୨ୟ ଲହର ଶେଷ ହୋଇନାହିଁ, ସେପ୍ଟେମ୍ବର-ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ : ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ ୨୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୪୬ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତାହାର ୫୮ ପ୍ରତିଶତ ଗୋଟିଏ ରାଜ୍ୟ କେରଳରୁ ଆସିଛି । ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ!-->…