Browsing Category
Llifestyle
ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ :ପ୍ରଭୁ ଶ୍ରୀରାମ ଭାରତୀୟ ନୁହେଁ ନେପାଳି ଥିଲେ,ନେପାଳରେ ରହିଛି ପ୍ରକୃତ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭: ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ ଓ ଶ୍ରୀରାମ ନେପାଳୀ। ପ୍ରକୃତ ଅଯୋଧ୍ୟା ଭାରତରେ ନୁହେଁ ବରଂ ନେପାଳରେ ରହିଛି ଏବଂ ଭଗବାନ ରାମଚନ୍ଦ୍ର ଭାରତୀୟ ନୁହଁନ୍ତି, ସେ ଜଣେ ନେପାଳୀ । ଏଭଳି ବିବାଦୀୟ ବୟାନ ରଖିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ!-->…
କୋଭିଡ୍ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଦୈନିକ ୨୪୦ ଟଙ୍କାର ଖାଦ୍ୟ ଭତ୍ତା ଦେବାକୁ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୭: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ!-->!-->!-->…
କରୋନା ଆକ୍ରାନ୍ତ ପ୍ରସୂତୀ ମା ଓ ନବଜାତ ଶିଶୁକୁ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା କରିଥିବା ଡାକ୍ତର ଓ…
ମାଲକାନଗିରି,୧୩ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରିର ଆତଙ୍କ ଦେଖାଦେଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି,ଯହା କି ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଟୁଇଟ!-->…
ଦିଲ୍ଲୀରେ ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘୋଷଣା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : ଦିଲ୍ଲୀରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ। ଆଜି ଏହା ଘୋଷଣା କରିଛନ୍ତି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସରକାର ଏହି ପଦକ୍ଷେପ!-->…
ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲା : ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୭: ଗତ ଜୁଲାଇ ୧୦ତାରିଖରେ ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ବରିଷ୍ଠ ଓଏଏସ୍ ଅଫିସର୍ ତଥା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ। ପୁଲିସ୍ ତାଙ୍କ ବିରୋଧରେ ଆଇଟି ଆକ୍ଟ ସହ ଆଇପିସି ଦଫା ୩୫୪(ଡି), ୨୯୪,!-->…
ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଘୋଷଣା – ଭାରତରେ ଗୁଗୁଲ ୭୫ ହଜାର କୋଟି ଟଙ୍କା ନିବେଶ କରିବ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୪/୦୭ : କରୋନା ମହାମାରୀ ଭଳି ଏକ ସଙ୍କଟ ସମୟରେ ଗୁଗୁଲ ଏକ ବଡ଼ ପଦକ୍ଷେପ ନେଇଛି। ଭାରତରେ ଗୁଗୁଲ ୧୦ ବିଲିୟନ୍ ନିବେଶ କରିବ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୭୫୦୦୦ କୋଟି ଟଙ୍କା। ମୋଦୀଙ୍କ ସହ ସୋମବାର ଆଲୋଚନା କରିବା ପରେ ଗୁଗୁଲ ସିଇଓ!-->!-->!-->…
ସଂସ୍ଥା ଖୋଲି ପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର,ମିଳିବ ସର୍ତ୍ତମୂଳକ ଅନୁମତି : ମୁଖ୍ୟ ଶାସନ ସଚିବ ଅସିତ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୩/୦୭: କୌଣସି ସଂସ୍ଥା ଚାହିଁଲେ ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । ଘରୋଇ ଅନୁଷ୍ଠାନ, ଘରୋଇ କମ୍ପାନି କିମ୍ବା ଯେକୌଣସି ସଂସ୍ଥା ଚାହିଁଲେ କୋଭିଡ୍ କେୟାର ହୋମ୍ ଖୋଲି ପାରିବେ। ତେବେ ନିଜ ସଂସ୍ଥାର କର୍ମଚାରୀଙ୍କ ସୁବିଧା ଏବଂ ସୁସ୍ଥ ମାନସିକ!-->…
ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ : ଘଟଣାର ତୀବ୍ର ନିନ୍ଦା କରିବା ସହ ସିବିଆଇ ତଦନ୍ତ ପାଇଁ ଦାବୀ…
କୋଲକାତା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୩/୦୭ : ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲାର ବିନ୍ଦାଲରେ ଥିବା ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ!-->…
କରୋନା ଔଷଧ ଫାଭିପିରାବିରର କମିଲା ଦାମ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭: ମୁମ୍ୱାଇରେ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲେନମାର୍କ କରୋନା ଔଷଧ ଫାଭିପିରାବିରର ଦାମ କମାଇଛି। ଗୋଟିଏ ଟାବଲେଟର ଦାମ ୧୦୩ ଟଙ୍କା ଥିଲା। ଏବେ ଏହା ୨୮ ଟଙ୍କା କମାଇ ୭୫ ଟଙ୍କା କରିଛି ଔଷଧ କମ୍ପାନୀ। ଏହି ଫାଭିପିରାବିରର ଫାବିଫ୍ଲୁ ବ୍ରାଣ୍ଡରେ!-->…
ସାମାନ୍ୟ ବା ଲକ୍ଷଣ ନଥିବା କରୋନା ରୋଗୀ ଏଣିକି ‘ହୋମ୍ ଆଇସୋଲେସନ’ରେ ରହି ଚିକିତ୍ସିତ ହୋଇପାରିବେ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ସହରାଞ୍ଚଳର ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି। ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି ଯେ,!-->…
