Browsing Category
Regional
କଟକ – ଚାନ୍ଦବାଲି ରାଜପଥରେ ବିଭାଗୀୟ ଅବହେଳାର ଚିତ୍ର: ରିସୋ ଆପ୍ରୋଜ୍ ରୋଡ ନିର୍ମାଣ ନହେବାରୁ ଜନଅସନ୍ତୋଷ…
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦: କଟକ - ଚାନ୍ଦବାଲି ମୁଖ୍ୟ ରାସ୍ତାରୁ ନିଶ୍ଚିନ୍ତକୋଇଲି ତହସିଲ ଛକରୁ କେନ୍ଦୁପାଟଣା ପଂଚାୟତ ରିସୋ ଗ୍ରାମ ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପିଡବ୍ଲୁ ଡି ରାସ୍ତାଠାରୁ ନଟରା ପର୍ଯ୍ୟନ୍ତ ନିର୍ମାଣ!-->…
ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଦୁଇ ମହିଳା କମାଣ୍ଡୋ ଉଦ୍ଧାର କଲେ ଲ୍ୟାଣ୍ଡମାଇନ – ପଣ୍ଡ କଲେ ମାଓ…
ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରି ସାଉଁଟିଛନ୍ତି ପ୍ରଶଂସା । କୁମ୍ବିଂ ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ର ଟେଲମ ଓ ଟେଟମକୁ ସଂଯୋଗ କରୁଥିବା!-->…
କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିଆର ଜ୍ଵଳନ୍ତ ଉଦାହରଣ: ଦିବ୍ୟାଙ୍ଗଙ୍କ ପାଇଁ…
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କ ନିମନ୍ତେ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବିଡମ୍ବନାର ବିଷୟ କଟକ ଜିଲ୍ଳା!-->…
ସୁନ୍ଦରଗଡ ଜିଲ୍ଲାର ୩୦ରୁ ଅଧିକ ହୋଟେଲ, ଡାକ୍ତରଖାନା ବର୍ଜ୍ୟବସ୍ତୁ ପାଣି ପରିଚାଳନା ନକରି ସିଧା ଛାଡୁଛନ୍ତି…
ପ୍ରଦୁଷଣ ବୋର୍ଡ ଅଧିକାରୀ କହୁଛନ୍ତିି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ କମିଶନର କରୁଛନ୍ତି କଣ ? ଅଭିଯୋଗ ନକଲେ ଆମେ କିଛି କରିପାରିବୁ ନାହିଁ ! !
ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ସୁନ୍ଦରଗଡ ଜିଲ୍ଲାରେ ଥିବା ୩୦ରୁ ଅଧିକ ହୋଟେଲ,ଡାକ୍ତରଖାନା ଗୁଡିକ!-->!-->!-->…
‘କ୍ୟାଟ୍ ଫିସ୍’: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ବିରଳ ପ୍ରଜାତିର ବିଶେଷ ମାଛ
ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ବିରଳ ପ୍ରଜାତିର ମାଛ ‘କ୍ୟାଟ୍ ଫିସ୍’ ଦେଖିବାକୁ ମିଳିଛି। ଦେଖିବାକୁ ସୁନ୍ଦର ହେଲେ ମଧ୍ୟ, ଏହି ମାଛଟି ମାଂସାହାରୀ ଓ ଉତ୍କଟ ବିଷଯୁକ୍ତ। ପରିବେଶ ଓ ଜୈବ ବିବିଧତା ପାଇଁ ଏହି!-->…
ଭଦ୍ରକ ଜିଲ୍ଲା ଆରଡ଼ି: ଡାକ୍ତର କରୋନା ଆକ୍ରାନ୍ତ !! ସ୍ୱାସ୍ଥ୍ୟ କେନ୍ଦ୍ରକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା
ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୧୦: ଭଦ୍ରକ ଜିଲ୍ଲା ଆଖମଣ୍ଡଳମଣୀ ପୀଠସ୍ଥ ଆରଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସନ୍ତା ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି ।
ପ୍ରାପ୍ତ ସୂଚନା!-->!-->!-->!-->!-->…
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ: ପୋଲିସ ଜାଣିଶୁଣି ଫେରାର କରିଥିବା ଅଭିଯୋଗ ! !
ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ ! ! ଏକ ନାବାଳିକା ଅପହରଣ ମାମଲାରେ ଚାନ୍ଦବାଲି ପୋଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତ ଗତକାଲି ବିଳମ୍ବିତ ରାତିରେ ଥାନାର ପଛପଟ ଝରକା ତାଡି!-->…
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ ସହ…
ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୧୦: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ କେନ୍ଦ୍ର ସରକାରଙ୍କ କୃଷିବିଲକୁ ବିରୋଧ କରି ଆଜି ଧର୍ମଗଡ଼ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବନେତା ତଥା ପିସିସି ସଭ୍ୟ ଦିଗାମ୍ବର ଦୁରିଆଙ୍କ!-->…
ରାଜଗାଙ୍ଗପୁର ସହରରେ ବିଜେଡି ପକ୍ଷରୁ ‘ଜନସଚେତନତା ଅଭିଯାନ’ର ଶୁଭାରମ୍ଭ
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୩/୧୦ : ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚଳିତ ବର୍ଷ ୨, ଅକ୍ଟୋବର ଠାରୁ ୨,!-->…
ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତଙ୍କ ପରଲୋକ
ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୧୦: ଭଦ୍ରକ ଜିଲ୍ଲା ଆରଡିସ୍ଥ ପ୍ରସିଦ୍ଧ ଶୈବପୀଠ 'ବାବା ଆଖଣ୍ଡଳମଣି'ଙ୍କ ମନ୍ଦିରର ବରିଷ୍ଠ ସେବାୟତ ଅନନ୍ତ ଚରଣ ପଣ୍ଡାଙ୍କ ୯୮ବର୍ଷ ବୟସରେ ଗତକାଲି, ଗୁରୁବାର ହୃଦଘାତରେ ପରଲୋକ ଘଟିଛି।
ସ୍ଵର୍ଗତ ଅନନ୍ତ ଚରଣ ଦୀର୍ଘ!-->!-->!-->!-->!-->…
