Browsing Tag

publish

ବିଧାନସଭା ପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ: ୨ଟି ପର୍ଯ୍ୟାୟରେ ସାଢେ ୪ ଘଣ୍ଟା ଚାଲିବ ଗୃହ

ହେବନି ପ୍ରଶ୍ନକାଳ ! ଆଜି ବିଧାୟକଙ୍କ କୋଭିଡ୍‌ ଟେଷ୍ଟ ! ! ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ଆସନ୍ତା ୨୯ ତାରିଖ ପର୍ବାହ୍ନ୧୧ଟାରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ପ୍ରତ୍ୟକ ଦିନ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହ ଚାଲିବ । ପ୍ରଥମ ଦିନ

ଲକ୍‌ଡାଉନ ପରେ ବୃଦ୍ଧି ପାଇଛି ବିଦ୍ୟୁତ ରାଜସ୍ୱ ଆଦାୟ ! ! ରାଜ୍ୟରେ ଖୁବ୍‌ ଶୀଘ୍ର ସ୍ଥାପିତ ହେବ ଆର‌ଟି –…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ରାଜ୍ୟରେ କରୋନାଜନିତ ଲକ୍‌ଡାଉନ୍‌ ପରେ ବିଦ୍ୟୁତ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଛି । ଗତକାଲି ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ସମୟରେ ଏା ଜଣାପଡ଼ିଛି । ଲକ୍‌ଡାଉନ୍‌ ସମୟରେ ବ୍ୟାପକ

ବଣ୍ଡା ଜନଜାତିଙ୍କୁ ଏଯାଏଁ ଛୁଇଁ ପାରିନି କରୋନା ! !

ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ବର୍ତମାନ ସୁଦ୍ଧା କରୋନା ଭୂତାଣୁ ମୁକ୍ତ ରହିଛି । ମାଲକାନଗିରି ଜିଲ୍ଲାରେ ଦୈନନ୍ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ – ପୋଷଳ – ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଉଚ୍ଚସେତୁ ନିର୍ମାଣ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ-ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚସେତୁ ନିର୍ମାଣ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହି ସେତୁର ଅଟକଳ ମୂଲ୍ୟ ୧୧୮.୫୬ କୋଟି ଏବଂ ଦୈର୍ଘ୍ୟ ୮୮୮.୮୯ ମିଟର । ସରକାରଙ୍କର

କେନ୍ଦ୍ର ସରକାର କୃଷକ ମାରଣ ବିଲକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ: ସି.ପି.ଆଇ.,ଚାନ୍ଦବାଲି ବ୍ଲକ

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୯ : କେନ୍ଦ୍ରରେ ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା, ନୂତନ ବିଦ୍ୟୁତ ବିଲ ୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା

୧,୭୦୯ ଜଣ ପୁଲିସ କର୍ମଚାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ଦୁଇ ବର୍ଷ ଧରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ୧,୭୦୯ ଜଣ ପୁଲିସ୍ କର୍ମଚାରୀ ଓ ଅଧିକାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’ ପ୍ରଦାନ କରାଯିବ। ଏନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

ଚୀନ୍ ନିଜର ଉପଗ୍ରହ ବିଧ୍ୱଂସୀ ଟେକ୍ନୋଲୋଜି ବିକଶିତ କରିବା ପାଇଁ ଭାରତର ଉପଗ୍ରହ ପ୍ରଣାଳୀ ଉପରେ ଆକ୍ରମଣ କରିଥିଲା

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :ଉପଗ୍ରହ ବିଧ୍ୱଂସୀ ଟେକ୍ନୋଲୋଜି ବିକଶିତ କରିବା ପାଇଁ ଚୀନ୍‌ ଗତ କିଛି ବର୍ଷ ଧରି ପ୍ରୟାସ କରିଆସୁଛି । ସିଏ ସନ୍ତର୍ପଣରେ ନିଜର କିଛି ଶତ୍ରୁ ଦେଶ ଉପରେ ଏହାର ପ୍ରୟୋଗ ବି କରୁଛି । ଭାରତର ଉପଗ୍ରହ ଯୋଗାଯୋଗ ପ୍ରଣାଳୀକୁ ବି ସିଏ ଟାର୍ଗେଟ

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ଏସଟିଏଫ୍ ପକ୍ଷରୁ ଚଢାଉ,ମହିଳା ସହଯୋଗୀଙ୍କ ସମେତ ୩ ଅଟକ,ସ୍କର୍ପିଓ…

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :ରାଜଧାନୀରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଡିଲ୍ ଚାଲିଥିବା ବେଳେ ଏସଟିଏଫ ଚଢାଉ କରିଥିଲା । ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି ସହ

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ : ଆଇସିଏମ୍‌ଆର୍‌ ମୁଖ୍ୟ ଡ. ବଳରାମ ଭାର୍ଗବ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : କରୋନା ଟିକା ଉପରେ ଏବେ ସାରା ବିଶ୍ୱର ନଜର । ଅନେକ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । କିନ୍ତୁ କୌଣସି ଟିକା ବର୍ତ୍ତମାନସୁଦ୍ଧା ବଜାରରେ ବିକ୍ରି ନିମନ୍ତେ ଅନୁମତି ପାଇନି । ପରୀକ୍ଷଣରେ ମୁଖ୍ୟତଃ ଟିକାର ସୁରକ୍ଷା ଏବଂ

୨୦୨୧ସୁଦ୍ଧା ବିଶ୍ବ ସ୍ତରରେ ବିତରଣ ହେବା ପାଇଁ ପ୍ରସ୍ତୁତ ହୋଇଯିବ କରୋନା ଟିକା: ଚୀନ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହି ସମୟରେ, ଚାଇନାର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନି କହିଛି ଯେ, ୨୦୨୧ ସୁଦ୍ଧା ଆମେରିକା ସମେତ ବିଶ୍ବବ୍ୟାପୀ ବିତରଣ ପାଇଁ କରୋନା ଭୂତାଣୁ ଟିକା
error: Content is protected !!
Open chat