ଏକ!-->…
ଚାଇନା ଆପରେ ପ୍ରତିବନ୍ଧକ ଲାଗିବା ପରେ ପ୍ରଧାନମନ୍ତ୍ରୀ ନିଜର ‘ୱାଇବୋ’ ଆକାଉଣ୍ଟ ହଟାଇଲେ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭାରତରେ ‘ୱାଇବୋ’ ଆପ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବା ପରେ ନିଜର ଆକାଉଣ୍ଟ ହଟାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ କରିଥିବା ଆକ୍ରମଣର ଜବାବ ଦେବା ପାଇଁ ଭାରତ ଗୋଟେ ପରେ ଗୋଟେ ପଦକ୍ଷେପ ନେବା ଆରମ୍ଭ କରିଛି!-->…
ବିଜେଡିରେ ବଡ଼ ପରିବର୍ତ୍ତନ : ସୁପ୍ରିମୋ ଘୋଷଣା କଲେ ସାଙ୍ଗଠନିକ ନବକଳେବର
ଭୁବନେଶ୍ୱର : ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସୁପ୍ରିମୋ । ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜେଡି ସୁପ୍ରିମୋ ଆଠଜଣ ବରିଷ୍ଠ ଉପସଭାପତି ଓ ପ୍ରଥମ ଥର ପାଇଁ ୯ଜଣ!-->…
ଭିସୁଟ୍, ବୁର୍ଲା ଜୁଲାଇ ୩ ଯାଏଁ ସଟ୍ ଡାଉନ୍ : ଅଧ୍ୟାପିକା କୋଭିଡ୍ ପଜିଟିଭ୍ !
ସମ୍ବଲପୁର, (କଳିଙ୍ଗ ଜ୍ୟୋତି), ୧।୭ : ଆସନ୍ତା ୩ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ । ପ୍ରଥମେ ଅଧ୍ୟାପିକାଙ୍କ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଅଧ୍ୟାପିକାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ!-->…
ସାଇବର ହ୍ୟାକରର୍ସ ଙ୍କ ଟାର୍ଗେଟରେ ‘ଗୁଗଲ କ୍ରୋମ’ : ସତର୍କ କଲା ସାଇବର ସୁରକ୍ଷା ଏଜେନ୍ସି
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : 'ଗୁଗଲ କ୍ରୋମ' ଉପରେ ଆକ୍ରମଣ କରିପାରନ୍ତି ହ୍ୟାକର, ସତର୍କ ରହିବା ପାଇଁ କହିଲା ସାଇବର ସୁରକ୍ଷା ଏଜେନ୍ସି । କମ୍ପାନୀ କହିଛି ଯେ, ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିବା ଜାଣି ୧୦୦ରୁ ଅଧିକ ଭୁଲ ଏକ୍ସଟେନ୍ସନ୍ ହଟାଇ!-->…
