ମାଗଣା ଟିକା ସହ ୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏଁ ମାଗଣାରେ ମିଳିବ ରାସନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ମାଗଣା ଟିକା ସହ ମାଗଣା ରାସନ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। କରୋନା ପାଇଁ ଜୀବିକା ବିପନ୍ନ ହୋଇଥିବାରୁ ମାଗଣା ରାସନ ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି । ନଭେମ୍ବର ଯାଏଁ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେବାକୁ ମୋଦୀ ଘୋଷଣା

ଟ୍ରାଜେଡି କିଙ୍ଗ ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ

ମୁମ୍ବଇ : ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ। ମୁମ୍ବାଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି। ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହିନ୍ଦୁଜା

ଅନ୍‌ଲାଇନ୍ ଠକେଇ ଅଭିଯୋଗ: ୨ ଜଣ ଡିପ୍ଲୋମା ଛାତ୍ର ଗିରଫ, ୧ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : କରୋନା ଭାଇରସ୍ ମହାମାରୀ ସମୟରେ ଡିଜିଟାଲ ପେମେଣ୍ଟ ତଥା ଡିଜିଟାଲ ମାଧ୍ୟମରେ ଅଧିକାଂଶ ଆର୍ଥିକ କାମ କରୁଥିବା ବେଳେ ଏଥିରେ ଅନେକ ଲୋକ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି । ରାଜଧାନୀ ଭୁବନେଶ୍ୱରରୁ ଅନ୍‌ଲାଇନ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ୨ ଜଣ ଡିପ୍ଲୋମା ଛାତ୍ର ଗିରଫ

ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ ଭାରତର ଉତ୍ତର-ପୂର୍ବ ରାଜ୍ୟ, ଉତ୍ତର-ପଶ୍ଚିମ ବଙ୍ଗକୁ ଛୁଇଁଛି । ଏହାର ପ୍ରଭାବରେ ସ୍କିକିମ, ଅରୁଣାଚଳପ୍ରଦେଶ, ମେଘାଳୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯ଼ାଇଛି ।ଏହାଛଡ଼ା ମୌସୁମୀ ମଧ୍ୟ କେନ୍ଦ୍ରୀୟ ଆରବ ସାଗରରେ ଆଉ କିଛି ଅଂଶ,

ରାଜ୍ୟରେ ସଂକ୍ରମଣ ହାର କମିବା ଭଲ ସଂକେତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ କମୁଛି। ୨୩ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା । ବର୍ତ୍ତମାନ ଏହା ଧୀରେ ଧୀରେ କମି ୯ ପ୍ରତିଶତରେ ପହଞ୍ଚିଲାଣି । ତେବେ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି। ଏହା ଏକ ଭଲ ସଙ୍କେତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ

ଜୁନ୍ ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବ ‘ଲଭ୍ ଜିହାଦ’ ଆଇନ: ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ

ଗାନ୍ଧୀନଗର : ଗୁଜୁରାଟରେ ଆସନ୍ତା ଜୁନ୍ ୧୫ ତାରିଖରୁ ‘ଲଭ୍ ଜିହାଦ’ ଆଇନ ଲାଗୁ ହେବାକୁ ଯାଉଛି । ପ୍ରଥମେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଆଇନ ଲାଗୁ ହେବା ପରେ ରାଜ୍ୟରେ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ ଓ

ହଟେଇଥିଲା ପୁଣି ଲଗାଇଦେଲା: ଚେତାବନୀ ପାଇବା ପରେ ପୁଣି ଏହି ନେତାମାନଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍‌ ଲଗାଇଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ଟ୍ୱିଟର ନିଜର ଭୁଲକୁ ସଂଶୋଧନ କରିଛି। ଏହା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ଆରଏସଏସ ନେତାଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ପୁଣି ଲାଗିଛି । ଟ୍ୱିଟର ଆଜି ସକାଳୁ ବ୍ଲୁ ଟିକକୁ ନେଇ ଅଯଥା

ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସ୍ତ୍ରୀ

ନୀଳଗିରି: ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସ୍ତ୍ରୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗ୍ରାମର। ଗ୍ରାମର ଗୁତୁବାରି ସିଂହ ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀ୍ଙ୍କ ମଧ୍ୟରେ ଝଗଡ଼ା ହୋଇ କୌଣସି ଘଟଣା ନେଇ

ଜିଏସଟି ରାଜସ୍ବ ଉପରେ କରୋନା ମାଡ଼, ମେ’ ମାସରେ ୧ଲକ୍ଷ ୨ ହଜାର କୋଟିକୁ କମିଲା

ନୂଆଦିଲ୍ଲୀ : ଏପ୍ରିଲ ମାସର ରେକର୍ଡ ଜିଏସଟି ସଂଗ୍ରହ ପରେ ମେ’ ମାସରେ ଦେଶର ଜିଏସଟି ରାଜସ୍ୱ ୧ ଲକ୍ଷ ୨ ହଜାର କୋଟିକୁ ହ୍ରାସ ପାଇଛି । କରୋନା ମହାମାରୀର ୨ୟ ଲହର କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ କରାଯ଼ାଇଥିବାରୁ ବ୍ୟବସାୟ କାରବାର ପ୍ରଭାବିତ ହୋଇଛି । ମେ’ ମାସରେ

ଆଧାରକାର୍ଡ ହଜି ଯାଇଛି କି ? ଏଣିକି ବିନା ମୋବାଇଲ ନମ୍ବରରେ ବି ପାଇପାରିବେ ନୂଆ ଆଧାରକାର୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ଘରୋଇ ହେଉ କିମ୍ବା ସରକାରୀ ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ନୁହେଁ । କାରଣ ଆଧାର କାର୍ଡ ଏବେ ପ୍ରତିଟି ଲୋକଙ୍କ ପାଇଁ ପ୍ରମୁଖ ପରିଚୟ ପତ୍ର । ଲୋକମାନେ ଏବେ ଆଧାରକାର୍ଡକୁ ସାଙ୍ଗରେ ଧରି ମଧ୍ୟ ଯାତ୍ରା
error: Content is protected !!
Open chat