Browsing Category

Regional

ପତ୍ନୀ ବର୍ଷାଙ୍କ ସହ ତାଙ୍କୁ ନେଇ ଗଣମାଧ୍ୟମରେ ମନଗଢା କାହାଣୀ ସୃଷ୍ଟି ନ କରିବାକୁ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ…

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ତାଙ୍କ ପତ୍ନୀଙ୍କ ସହ ବିବାଦ ଘଟଣା ସାମନାକୁ ଆସିବା ପରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ତାଙ୍କୁ ଓ ବର୍ଷାଙ୍କୁ ନେଇ କୌଣସି ମନଗଢା କାହାଣୀ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି । ସେ ଏକ ପ୍ରେସ

ପୁରୀ ସ୍ୱର୍ଗଦ୍ୱାର ପରେ ଏବେ ମହାପ୍ରଭୁଙ୍କ ମହାପ୍ରସାଦ ଉପରେ ଲାଗିଲା କଟକଣା: ଏଣିକି ଜିଲ୍ଲା ବାହାର ଲୋକଙ୍କ ପାଇଁ…

ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ପୁରୀ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ହୋଇଛି । । କରୋନା ସଂକ୍ରମଣ ରୋକିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଜରୁରୀ ବୈଠକ କରାଯାଇ ଏଣିକି ପୁରୀଜିଲ୍ଲା ବାହାର ଲୋକଙ୍କ ପାଇଁ

ନିବେଶକଙ୍କ ଆକଳନ: ୭୦ ହଜାର ନୁହେଁ ବରଂ ଦିପାବଳୀ ସୁଦ୍ଧା ୬୦ ହଜାର ଛୁଇଁପାରେ ସୁନା ଦର ! ! ବର୍ତ୍ତମାନ ସୁନାରେ ନିବେଶ…

ନୂଆଦିଲ୍ଲୀ/ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ସୁନା ଦାମ୍ ଏବେ ୧୦ ପ୍ରତିଶତ ତଳକୁ ଖସିଆସିଛି । ତେବେ ଆକଳନ କରାଯାଉଛି କି ଦିପାବଳୀ ସୁଦ୍ଧା ସୁନା ଦାମ୍ ୬୦ ହଜାର ଟଙ୍କା ଟପିପାରେ । ତେଣୁ ଏବେ ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ଏହା ସବୁଠାରୁ ଉତ୍ତମ ସମୟ ।

‘ଫେସ୍ ମାସ୍କ ଏଟିଏମ୍, ୫ଟଙ୍କିଆ କଏନ୍ ପକାଇ ପାଇପାରିବେ ସୁତାର ମାସ୍କ

କଳିଙ୍ଗ ଜ୍ୟୋତି ବ୍ୟୁରୋ ସାହାରନପୁର ୦୭/୦୯ : କରୋନା ଭାଇରସ୍ ପାଇଁ ସାରା ବିଶ୍ବ ଆତଙ୍କିତ ହୋଇ ପଡିଛି। ସାମାଜିକ ଦୂରତ୍ବ ଏବଂ ମାସ୍କ ବ୍ୟବହାର ପାଇଁ ସରକାର ଦେଉଛନ୍ତି ପରାମର୍ଶ। କରୋନା ସଂକ୍ରମଣକୁ ଦୂର କରିବା ପାଇଁ ମାସ୍କ ଖୁବ୍ ଦରକାରୀ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର

ରାଜଗାଙ୍ଗପୁର: ବିଜୁ ଜନତା ଦଳ ଆନୁକୁଲ୍ୟରେ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ପକ୍ଷରୁ ମେଗା…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୬/୦୯ : କରୋନା ମହାମାରି ସମୟରେ ଯେପରି ରାଜ୍ୟର ରକ୍ତ ଭଣ୍ଡାରଗୁୁୁୁଡିକରେ ରକ୍ତର ଅଭାବ ନ ହୁଏ, ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରସ୍ଥ ଡାକବଙ୍ଗଳା ଠାରେ ରାଜଗାଙ୍ଗପୁର ବିଜୁ ଜନତା ଦଳ

ମୋଦି ମୋର ଭଲ ବନ୍ଧୁ, ଆମେରିକାର ଭାରତୀୟ ମାନେ ମୋତେ ହିଁ ଭୋଟ ଦେବେ : ଟ୍ରମ୍ପ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୯ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୋଦି ତାଙ୍କର ଭଲ ବନ୍ଧୁ ଏବଂ ଆମେରିକାର ଭାରତୀୟ ମାନେ ତାଙ୍କୁ ହିଁ ଭୋଟ କରିବେ ବୋଲି ଟ୍ରମ୍ପ ଶୁକ୍ରବାର ମତ ଦେଇଛନ୍ତି । ଆସନ୍ତା

ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…

ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ – ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପାଇଁ ଅନୁରୋଧ – ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲା

ହୋମ୍ ଆଇସୋଲେସନ୍ ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍‌ସି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୬/୦୯: ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଅଞ୍ଚଳରେ ଥିବା ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ଉଭୟ ହୋମ୍‌ ଓ ପେଡ୍ ଆଇସୋଲେସନ୍‌ ଉପରେ ବିଏମ୍‌ସି କଡ଼ା

୨୦୨୧ରେ ଭାରତର କିଛି ଅଞ୍ଚଳରେ ରହିବ କରୋନା ପ୍ରଭ‌ାବ: ଏମ୍ସ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୯ : ଦେଶରେ ବଢ଼ୁଥିବା କରୋନା ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଆଜି ଭାରତରେ ମୋଟ କରୋନା ସଂକ୍ରମଣ ୪୦ଲକ୍ଷ ଅତିକ୍ରମ କରିଛି। ଏଥିସହିତ ୩୧ଲକ୍ଷରୁ ଅଧିକ କରୋନା ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ରାଜଧାନୀ: ପୁଣି ଖାକିରେ ଦାଗ ! ! ଲକଡାଉନ ସମୟରେ ପୁଲିସକର୍ମୀଙ୍କ ଦ୍ୱାରା ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ !

ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି;ତଦନ୍ତ ଜାରି ରହିଛି : ଡିସିପି,ଭୁବନେଶ୍ଵର ମାମଲାରେ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୯: ଲକଡାଉନ୍ ସମୟରେ ନାବାଳିକାଙ୍କୁ ରାଜଧାନୀ ଭୁବନେଶ୍ୱରରେ ପୁଲିସ କର୍ମଚାରୀ
error: Content is protected !!
Open chat