Browsing Category
Llifestyle
ଗୃହିଣୀ ମାନଙ୍କ ପାଇଁ ଆଶ୍ବସ୍ତିକର ଖବର: ଲଗାତାର ଭାବେ ଖସୁଛି ସୁନା ଦର ! !
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶ୍ୱସ୍ତି ପ୍ୟାକେଜକୁ ନେଇ ଟ୍ୱିଟ୍ କରି ଆଶ୍ୱସ୍ତି ପ୍ୟାକେଜରେ ହସ୍ତାକ୍ଷର କରିବା କଥା କହିଛନ୍ତି । ଏହା ପରେ ସାରା ବିଶ୍ୱରେ ସେୟାର ମାର୍କେଟରେ ଗତି ଦେଖିବାକୁ ମିଳିଛି । କାରଣ ଆମେରିକା ବିଶ୍ୱର!-->…
“ଭାରତର ସାର୍ବଭୌମତ୍ୱ ରକ୍ଷା କରିବାକୁ ବାୟୁସେନା ସର୍ବଦା ପ୍ରସ୍ତୁତ” : ଭାରତୀୟ ବାୟୁସେନାର ୮୮ତମ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆଜି ଅକ୍ଟୋବର ୮, ଦେଶର ବାୟୁସେନା ଏହାର ୮୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଏକ!-->…
ଆଜି ଠାରୁ ମୋଦୀଙ୍କ ‘ଜନ ଆନ୍ଦୋଳନ’- ଔଷଧ ନ ଆସିବା ଯାଏଁ ଢିଲା ନାହିଁ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି , ଏହାକୁ ନେଇ ସଭିଁଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ଏକ ‘ଜନ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ମୋଦୀ ଟ୍ୱିଟ କରି କହିଛନ୍ତି , ଔଷଧ!-->…
ଚାରିଧାମ ଦେବସ୍ଥାନମ ବୋର୍ଡକୁ ୫ କୋଟି ଲେଖାଏଁ ଦାନ କଲେ ଅନନ୍ତ ଅମ୍ବାନୀ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : ଉତ୍ତରାଖଣ୍ଡର ଚାରିଧାମ ଦେବସ୍ଥାନମ ବୋର୍ଡକୁ ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀଙ୍କ ପରିବାର ତରଫରୁ ୫ କୋଟି ଟଙ୍କା ଦାନ କରାଯାଇଛି । ମୁକେଶଙ୍କ ପୁଅ ଅନନ୍ତ ଏହି ଦାନ କରିଛନ୍ତି । କରୋନା ସଂକ୍ରମଣ ଜନିତ ଲକ୍ଡାଉନ ଯୋଗୁ ଏହି!-->…
କଟକ – ଚାନ୍ଦବାଲି ରାଜପଥରେ ବିଭାଗୀୟ ଅବହେଳାର ଚିତ୍ର: ରିସୋ ଆପ୍ରୋଜ୍ ରୋଡ ନିର୍ମାଣ ନହେବାରୁ ଜନଅସନ୍ତୋଷ…
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦: କଟକ - ଚାନ୍ଦବାଲି ମୁଖ୍ୟ ରାସ୍ତାରୁ ନିଶ୍ଚିନ୍ତକୋଇଲି ତହସିଲ ଛକରୁ କେନ୍ଦୁପାଟଣା ପଂଚାୟତ ରିସୋ ଗ୍ରାମ ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପିଡବ୍ଲୁ ଡି ରାସ୍ତାଠାରୁ ନଟରା ପର୍ଯ୍ୟନ୍ତ ନିର୍ମାଣ!-->…
ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଦୁଇ ମହିଳା କମାଣ୍ଡୋ ଉଦ୍ଧାର କଲେ ଲ୍ୟାଣ୍ଡମାଇନ – ପଣ୍ଡ କଲେ ମାଓ…
ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରି ସାଉଁଟିଛନ୍ତି ପ୍ରଶଂସା । କୁମ୍ବିଂ ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ର ଟେଲମ ଓ ଟେଟମକୁ ସଂଯୋଗ କରୁଥିବା!-->…
କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିଆର ଜ୍ଵଳନ୍ତ ଉଦାହରଣ: ଦିବ୍ୟାଙ୍ଗଙ୍କ ପାଇଁ…
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କ ନିମନ୍ତେ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବିଡମ୍ବନାର ବିଷୟ କଟକ ଜିଲ୍ଳା!-->…
‘କ୍ୟାଟ୍ ଫିସ୍’: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ବିରଳ ପ୍ରଜାତିର ବିଶେଷ ମାଛ
ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ବିରଳ ପ୍ରଜାତିର ମାଛ ‘କ୍ୟାଟ୍ ଫିସ୍’ ଦେଖିବାକୁ ମିଳିଛି। ଦେଖିବାକୁ ସୁନ୍ଦର ହେଲେ ମଧ୍ୟ, ଏହି ମାଛଟି ମାଂସାହାରୀ ଓ ଉତ୍କଟ ବିଷଯୁକ୍ତ। ପରିବେଶ ଓ ଜୈବ ବିବିଧତା ପାଇଁ ଏହି!-->…
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ: ପୋଲିସ ଜାଣିଶୁଣି ଫେରାର କରିଥିବା ଅଭିଯୋଗ ! !
ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ ! ! ଏକ ନାବାଳିକା ଅପହରଣ ମାମଲାରେ ଚାନ୍ଦବାଲି ପୋଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତ ଗତକାଲି ବିଳମ୍ବିତ ରାତିରେ ଥାନାର ପଛପଟ ଝରକା ତାଡି!-->…
ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତଙ୍କ ପରଲୋକ
ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୧୦: ଭଦ୍ରକ ଜିଲ୍ଲା ଆରଡିସ୍ଥ ପ୍ରସିଦ୍ଧ ଶୈବପୀଠ 'ବାବା ଆଖଣ୍ଡଳମଣି'ଙ୍କ ମନ୍ଦିରର ବରିଷ୍ଠ ସେବାୟତ ଅନନ୍ତ ଚରଣ ପଣ୍ଡାଙ୍କ ୯୮ବର୍ଷ ବୟସରେ ଗତକାଲି, ଗୁରୁବାର ହୃଦଘାତରେ ପରଲୋକ ଘଟିଛି।
ସ୍ଵର୍ଗତ ଅନନ୍ତ ଚରଣ ଦୀର୍ଘ!-->!-->!-->!-->!-->…