Browsing Tag

odia sambad

ରାଜଗାଙ୍ଗପୁର ସହରରେ ବେଆଇନ ସସ୍ କାରଖାନାରେ ପୋଲିସର ଚଢ଼ାଉ: ଘଟଣାସ୍ଥଳରୁ ଅପମିଶ୍ରିତ ସସ୍ ଓ ସସ୍ ତିଆରି ସାମଗ୍ରୀ ଜବତ

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୧୧/୧୦ : ବଜାରରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀରେ ରହୁଛି ବିଷ ! ! ବିନା ଲଙ୍କା ଓ ଟମାଟୋ ଏବଂ ଏକ୍ସପାରି ଏସେନ୍ସରେ ପ୍ରସ୍ତୁତ ହେଉଛି ଟମାଟୋ ଓ ଚିଲି ସସ୍ । ରାଜଗାଙ୍ଗପୁର ସହରରେ ବେଆଇନ ଭାବେ ଚାଲିଛି ସସ୍ ତିଆରି

ନାବାଳିକା ଅପହରଣକାରୀ ଫେରାର ଅଭିଯୁକ୍ତକୁ ଗିରଫ କରିବା ସହ ଚାନ୍ଦବାଲି ଥାନା ଆଇ.ଆଇ.ସିଙ୍କ ନିଲମ୍ବନ ଦାବି କରି ବିଜେପି…

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଫେରାର ଅଭିଯୁକ୍ତକୁ ପୋଲିସ ଏ ପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇପାରିନାହିଁ।

ସମସ୍ୟାରେ ବରଦିଆ ଗ୍ରାମବାସୀ : ଗାଁକୁ ହୋଇପାରୁନି ରାସ୍ତା, ମିଳୁନି ପାନୀୟ ଜଳ ସୁବିଧା ! !

ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ମାହାଙ୍ଗା ବ୍ଲକ ଅନ୍ତର୍ଗତ ଚାହାପଡା ପଞ୍ଚାୟତ ବରଦିଆ ଗ୍ରାମର ଗ୍ରାମବାସୀମାନେ ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶଯେ ଏହି ଗ୍ରାମରେ ୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା

କୋଲଣପୁର ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଗଛକଟାକୁ ସାଧାରଣରେ ଅସନ୍ତୋଷ

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ପଂଚାୟତରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଥିଲା ବେଳେ ଗୃହ ନିର୍ମାଣ ପାଇଁ ଏକ ବଡ ବରଗଛକୁ କଟାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି

ତିହିଡି, ଗୋପବନ୍ଧୁ ସେବା ସଂଘର ବାର୍ଷିକ ଉତ୍ସବ: ‘ସହସ୍ର ବର୍ଷର ଅପେକ୍ଷା ପରେ ଗୋପବନ୍ଧୁ ମିଳନ୍ତି ‘

ଭଦ୍ରକ/ତିହିଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଓ ଗୋପବନ୍ଧୁ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ତିହିଡି ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହେଇଛିି । ଏହି

କୋଭିଡ୍‌ ଯୋଦ୍ଧା ଏସ‌.ଆଇ. ନିମାଇଁ ଚରଣ ମହାପାତ୍ରଙ୍କ ଅକାଳ ବିୟୋଗରେ ସାଲେପୁର ଅଞ୍ଚଳରେ ଶୋକ

ସାଲେପୁର,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ସାଲେପୁର ଅଞ୍ଚଳର କୋଭିଡ୍‌ ଯୋଦ୍ଧା ଏସ୍‌.ଆଇ. ନିମାଇଁ ଚରଣ ମହାପାତ୍ରଙ୍କ ଅକାଳ ବିୟୋଗରେ ସାଲେପୁର ଥାନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସାଲେପୁର ଥାନାରେ ପ୍ରାୟ ଦୁଇ ବର୍ଷ ଧରି ଏ.ଏସ୍‌.ଆଇ. ଭାବେ କାର୍ଯ୍ୟ

ରାଜଗାଙ୍ଗପୁର ପୌରପାଳିକାର ଅଦୂର-ଦର୍ଶିତା ଯୋଗୁଁ ବୁଲା ଜୀବଜନ୍ତୁଙ୍କ ଜୀବନ ଅସୁରକ୍ଷିତ ହୋଇପଡିଛି

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୧୧/୧୦ : ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଦେଖିବାକୁ ମିଳିଛି ଏମିତିକା ଏକ ଦୃଶ୍ୟ ଯାହାକୁ ଦେଖିଲେ ଏ ସଭ୍ୟ ସମାଜ ଆଉ ସରକାରୀ ନିୟମ ଉପରେ ଘୃଣା ଆସିବ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ସ୍ଲୋଗାନ ଗୁଡିକ ସେହି

ଓଡିଶାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାରଙ୍କ ସଜବାଜ: ଖୋଲିବ କି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ! !

ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: କୋରାନା ମହାମାରୀ ପାଇଁ ରାଜ୍ୟ ରେ ସମସ୍ତ ମନ୍ଦିର ବନ୍ଦ ରହିଛି । ସେହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ଅନ୍ୟତମ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ମଧ୍ୟ ବନ୍ଦ ରହିଛି । କେବଳ ସେବାୟତମାନେ ବାବାଙ୍କ

ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ୱରଠାରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ୱରଠାରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୧୪୩ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସମାଜସେବୀ ପ୍ରହଲ୍ଳାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ

ତାଳଦଣ୍ଡା କେନାଲ ବନ୍ଧରେ ହେବ ୩-ଲେନ ବିଶିଷ୍ଟ ରାସ୍ତା: ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ୫-ଟି ସଚିବଙ୍କ ନେତୃତ୍ୱରେ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ନେତୃତ୍ୱରେ ଏକ ଟିମ୍‌ କଟକ ଗସ୍ତ କରି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଚାଲିଥିବା କାର୍ଯ୍ୟର
error: Content is protected !!
Open chat