Browsing Tag

ସଂବାଦ ଦାତା

ଦେଶରେ ପ୍ରଥମ: ଦିଲ୍ଲୀରେ ଗଡ଼ିଲା ଚାଳକ ବିହୀନ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପ୍ରଥମ କରି ରାଜଧାନୀ ନୂଆଦିଲ୍ଲୀରେ ଗଡ଼ିଛି ଚାଳକ ବିହୀନ ଟ୍ରେନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ

ଆଜି ମଧ୍ୟ ରାତ୍ରିରୁ ୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା

ମୁମ୍ବାଇ : ଆଜି ମଧ୍ୟରାତି (ରବିବାର-ସୋମବାର ରାତି ୧୨ଟା ୩୦ମିନିଟ) ଠାରୁ ଆରଟିଜିଏସ ସେବା ଦିନର ସବୁ ସମୟ ଓ ସପ୍ତାହର ସବୁଦିନ ଉପଲବ୍ଧ ହେବ ।ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ

କେନ୍ଦ୍ର-ପଶ୍ଚିମବଙ୍ଗ ଟକ୍କର, କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ୩ ଆଇପିଏସ ଅଧିକାରୀଙ୍କୁ ଛାଡିବେନି ମମତା ବାନାର୍ଜୀ

ପଶ୍ଚିମବଙ୍ଗର ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଡେପୁଟେସନରେ ପଠାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମମତା ସରକାର କହିଛନ୍ତି ଯେ ସେମାନେ ଏହି ଅଧିକାରୀମାନଙ୍କୁ ପଠାଇବେ ନାହିଁ। ଗୃହ ମନ୍ତ୍ରାଳୟ ଏ ସମ୍ପର୍କିତ ପତ୍ର ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ପାଇଥିବା ସୂଚନା

ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ସାମ୍ନାକୁ ଆସନ୍ତୁ : କ୍ରାଇମବ୍ରାଞ୍ଚ…

କଟକ: ଟାଟା ମୋଟର୍ସରେ ଚାକିରି ପାଇବା ଆଶାରେ ଓ ଠକାମିର ଶିକାର ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ସାମ୍ନାକୁ ବାହାରି ପୁଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ  ଆକାଶ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ

ପ୍ରେମ ସଂପର୍କ ଭାଙ୍ଗିବା ପରେ ଅଧିକାଂଶ ଦୁଷ୍କର୍ମ ମାମଲା ଦାଏର କରାଯାଉଛି : ଛତିଶଗଡ଼ର ମହିଳା ଆୟୋଗ ମୁଖ୍ୟ

ଭୋପାଳ: ଦେଶରେ ଅଧିକାଂଶ ଦୁଷ୍କର୍ମ ମାମଲା ପ୍ରେମ ସଂପର୍କ ଭାଙ୍ଗିବା ପରେ ହିଁ ଦାଏର କରାଯାଇଥାଏ। ଯେତେବେଳେ ପ୍ରେମ ସଂପର୍କରେ ଫାଟ ସୃଷ୍ଟି ହୁଏ ବା ଭାଙ୍ଗିଯାଏ, ସେତେବେଳେ ଅଧିକାଂଶ ମହିଳା ଦୁଷ୍କର୍ମ ମାମଲା ଦାଏର କରିଥାନ୍ତି ବୋଲି କହିଛନ୍ତି ଛତିଶଗଡ଼ର ମହିଳା ଆୟୋଗ ଅଧ୍ୟକ୍ଷା କିରଣମୟୀ

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ହେବ ନବକଳେବର

ସାକ୍ଷୀଗୋପାଳ  : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସତ୍ୟବାଦୀ ଯୁଗର ପଞ୍ଚସଖା ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ୧୯୦୯ ମସିହାରେ ପ୍ରତିଷ୍ଠିତ ଐତିହାସିକ ସତ୍ୟବାଦୀ ସତ୍ୟବାଦୀ ବନ ବିଦ୍ୟାଳୟର ପରବର୍ତ୍ତୀ

ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦେଶର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା। କିନ୍ତୁ ଖୋଦ୍‌ ସିବିଆଇ ହେପାଜତରୁ ଗାଏବ ହୋଇଯାଇଛି ୧୦୩ କିଲୋଗ୍ରାମ ଓଜନର ସୁନା। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏହିପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ସିବିଆଇ ହେପାଜତରୁ ଗାଏବ

କଟକଣା ଭିତରେ ଖୋଲିବ ଶ୍ରୀମନ୍ଦିର,ଜିଲ୍ଲା ବାହାର ଲୋକଙ୍କୁ ଦେବାକୁ ପଡ଼ିବ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ

ପୁରୀ: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। ଦୀର୍ଘ ୯ମାସ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ପରେ ତାହାକୁ ପୁନଃ ଆରମ୍ଭ କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଶନିବାର ଏ ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା

କୃଷି ଆଇନ ପ୍ରତ୍ୟାହାର ନହେଲେ ୧୪ରେ ଆମରଣ ଅନଶନ କରିବେ କୃଷକ ନେତା

ନୂଆଦିଲ୍ଲୀ : କୃଷକ ୟୁନିୟନଗୁଡ଼ିକ ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛନ୍ତି । ନୂଆ କୃଷି ଆଇନ ପ୍ରତ୍ୟାହାର ନହେଲେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଦେଶବ୍ୟାପି ଧର୍ମଘଟବେଳେ କୃଷକନେତାମାନେ ଆମରଣ ଅନଶନ କରିବେ ବୋଲି ୟୁନିୟନର ନେତାମାନେ ଚେତାବନୀ

ହାଇଦ୍ରାବାଦର ଔଷଧ ଫ୍ୟାକ୍ଟ୍ରିରେ ନିଆଁ, ୭ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର ଔଷଧ ଉତ୍ପାଦନ କେନ୍ଦ୍ରରେ ନିଆଁ। ଶନିବାର ଦିନ ହାଇଦ୍ରାବାଦସ୍ଥିତ ଔଷଧ ଉତ୍ପାଦନ କେନ୍ଦ୍ରରେ ନିଆଁ ଲାଗି ବିସ୍ଫୋରଣ ହେବା ପରେ ପ୍ରାୟ ସାତରୁ ଆଠ ଜଣ ଆହତ ହୋଇଛନ୍ତି। ହାଇଦ୍ରାବାଦର ବୋଲାରାମର ଶିଳ୍ପାଞ୍ଚଳରେ ଥିବା ବିନ୍ଧ୍ୟ ଅର୍ଗାନିକ୍ସ ପ୍ରାଇଭେଟ
error: Content is protected !!
Open chat