Browsing Tag

central govt

କୋଭିଡ୍‌-୧୯ ମାମଲାଜନିତ ‘ହୋମ୍‌ ଆଇସୋଲେସନ୍’ ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ ୦୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଘରେ ଏକାନ୍ତବାସ (ହୋମ୍‌ ଆଇସୋଲେସନ୍‌) କରୁଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ନିମନ୍ତେ କେନ୍ଦ୍ର ସରକାର ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସଂଶୋଧିତ ଗାଇଡ୍‌ଲାଇସନ୍‌ ଅନୁସାରେ, ପଜିଟିଭ୍ ବାହାରିବାର ଅନ୍ୟୂନ ୭ ଦିନ ଧରି ଘରେ ରହିବା ସହ…

ଓମିକ୍ରନ ଭାରିଆଣ୍ଟ ; କେନ୍ଦ୍ର ପକ୍ଷରୁ ରାଜ୍ୟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାରା ଦେଶରେ କରୋନାର ନୂଆ ପ୍ରକରଣ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ଥାନୀୟ ସ୍ତରରେ ଆବଶ୍ୟକତା ଅନୁଯାୟୀ ପ୍ରତିବନ୍ଧକ ଲାଗୁ କରିବାକୁ କେନ୍ଦ୍ର ସମସ୍ତ…

ଅଗଷ୍ଟ ୧୫ ସୁଦ୍ଧା ଟିକାକରଣ ସାରିବାକୁ କେନ୍ଦ୍ରର ​‌ଯୋଜନା

ନୂଆଦିଲ୍ଲୀ: ଆଗାମୀ ସାଢ଼େ ୩ ମାସ ଅର୍ଥାତ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଟିକାକରଣ ଅଭିଯାନ ଶେଷ ହେବ। ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଏହି ସମୟ ମଧ୍ୟରେ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦେଶବ୍ୟାପୀ ୧୦ ଲକ୍ଷରୁ ଅଧିକ ଟିକାକରଣ କେନ୍ଦ୍ର…

ଯୌନକର୍ମୀଙ୍କ ପାଇଁ ଖୁସି ଖବର – ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ଏବଂ ରାଜ୍ୟ…

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ଯୌନ କର୍ମୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କୋଭିଡ଼-୧୯ ସମୟରେ ଯୌନକର୍ମୀମାନେ ଅଭାବ…

କଳାହାଣ୍ଡିରେ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ, ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ଜଣାଇଲେ…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କେନ୍ଦ୍ର ସରକାର କଳାହାଣ୍ଡିରେ ଏକ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କଳାହାଣ୍ଡିର ବିଜେପି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କୁ ଚିଠି…

କରୋନା ଲକ୍‌ଡାଉନ୍‌ ପାଇଁଁ ବେକାରି ହାର ଚିନ୍ତାଜନକ : ସହରକୁ ଯିବ ମନରେଗା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : କେନ୍ଦ୍ର ସରକାର ନିଜର ରୋଜଗାର କାର୍ଯ୍ୟକ୍ରମ ମନରେଗା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା)କୁ ଗାଁ ସହିତ ସହରକୁ ନେବା ପାଇଁ ଯୋଜନା କରୁଛନ୍ତି । ଏହି ଯୋଜନା ଅଧୀନରେ ସହରରେ ସେଇମାନଙ୍କୁ ନିଯୁକ୍ତି ମିଳିବ, ଯେଉଁମାନେ…

ଜାତୀୟ ଶିକ୍ଷାନୀତି ପାଇଁ କେନ୍ଦ୍ର ସରାକର ଅଧିକ ଅର୍ଥ ବରାଦ କରନ୍ତୁ – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଓଡିଶାରେ ବିଦ୍ୟାଳୟ ଶିକ୍ଷା ୱେବିନାର କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୮: ଜାତୀୟ ଶିକ୍ଷାନୀତି ୨୦୨୦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପତେବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିବା ସହିତ ଆବଶ୍ୟକ…

ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଇସ୍ପାତ ଶିଳ୍ପର ପ୍ରମୁଖ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ –…

ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର୍‌ରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଉପରେ ଗୁରୁତ୍ୱ – କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ଜରୁରୀ– ଦେଶରେ ଇସ୍ପାତର ବ୍ୟବହାରକୁ…

କୌଣସି ରାଜ୍ୟ ସରକାର ନିଜ ଇଚ୍ଛାରେ କିଣି ପାରିବେନି କରୋନା ଟିକା :କେନ୍ଦ୍ର ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮ : ମହାମାରୀ କରୋନାକୁ ମାତ ଦେବା ପାଇଁ ଏକାଧିକ ଟିକା ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ଯାଇଛି। କିଛି କରୋନା ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚାଲିଥିବା ବେଳେ ଆଉ କିଛି ଟିକାର ଉତ୍ପାଦନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାକୁ…

କୋଭିଡ ମୃତ୍ୟୁହାର ହ୍ରାସ ପାଇଁ ଅଧିକ ସମ୍ବଳର ସର୍ବାଧିକ ଉପଯୋଗ କରି ଚିକିତ୍ସାଗତ ପରିଚାଳନାରେ ଉନ୍ନତି ଆଣିବାକୁ ରାଜ୍ୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ତତ୍ପରତାପୂର୍ଣ୍ଣ ପରିଚାଳନା ବ୍ୟବସ୍ଥା ଯୋଗୁଁ ଦେଶରେ କୋଭିଡ-୧୯ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟାର ହାର ୨.୦୪ ଶତାଂଶ…
error: Content is protected !!
Open chat