Browsing Tag

india

ଆଇଏସ୍‌ଆଇର ସାଂଘାତିକ ଷଡ଼ଯନ୍ତ୍ର : ରାମ ମନ୍ଦିର ଭୂମି ପୂଜନ ପରେ ଦେଶରେ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ କରୁଛି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୮: ଭାରତରେ ସାଂପ୍ରଦାୟିକ ସଦ୍‌ଭାବ ଓ ଶାନ୍ତି ନଷ୍ଟ କରିବାକୁ ଚାହୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ। ଦେଶରେ ଏକ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରିଛି ଆଇଏସ୍‌ଆଇ। ଲକ୍ଷ୍ନୌରେ ଲୋକମାନଙ୍କ ମଧ୍ୟରେ ବିଶୃଙ୍ଖଳା

ଭାରତ ସୀମା ସୁରକ୍ଷା ଲାଗି ଇସ୍ରାଏଲରୁ ୧୦୦ ହେରୋନ ଡ଼୍ରୋନ କିଣିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୮: ଚୀନ ଓ ପାକିସ୍ଥାନ ସହ ଭାରତର ସମ୍ପର୍କ ଦୃଷ୍ଟିରୁ ଭାରତୀୟ ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ  ଇସ୍ରାଏଲ୍ ନିର୍ମିତ ୧୦୦ ହେରୋନ୍ ଡ଼୍ରୋନ କିଣିବା ନିମନ୍ତେ ପ୍ରସ୍ତାବ ପଠାଇବ । ଇସ୍ରାଏଲ ନିର୍ମିତ ଏହି ଅତ୍ୟାଧୁନିକ ଡ଼୍ରୋନ ଭାରତୀୟ

ନରମିଲେ ନେପାଳ ସରକାର : ଭାରତୀୟ ଚ୍ୟାନେଲର ପୁନଃ ପ୍ରସାରଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ / କାଠମାଣ୍ଡୁ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲି଼ଥିବା ବୈଠକ ଅସମ୍ପୂର୍ଣ୍ଣ ଥିଲା । ତେବେ ନେପାଳୀ ଗଣମାଧ୍ୟମର ଖବର ଅନୁଯାୟୀ ଉଭୟ

ଜାତିସଂଘରେ ନେପାଳର ବିବାଦୀୟ ମାନଚିତ୍ର ଆବେଦନ ଖାରଜ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଦେଶର ଭୌଗୋଳିକ ଅବସ୍ଥିତିକୁ ନେଇ ନୂତନ ନକ୍ସା ଜାରି କରିବା ମାମଲାରେ ନେପାଳକୁ ମିଳିଛି ବଡ଼ ଧକ୍କା । ମିଳିତ ଜାତିସଂଘ ନେପାଳର ନୂତନ ବିବାଦୀୟ ମାନଚିତ୍ରକୁ ଗ୍ରହଣ କରାଯିବ ନାହିଁ କିମ୍ବା ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ ବୋଲି

ଭାରତ-ଚୀନ ସୀମା ବିବାଦ : ପୁଣି କାରସାଦି କରି ଲିପୁଲେଖ ସୀମାନ୍ତରେ ଠୁଳ ହେଲେଣି ୧,୦୦୦ ଚାଇନା ସୈନିକ !!

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ : ଲିପୁଲେଖ ଅଞ୍ଚଳ ଭାରତ, ନେପାଳ ଓ ଚୀନ୍ ସୀମାକୁ ମିଶାଉଥିବା ସ୍ଥାନ, ଯାହାକି ଗତ କିଛି ଦିନ ଧରି ବେଶ୍ ଚର୍ଚ୍ଚାର ପରିସରରେ ରହିଛି। ଚୀନର ଏକ ବାଟାଲିୟନ ଅର୍ଥାତ ୧ ହଜାର ସୈନିକ ସେଠାରେ ମୁତୟନ ଅଛନ୍ତି। ଭାରତ ମଧ୍ୟ ନିଜର ସେହି ପରିମାଣ

ଚାଇନିଜ୍ ଆପ୍ ଟିକଟକ୍‌କୁ କିଣିବ ମାଇକ୍ରୋସଫ୍ଟ ! ଆଗେଇଲାଣି କଥାବାର୍ତ୍ତା

ନ୍ୟୁୟର୍କ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: ଚାଇନିଜ୍ ଆପ୍ ଟିକଟକ୍‌କୁ ଭାରତରେ ସୁରକ୍ଷା କାରଣରୁ ବ୍ୟାନ୍ କରାଯାଇଛି । ଏହାପରେ ଆମେରିକାରେ ମଧ୍ୟ ଏହାକୁ ବ୍ୟାନ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସଚିବ ମାଇକ ପାମ୍ପିଓ

ଦେଶରେ ହୋଇନି ଗୋଷ୍ଠୀ ସଂକ୍ରମଣ :ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭ : ଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଛାଡ଼ିଦେଲେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଦୋହରାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ

ପୁଣି ବଢିଲା ଆୟକର ଦାଖଲ ଅବଧି : ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା ରିଟର୍ଣ୍ଣ ତାରିଖ

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦେବାର ତାରିଖକୁ ପୁଣି ବଢାଇ ଦିଆଯାଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକରଦାତାଙ୍କ ସୁବିଧା ପାଇଁ CBDT (Central Board of Direct

ଦେଶରେ ରେକର୍ଡ଼ – ୫୨, ୧୨୩ ନୂଆ କରୋନା ଆକ୍ରାନ୍ତ, ୭୭୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୪, ୯୬୮କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭:ଦେଶରେ ପ୍ରଥମ ଥର ପାଇଁ ୫୨ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୫୨ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଦିନକରେ ଆକ୍ରାନ୍ତ ଚିହ୍ନଟରେ ଏହା ହେଉଛି ସର୍ବାଧିକ । ସେହିପରି ଗତ ୨୪ ଘଂଟାରେ
error: Content is protected !!
Open chat