Browsing Category

National-International

ରାଜ୍ୟର ପ୍ରଥମ ମହିଳା ଭାବେ ଏସ୍‌ସିବି ମେଡିକାଲର ଜଣେ ଛାତ୍ରୀ ପ୍ଲାଜମା ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭: ଜୁଲାଇ ୨୯:କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଏବେ ବେଶ ଆବଶ୍ୟକୀୟ ଓ ଶକ୍ତିଦାୟକ ମାଧ୍ୟମ ହୋଇଥିଲାବେଳେ ଏଥିପାଇଁ ରାଜ୍ୟସରକାର ପ୍ଲାଜବା ବ୍ୟାଙ୍କ ମାନ ସ୍ଥାପନ କରିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ

ଗୁଗଲ୍ କର୍ମଚାରୀ ୨୦୨୧ ଜୁଲାଇ ୩୧ପର୍ଯ୍ୟନ୍ତ ଘରୁ କାମ କରିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଗଲ୍ ବିଶ୍ୱବ୍ୟାପି ନିଜର କର୍ମଚାରୀଙ୍କୁ ୨୦୨୧ ଜୁଲାଇ ଯାଏଁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଏନେଇ ଗୁଗଲ୍ ସିଇଓ ସମସ୍ତ କର୍ମଚାରୀଙ୍କୁ ଇମେଲ୍ ଜରିଆରେ ଏହି ବାର୍ତ୍ତା ପଠାଇଛନ୍ତି।

ଓଡ଼ିଶାରେ ଜିଓର ଦବ୍‌ଦବା ଜାରି, ଏପ୍ରିଲରେ ରାଜ୍ୟରେ ୭୨,୦୦୦ରୁ ଅଧିକ ଗ୍ରାହକ ଯୋଡ଼ିଲା:ଟ୍ରାଇ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭:ଓଡ଼ିଶାର ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ଏପ୍ରିଲରେ ରିଲାଏନ୍ସ ଜିଓ ରାଜ୍ୟରେ ୭୨, ୦୦୦ରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା

କରୋନା କଟକଣା ପାଇଁ ଏବର୍ଷ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭: କରୋନା କଟକଣା ପାଇଁ ଏଥର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି

ରାଫେଲ ଯୁଦ୍ଧ ବିମାନ ଭାରତ ପାଇଁ ‘ଗେମ୍‌ ଚେଞ୍ଜର’ – ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭:ଭାରତ ମାଟିରେ ଆଜି ଲଢୁଆ ଯୁଦ୍ଧ ବିମାନ ରାଫେଲର ଅବତରଣକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ‘ଗେମ୍‌ ଚେଞ୍ଜର’ ଘଟଣା ବୋଲି କହିଛନ୍ତି । ରାଫେଲ ଜେଟ୍‌ ପହଞ୍ଚିବା ଆମର ଶକ୍ତିଶାଳୀ ବାୟୁସେନା ପାଇଁ ଏକ ଐତିହାସିକ ଦିବସ ଓ ଭାରତ ପାଇଁ ଗର୍ବ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଗର୍ଲଫ୍ରେଣ୍ଡ ରିୟାଙ୍କ ବିରୋଧରେ ଏଫଆଇଆର କଲେ ପରିବାର ଲୋକେ ;ଫେରାର୍‌ ହେଲେ ରିୟା;…

ସୁଶାନ୍ତଙ୍କ ପିତା ରିୟାଙ୍କ ବିରୁଦ୍ଧରେ ଦେଲେ FIR, ଲଗାଇଲେ ଅନେକ ଗମ୍ଭୀର ଆରୋପ ବିହାର ପୁଲିସକୁ ଅଙ୍କିତା କହିଲେ, ସୁଶାନ୍ତଙ୍କୁ ନିର୍ଯାତନା ଦେଉଥିଲେ ରିୟା ରିୟା ଚକ୍ରବର୍ତ୍ତୀ ଛାନିଆ, କେସ୍ ଲଢ଼ିବାକୁ ସତୀଶ୍ ମାନସିଂଦେଙ୍କୁ କଲେ ଓକିଲ ମୁମ୍ବାଇ ୨୯/୦୭ : ସୁଶାନ୍ତ ସିଂହ

ଅନଲକ 3.0 ରେ ଜାରୀ ହେଲା : ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ କଲେଜ ସ୍କୁଲ ବନ୍ଦ , ହଟିଲା ନାଇଟ୍‌ କର୍ଫ୍ୟୁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସବୁ ପ୍ରୟାସ ପରେ ସଂକ୍ରମଣ ଥମିବାର ନା ନେଉନି। ତେଣୁ ୪ ପର୍ଯ୍ୟାୟ ଲକ୍‌ଡାଉନ୍ ଶେଷ ପରେ ଦେଶ ସଂମ୍ପ୍ରତି ଅନଲକ୍‌ ପର୍ଯ୍ୟାୟ ଦେଇ ଗତି କରୁଛି। ଜୁଲାଇ ୩୧ ତାରିଖରେ ଅନଲକ୍‌-୨ ସରୁଥିବା ବେଳେ ଏହି

ଅସଦୁଦ୍ଦିନ ଓୱେସୀଙ୍କୁ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ଗିରିଙ୍କ କଡା ଜବାବ, ଭୂମିପୂଜନ ଦିନ ରାମ ନାମ ଜପ କରନ୍ତୁ ଓୱେସୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୩୦/୦୭: ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜନ ହେବ | ଭୂମିପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ | ଓୱେସୀଙ୍କ ଉପରେ ସାଧୁ ସନ୍ଥଙ୍କ ସବୁଠାରୁ ବଡ ସଂସ୍ଥା

ଭିଜିଲାନ୍ସ ଜାଲରେ ମୁରିବାହାଲ ଥାନା ଏସଆଇ ସରୋଜ ରଥ

କଳିଙ୍ଗ ଜ୍ୟୋତି ବ୍ୟୁରୋ ବଲାଙ୍ଗୀର ୩୦/୦୭: ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ପୁଲିସ ଅଫିସର। ମୁରିବାହାଲ ଥାନାର ଏସଆଇ ଏକ ମାମଲାର ଚାର୍ଜସିଟ ହାଳୁକା କରିବା ପାଇଁ ଜଣେ ମୁଦାଲାଙ୍କ ପକ୍ଷରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସର ଏକ ଟିମ ତାଙ୍କୁ ଗିରଫ କରିଛି।

୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ କରୋନା ଆକ୍ରାନ୍ତ‌ ଚିହ୍ନଟ, ୩୦ ହଜାର ପାର୍‌ କଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭ : ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ୧,୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୪୫ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ
error: Content is protected !!
Open chat