Browsing Category

Llifestyle

ଦେଶରେ ସଂକ୍ରମଣର ଆଉ ଏକ ରେକର୍ଡ: ଦିନକରେ ୪୯, ୩୧୦ ସଂକ୍ରମିତ, ୭୪୦ ଆକ୍ରାନ୍ତ ମୃତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଜୁଲାଇ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨୮୭୯୪୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୧୭୨୦୮ ଜଣ ସୁସ୍ଥ

ତାମିଲନାଡୁର ରାଜଭବନ ପାଲଟିଲା କରୋନାର ହଟସ୍ପଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଚେନ୍ନାଇ ୨୪/୦୭ : ଦେଶରେ ବେକାବୁ ହୋଇଛି କରୋନା। ଏବେ ତାମିଲନାଡୁର ରାଜଭବନ କରୋନାର ହଟସ୍ପଟ ପାଲଟିଛି। ରାଜଭବନରେ ନିୟୋଜିତ ଥିବା ୮୪ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ସିକ୍ୟୁରିଟି ଗାର୍ଡ ମଧ୍ୟ ରହିଥିବା

ରାଉରକେଲା ଇସ୍ପାତ କାରଖାନା ଓ ସିଆର୍‌ପିଏଫ୍‌ କ୍ୟାମ୍ପରେ ପଶିଲା ‘କରୋନା’

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୨୪/୦୭: ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁବାର ୬୦ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ରାଉରକେଲା ମହାନଗର ଅଞ୍ଚଳରୁ ୫୦ ଜଣ ଅଛନ୍ତି। ବାକି ଦଶ ଜଣ ବିଶ୍ରା ବ୍ଲକ ଅଞ୍ଚଳର। ରାଉରକେଲାରେ ଚିହ୍ନଟ ହୋଇଥିବା ୫୦ ଆକ୍ରାନ୍ତଙ୍କ ଭିତରେ ୪୯ ଜଣ ‘କରୋନା’

ଧାମନଗର ଥାନାରେ କରୋନା : ୧୦ ଜଣ ପଜେଟିବ୍ ଚିହ୍ନଟ ପରେ ଆଇଆଇସି ଙ୍କ ସମେତ ୬ ଜଣ ୧୪ ଦିନ ପାଇଁ ହୋମ୍ କ୍ବାରେଣ୍ଟାଇନରେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୪/୦୭:ଭଦ୍ରକ ଜିଲାର ଧାମନଗର ବ୍ଲକ ପାଲଟିଛି କରୋନା ହଟଷ୍ପଟ ।ଥାନାଠୁ ଆରମ୍ଭ କରି ଡାକ୍ତରଖାନାରେ ମଧ୍ୟ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା।ଧାମନଗର ଥାନା ଅଧିକାରୀଙ୍କ ସମେତଶ ୬ ଜଣ ପଜେଟିବ୍ ବାହାରିବା ପରେ ଧାମନଗର ଥାନାକୁ ନିଷିଦ୍ଧ ଅଞ୍ଚଳ ଘୋସଣା

ଘର ଘର ବୁଲି ସର୍ଭେ କରାଯାଉଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି : ବିବ୍ରତ ନ ହେବାକୁ ପରାମର୍ଶ ଦେଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୪/୦୭: ବତ୍ତର୍ମାନର କ୍ରମବର୍ଦ୍ଧିଷ୍ଣ ଆକ୍ରାନ୍ତ ସଂଖ୍ୟା ଦେଖି ବିବ୍ରତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଆଜି ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ବତନ୍ତ୍ର

‘ମଞ୍ଚେଶ୍ୱର ଶିଳ୍ପାଞ୍ଚଳ’ରେ ଭାଳେଣି : ଅଟାକଳର ଜଣେ କରୋନା ପଜିଟିଭ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୩୫…

କରୋନା ଆଣିଲା ମଞ୍ଚେଶ୍ୱର ଅଟାକଳ ! ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଚିନ୍ତା ବଢ଼ାଇଲେ ଅଟାକଳ କର୍ମଚାରୀ - ପାଲଟିଲେ 'ସୁପରସ୍ପ୍ରେଡର' ! ! ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : କରୋନା ଆଣିଲା ଅଟାକଳ ! ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଞ୍ଚେଶ୍ୱରର ଅଟାକଳ କର୍ମଚାରୀ

ଫେଜ୍ -୩ରେ ଫାଭିପିରାଭିର ସକାରତ୍ମକ କ୍ଲିନିକାଲ୍ ପରୀକ୍ଷଣ ସଫଳ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ସାମାନ୍ୟ ଏବଂ ମଧ୍ୟମ ନୋବେଲ କରୋନାଭାଇରସ୍ ରୋଗୀଙ୍କ ଉପରେ ଆଣ୍ଟିଭାଇରାଲ୍ ଔଷଧ ଫାଭିପିରାଭିରର ଫେଜ୍ -୩ କ୍ଲିନିକାଲ୍ ପରୀକ୍ଷଣ ସଫଳ ହୋଇଛି। ଏ ନେଇ ଘୋଷଣା କରିଛି ଗ୍ଲେନମାର୍କ ଫାର୍ମାସୁଟିକାଲ୍ସ। ବୁଧବାର ଦିନ ଏକ ବିବୃତ୍ତିରେ ଗ୍ଲେନମାର୍କ

ସେରୋଲୋଜିକାଲ ସର୍ଭେ ରିପୋର୍ଟ : କରୋନା ସଂକ୍ରମିତଙ୍କ ସୁସ୍ଥତା ଦ୍ୱାରା ରୋଗ ପ୍ରତିରୋଧୀ କ୍ଷମତା ‘ଆଣ୍ଟିବଡି’…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗୋଟିଏ ପଟେ ଚିନ୍ତା ବଢିଛି। ଦିନକୁ ଦିନ ସଂକ୍ରମିତ ସଂଖ୍ୟା ମଧ୍ୟ ବଢୁଛି। ନମୁନା ପରୀକ୍ଷା ଯେତେ ଅଧିକ ସଂଖ୍ୟାରେ ହେଉଛି; ତଦନୁଯାୟୀ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଦେଖାଯାଇଛି। ଜୁନ୍‌, ଜୁଲାଇ

ଭାରତୀୟ ଆଣ୍ଟିଜେନ ଟେଷ୍ଟିଂ କିଟକୁ ମିଳିଲା ଆଇସିଏମଆରର ମଞ୍ଜୁରୀ, ୩୦ ମିନିଟରେ ଆସିବ ରେଜଲ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : କରୋନା ଟେଷ୍ଟ କିଟ ‘ପେଥୋକେଚ୍ କୋଭିଡ୍-୧୯ ଆଣ୍ଟିଜେନ ଟେଷ୍ଟିଂ କିଟ’କୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଗତ କାଲି ଏହି ଟେଷ୍ଟିଂ କିଟକୁ ଅନୁମୋଦିତ କରିଛି। ଏହା ହେଉଛି ସଂପୂର୍ଣ୍ଣରୂପେ ଭାରତରେ ତିଆରି

ରାଜଧାନୀରେ ଆରଏମଆରସିର ସେରୋଲଜିକାଲ ସର୍ଭେ : ୧.୪୨% ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି; କଂରୋନ ସଂକ୍ରମିତ ହୋଇ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ରାଜଧାନୀରେ କରୋନା ଜନିତ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ , ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କେତେ ଲୋକଙ୍କୁ କରୋନା ହୋଇ ଆପେ ଆପେ ସୁସ୍ଥ ହୋଇଯାଇଛନ୍ତି , କେତେ ଲୋକଙ୍କ ଦେହରେ ଆଂଟିବଡି ବିକଶିତ ହୋଇଛି ତାହା ଜାଣିବା ପାଇଁ
error: Content is protected !!
Open chat