Browsing Tag

ନିଉ୛

ବିହାର ପୋଲିସ ଅଫିସରଙ୍କୁ ଜୋର-ଜବରଦସ୍ତି କ୍ୱାରେଣ୍ଟାଇନ୍ ଘଟଣାରେ ମୁମ୍ବାଇ ମହାନଗର ନିଗମକୁ ସୁପ୍ରିମକୋର୍ଟଙ୍କ କଡା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍‌ ରଖିବାକୁ ନେଇ ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)କୁ ସର୍ବୋଚ୍ଚ କୋର୍ଟ ସମାଲୋଚନା କରିଛନ୍ତି । ଏପରି ପଦକ୍ଷେପ ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିବ ବୋଲି ସର୍ବୋଚ୍ଚ କୋର୍ଟ

Xiaomi ସ୍ମାର୍ଟଫୋନରେ ଥିବା ବ୍ରାଉଜରକୁ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଭାରତରେ କାର୍ଯ୍ୟ କରୁଥିବା ଚାଇନିଜ୍ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିନକୁ ଦିନ ବଢ଼ୁଛି। କେନ୍ଦ୍ର ସରକାର ଇତି ମଧ୍ୟରେ ଜିଆଓମି ଦ୍ୱାରା ପ୍ରସ୍ତୁତ ସ୍ମାର୍ଟଫୋନରେ ଦିଆଯାଇଥିବା ବ୍ରାଉଜରକୁ ବ୍ୟାନ କରିଛନ୍ତି। ‘ଏମ୍‌ଆଇ

ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ପାକ୍ ରେଳମନ୍ତ୍ରୀଙ୍କ ମନ୍ତବ୍ୟ – “ଭାରତ ଆଉ…

ଇସଲାମାବାଦ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଆନ୍ତର୍ଜାତିକ ମଞ୍ଚରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରି ନିରାଶ ହେଉଥିବା ପାକିସ୍ଥାନ ରାମମନ୍ଦିର ପ୍ରସଙ୍ଗରେ ଭାରତକୁ ନିଶାଣ କରିଛି । ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ହୋଇଛି

ପ୍ରଧାନମନ୍ତ୍ରୀ ପୂରଣ କଲେ ଭାରତ ବର୍ଷର ଉତ୍କଣ୍ଠା : ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ଭୂମି…

ଅଯୋଧ୍ୟା / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୮ : ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ଭୁମି ପୂଜନ

ଆଦିତ୍ୟ ମୃତ୍ୟୁ ମାମଲା, ଜେରା ହେବେ ଓଏଏସ୍‌ ଅଫିସର୍‌!

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୮: ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦୀର୍ଘ ୨୪ ଦିନ ତଦନ୍ତରେ ଜିଆରପି ଯେଉଁ ଦିଗରେ ଆଦୌ ଆଗେଇ ନଥିଲା, ସେଇ ଦିଗକୁ ଏବେ ନଜର ପକାଇଛି କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଆସିଛନ୍ତି ପ୍ରଶାସନିକ ଅଧିକାରୀ ଯାହାଙ୍କର ଆଶୀର୍ବାଦରେ

ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ, ସେନା ମୁଖ୍ୟାଳୟ ପକ୍ଷରୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୮: ଭାରତୀୟ ସେନାରେ ମହିଳା ଅଧିକାରିଣୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପତ୍ର ପାଇବା ପରେ ସେନା ମୁଖ୍ୟାଳୟ ପକ୍ଷରୁ ଏଥିନିମନ୍ତେ ମହିଳା ଅଧିକାରିଣୀମାନଙ୍କୁ ବାଛିବା ପାଇଁ ୫ଟି ସ୍ୱତନ୍ତ୍ର ଶ୍ରେଣୀର

ଲେବାନନ ରାଜଧାନୀ ବେରୁଟରେ ଭୟଙ୍କର ବିସ୍ଫୋରଣ ୭୮ ମୃତ, ୪ ହଜାରରୁ ଅଧିକ ଆହତ, ୧୦୦ ଫୁଟ ଉପରକୁ ଉଠିଗଲା ପାଣି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୮: ଲେବାନନର ରାଜଧାନୀ ବିରୁଟରେ ଶକ୍ତିଶାଳୀ ବିଷ୍ପୋରଣ ହେବା ଫଳରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ଶତାଧିକ ଗୁରୁତର ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଠାରେ ଦୁଇଟି ବିସ୍ଫୋରଣ ହୋଇଥିଲା, ଗୋଟିଏ ଛୋଟ ଏବଂ ଅନ୍ୟଟି ବହୁତ

ରାଜ୍ୟବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ : ଆସନ୍ତାକାଲି ସଂଧ୍ୟା ୬ଟାରେ କୋଭିଡ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, ଆସନ୍ତାକାଲି ବୁଧବାର, ସଂଧ୍ୟା ୬ଟାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ସମସ୍ତ ରାଜ୍ୟବାସୀ ଏକ ମିନିଟ ନୀରବ ପ୍ରାର୍ଥନା

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା : ଏଇ ମାସ ତୃତୀୟ ସପ୍ତାହ ବେଳକୁ +୨ ବିଜ୍ଞାନ ଓ ବାଣିଜ୍ୟ ଏବଂ ଅଗଷ୍ଟ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : କରୋନା ଯୋଗୁଁ ଚଳିତ ବର୍ଷ ଯୁକ୍ତ ଦୁଇ ଖାତା ଦେଖା ବିଳମ୍ବିତ ହୋଇଛି । ସେଥପାଇଁ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଛି । ହେଲେ ଖାତା ଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଗଷ୍ଟ ତୃତୀୟ ସପ୍ତାହ ବେଳକୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : କୋଭିଡ୍ ୧୯ ଲକ୍ଷଣ ଦେଖାଯିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନମୁନା ପରୀକ୍ଷଣ କରାଇଥିଲେ ଏବଂ ଆଜି କରୋନା ରିପୋର୍ଟ ପଜିଟିଭ୍ ଆସିଛି।  ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ
error: Content is protected !!
Open chat