ଭିଟାମିନ ଡି ଅଭାବ ଚିହ୍ନଟ କରିବ ହାତ ତିଆରି ପେପର ସେନ୍ସର
ହାଇଦରାବାଦ/ବଦ୍ଦେଶ୍ୱରମ ୨୮/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭାରତରେ ବିକଶିତ ହୋଇଛି ହାତ ତିଆରି ପେପର ସେନ୍ସର। ଦେଶରେ ସ୍ନାତକ ଏବଂ ଉଚ୍ଚଶିକ୍ଷା ପାଇଁ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ କେଏଲ ଡିମ୍ଡ-ଟୁ-ବି ୟୁନିଭରସିଟି, ଏହି ଅନନ୍ୟ ହାତ ତିଆରି ପେପର ସେନ୍ସର ବିକଶିତ!-->…