Browsing Category

Llifestyle

ମୁକେଶ ଅମ୍ବାନୀଙ୍କ ବୈପ୍ଳବିକ ଉପହାର : ଆଣିଲେ ରିଲାଏନ୍ସର ‘ଜିଓ ଗ୍ଲାସ୍‌’ – ୭୫ ଗ୍ରାମର…

ମୁମ୍ବାଇ / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ବୁଧବାର ଆର୍‌ଆଇଏଲ୍‌ର ବାର୍ଷିକ ସାଧାରଣ ବୈଠକରେ ଈଶା ଅମ୍ବାନୀ ଏବଂ ଆକାଶ ଅମ୍ବାନୀ ଜିଓଗ୍ଲାସ ଲଞ୍ଚ କରିଛନ୍ତି। ଏହି ଡିଜିଟାଲ ଚଷମା ସାହାଯ୍ୟରେ ମିଟିଂ ସମୟରେ ବ୍ୟବହାରକାରୀ ଥ୍ରୀ ଡି ଭିଜୁଆଲ ସହ ଯୋଡ଼ି ହୋଇପାରିବେ। ଏହି ଚଷମା

ରାଜଗାଙ୍ଗପୁର ଡାଲମିଆ ଭାରତ ସିମେଣ୍ଟ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସରେ ଜନଜୀବନ ଅସ୍ତବ୍ୟସ୍ତ

ରାଜଗାଙ୍ଗପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜୀତ ସ୍ୱାଇଁ),୧୬/୦୭ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଥିବା ଡାଲମିଆ ଭାରତ ଗ୍ରୁପର ସିମେଣ୍ଟ କାରଖାନରୁ ବାହାରୁଥିବା ବିଷାକ୍ତ ଗ୍ୟାସରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାର ପ୍ରତିବାଦରେ SUCI ଶ୍ରମିକ ସଂଗଠନର ପକ୍ଷରୁ

ବୁର୍ଲା ଭୀମ୍‌ସାରରୁ ଆଉ ୪ ଜଣ ‘କୋଭିଡ୍ ଯୋଦ୍ଧା’ କରୋନା ଆକ୍ରାନ୍ତ !

ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ବୁର୍ଲା ଭୀମ୍‌ସାରରେ ଆଉ ୪ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା

ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ବିକ୍ରିବଟା ପାଇଁ ଫ୍ଲିପ୍‌କାର୍ଟ ସହ ହାତ ମିଳାଇଲେ ଓଡ଼ିଶା ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭: ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ବିକ୍ରିବଟା ଏବଂ ପ୍ରଚାର ପ୍ରସାର ଲାଗି ଦେଶର ଲୋକପ୍ରିୟ ଇ-କମର୍ସ ପ୍ଲାଟ୍‌ଫର୍ମ ‘ଫ୍ଲିପ୍‌କାଟ’ ସହ ରାଜ୍ୟ ସରକାର ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ

କ୍ୟାପିଟାଲ ହସ୍ପିଟାଲର ୪ କର୍ମଚାରୀ ପଜିଟିଭ୍: କାର୍ଡିଓଲୋଜି ଓପିଡି ୪୮ ଘଣ୍ଟା ବନ୍ଦ; ଆଜିଠାରୁ ଆରମ୍ଭ ହେବ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭ :କ୍ୟାପିଟାଲ ହସ୍ପିଟାଲରେ ଆଜି ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ବୋଲି ଜଣାପଡ଼ିଛି। ଯାହାଫଳରେ କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି।

ଆଜି ରାଜ୍ୟରେ ୪୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୨ ମୃତ – ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୬/୦୭ : ଆଜି ରାଜ୍ୟରେ ୪୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୪୯୪ ଜଣଙ୍କ ମଧ୍ୟରୁ ୩୨୨ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର : ଏଣିକି ଘରୋଇ ଲ୍ୟାବ୍‌ରେ ହେବ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ଏଣିକି ଘରୋଇ ଲ୍ୟାବ୍‌ରେ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇପାରିବ। ଏଥିପାଇଁ ୪୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ICMR ପ୍ରୋଟୋକଲ୍‌ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବ୍‌କୁ ଅନୁମତି ଦିଆଯାଇଛି। ଏହି ଟେଷ୍ଟ ଦ୍ୱାରା ଲୋକମାନେ

ଫେସବୁକ ଯଦି ବେଶୀ ପସନ୍ଦ ତେବେ ଚାକିରି ଛାଡ଼ିଦିଅ : ଦିଲ୍ଲୀ ହାଇକୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭: ସରକାରଙ୍କ ନିର୍ଦେଶକୁ ବିରୋଧ କରି ଫେସବୁକ୍ ବ୍ୟବହାର କରିବାକୁ ଅଦାଲତରେ ପହଞ୍ଚିଥିବା ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଅତ୍ୟନ୍ତ କଠୋର ବାଣୀ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ ଯଦି ଆପଣଙ୍କୁ ଫେସବୁକ୍ ବେଶୀ ପସନ୍ଦ

ଅଶ୍ୱିନୀ ହସ୍ପିଟାଲରେ ଗୁରୁତର କରୋନା କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜ୍‌ମା ଥେରାପି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭ : ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ବ୍ୟବସ୍ଥା କଟକ ଏସ୍‌ସିବି ମେଡିକାଲଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟିତ୍‌ ହୋଇଛି। ଏହାପରେ ପରେ SCBରେ ୪ ପ୍ଲାଜମା ସଂଗୃହୀତ ହୋଇଛି।

ଆରମ୍ଭ ହେଲା ପ୍ଲାଜମା ଥେରାପି, ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ପ୍ଲାଜମା ଥେରାପି : ମୁଖ୍ୟମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭:ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍‌ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଅପରାହ୍ନ ପ୍ରାୟ ୫.୩୦ରେ ଭିଡିଓ
error: Content is protected !!
Open chat