Browsing Category
Llifestyle
ବଲିଉଡ୍ ଅଭିନେତା ସୋନୁ ସୁଦ୍ ଦେଶର ବିଭିନ୍ନ ରାଜ୍ୟରେ ବେରୋଜଗାରଙ୍କୁ ଇଲୋକ୍ଟ୍ରାନିକ୍ସ ରିକ୍ସା ଯୋଗାଇବେ
ମୁମ୍ବାଇ: ଅନେକ ଜନହିତକର କାର୍ଯ୍ୟ କରିବା ପରେ ଶେଷରେ ଦେଶର ବିଭିନ୍ନ ସ୍ଥାନରେ ଆବଶ୍ୟକ କରୁଥିବା ଲୋକଙ୍କୁ ଇଲୋକ୍ଟ୍ରାନିକ୍ସ ରିକ୍ସା ଯୋଗାଇ ଦେବାକୁ ଚିନ୍ତା କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସେ ତାଙ୍କ ନିଜ ସହର ମୋଗାରୁ ୧୦୦ଟି ଇ-ରିକ୍ସା ବଣ୍ଟନ କରି ଏହି ଅଭିଯାନ ଆରମ୍ଭ!-->…
ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ କରୋନା ଟିକା ଦିଆଯିବ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ: ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଭାରତ ଟିକା ଦେବା ଆରମ୍ଭ କରିବ। ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। କରୋନା ଭୂତାଣୁ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରି କହିଥିଲେ ଯେ,!-->…
ବ୍ୟାଙ୍କ ଭଳି ଏଣିକି ପୋଷ୍ଟ ଅଫିସରେ ମିଳିବ ନେଟ୍ ବ୍ୟାଙ୍କିଂ ସୁବିଧା
ନୂଆଦିଲ୍ଲୀ ୧୧/୨: ଯଦି ଆପଣ ଡାକଘରେ ସଞ୍ଚୟ ଖାତା ଖୋଲିଛନ୍ତି କିନ୍ତୁ ସମୟ ଅଭାବ ଯୋଗୁଁ ଆପଣ ଡାକଘର ଯାଇପାରୁନାହାଁନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର । ବ୍ୟାଙ୍କ ଭଳି ଏବେ ଡାକଘର ମଧ୍ୟ ଅପଡେଟ୍ ହୋଇଯାଇଛି ଯାହାର ଫାଇଦା ଗ୍ରାହକଙ୍କୁ ମିଳିବ ।
ବ୍ୟାଙ୍କ ଭଳି ଏବେ ଡାକଘରେ ମଧ୍ୟ!-->!-->!-->…
ଟ୍ବିଟରକୁ ଟକ୍କର ଦେଉଛି ‘କୁ’, ଆକାଉଣ୍ଟ ଖୋଲିଲେ କେନ୍ଦ୍ର ମନ୍ତ୍ରୀ
ଭାରତରେ ବିଦେଶୀ ସୋସିଆଲ ମିଡିଆ ଆପ୍ଗୁଡ଼ିକର ବିକଳ୍ପ ଖୋଜା ଦୀର୍ଘ ସମୟରୁ ଚାଲିଆସୁଛି। ଏବେ ବି ଏହା ଜାରି ରହିଛି। ମାଇକ୍ରୋବ୍ଲଗିଂ ସାଇଟ୍ର ବିକଳ୍ପ ଭାବେ ଗତବର୍ଷ tooter ନାମରେ ଏକ ୱେବସାଇଟ୍ ଲଞ୍ଚ ହୋଇଥିଲା। ଏବେ ‘koo’ ଆପ୍ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି।
ସୋସିଆଲ ମିଡିଆ!-->!-->!-->…
ଲୋକଙ୍କୁ ମୌଳିକ ଆବଶ୍ୟକତା ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ : ଅର୍ଥନୈତିକ ସର୍ଭେ
ଭୁବନେଶ୍ବର : ଲୋକଙ୍କୁ ମୌଳିକ ଆବଶ୍ୟକତା ଯେପରିକି ସ୍ବଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଆଦି ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ ରହିଛି । ଏପରି ଏକ ନିରାଶାଜନକ ତଥ୍ୟ ପ୍ରଦାନ କରିଛି ଆଜି ଲୋକସଭାରେ ଆଗତ ହୋଇଥିବା ବର୍ଷ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ ।!-->…
ଗାଙ୍ଗୁଲିଙ୍କର ପୁନର୍ବାର ଆଞ୍ଜିଓପ୍ଲାଷ୍ଟି କଲେ ଡାକ୍ତର, ଆଉ ୨ଟି ଷ୍ଟେଣ୍ଟ ଲାଗିଲା
କଲକାତା: ବିସିସିଆଇ ସଭାପତି ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପୁନର୍ବାର ହୃଦଘାତ ଯୋଗୁ କଲକାତାର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାସକ ମଧ୍ୟରେ ୨ୟ ଥର ପାଇଁ ହୃଦ୍ଘାତ ଯୋଗୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କଠାରେ ପୁନର୍ବାର!-->…
ଅଜବ ଭାରତ: ଜମିରେ ଫଳୁଛି ହଳଦିଆ ଓ ବାଇଗଣୀ ରଙ୍ଗର ଫୁଲକୋବି
ଗୋରଖପୁର: ଆପଣ କେବେ ହଳଦିଆ ଏବଂ ବାଇଗଣୀ ରଙ୍ଗର ଫୁଲକୋବି ଦେଖିଛନ୍ତି କି ?ଫଟୋରେ ଦେଖିବାକୁ ମିଳିଥିବା ଭିନ୍ନ ରଙ୍ଗର ଫୁଲକୋବି ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି | ତେବେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ପିପିଗଞ୍ଜ ଅଞ୍ଚଳର ଜଣେ ଚାଷୀ ଏଭଳି ରଙ୍ଗୀନ ଫୁଲକୋବି ଚାଷ!-->…
ପରାକ୍ରମ ଦିବସ; ଭିକ୍ଟୋରିଆ ମେମୋରିଆଲ ସମାରୋହରେ ଯୋଗଦେଲେ ମୋଦୀ ଓ ମମତା
କଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀକୁ ଚଳିତବର୍ଷଠାରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଶନିବାର କଲକାତାର ଭିକ୍ଟୋରିଆ ମେମୋରିଆଲରେ ବିରାଟ ସମାରୋହର ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ!-->…
ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ଆଇଆର୍ସିଟିସି
ନୂଆଦିଲ୍ଲୀ: ଭାରତୀୟ ରେଳବାଇର କ୍ୟାଟରିଂ ଏବଂ ପର୍ଯ୍ୟଟନ ଶାଖା ଆଇଆର୍ସିଟିସି ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। କୋଭିଡ୍ ପୂର୍ବରୁ ଆଇଆର୍ସିଟିସି ଦିନକୁ ପ୍ରାୟ ୨୦ ହଜାର ଇ-କ୍ୟାଟରିଂ ବରାଦ ଗ୍ରହଣ କରୁଥିଲା। ମାତ୍ର କରୋନା କାରଣରୁ ୨୦୨୦ ମାର୍ଚ ୨୨!-->…
ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ
ନୂଆଦିଲ୍ଲୀ : ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗତ ତିନିମାସ ଧରି ନରେନ୍ଦ୍ର ଚଞ୍ଚଲ ଅସୁସ୍ଥ ହୋଇ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନା ପ୍ରଶାସନ ଅନୁଯାୟୀ ଶୁକ୍ରବାର ଦିନ ଅପରାହ୍ଣରେ ସେ ଶେଷ!-->…