Browsing Category
National-International
ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଇସ୍ପାତ ଶିଳ୍ପର ପ୍ରମୁଖ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ –…
ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର୍ରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଉପରେ ଗୁରୁତ୍ୱ
– କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ଜରୁରୀ– ଦେଶରେ ଇସ୍ପାତର ବ୍ୟବହାରକୁ!-->!-->!-->!-->!-->…
ଡିଜିଟାଲ୍ ଫାର୍ମା କଂପାନି ‘ନେଟ୍ମେଡସ୍’କୁ ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର/ ମୁମ୍ବାଇ ୨୦/୦୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆର୍ଭିଏଲ) ପକ୍ଷରୁ ସାମଗ୍ରିକ ଭାବେ ‘ନେଟ୍ମେଡସ୍’ ନାମରେ ପରିଚିତ ଭିଟାଲିକ୍!-->…
କରୋନା ଔଷଧ “Avigan ୨୦୦”ର ହୋମ୍ ଡ଼େଲିଭରୀ ନିମନ୍ତେ ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କମ୍ପାନୀର ଘୋଷଣା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଭାରତର ବଡ଼ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଡ଼ା. ରେଡ଼୍ଡ଼ୀ ଲାବୋରୋଟୋରିଜ୍ କରୋନା ରୋଗୀଙ୍କ ଚିକିତ୍ସା ଔଷଧ ଫାଭିପିରାଭିରର ଜେନେରିକ ଔଷଧ ଅଭିଗାନ୨୦୦ ଟାବଲେଟ୍ ବଜାରକୁ ଛାଡ଼ିବାକୁ ଘୋଷଣା କରିଛି । ଏହି ଔଷଧ ଅଭିଗାନ୨୦୦କୁ ଭାରତର ଔଷଧ!-->…
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୮: ଜାନୁଆରିରୁ ଗୃହରକ୍ଷୀମାନେ ପ୍ରତିଦିନ ୫୩୩ ଟଙ୍କା ପ୍ରାପ୍ୟ ପାଇବେ। ଏ ବାବଦ ବକେୟା ପ୍ରାପ୍ୟ ଗୃହରକ୍ଷୀଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ କରାଯିବ। ଆଜି ଗୃହରକ୍ଷୀଙ୍କ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ଏପରି ରାୟ!-->…
କୋଭିଡ୍ -୧୯ ଦୃଷ୍ଟିରୁ ବର୍ଷା ଋତୁରେ ଲୋକଙ୍କୁ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ବର୍ଷା ଋତୁରେ ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ଓ ସେ ଦୃଷ୍ଟିରୁ ଲୋକମାନଙ୍କୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୋଭିଡ୍-୧୯ ଦୃଷ୍ଟିରୁ ବର୍ଷା ଋତୁରେ ସମସ୍ତ ସତର୍କତା ମୂଳକ!-->…
ଅପରେସନ ‘ସମୁଦ୍ର ସେତୁ’ରେ ନୌବାହିନୀର ଭୂମିକା ପ୍ରଶଂସନୀୟ : ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮ : ଅପରେସନ 'ସମୁଦ୍ର ସେତୁ'ରେ ନୌବାହିନୀର ଭୂମିକାକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଉଚ୍ଚ ପ୍ରଶଂସା କରିଛନ୍ତି। ଦେଶର ସାମୁଦ୍ରିକ ସୁରକ୍ଷାରେ ନୌବାହିନୀର ଭୂମିକା ପ୍ରଶଂସନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ!-->…
ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ : ତିନିଥର ବିଧାୟକ ହୋଇ ମଧ୍ୟ ଧାନକ୍ଷେତରେ କାମ କରୁଥିବା ବିଧାୟକଙ୍କ କାମକୁ…
ନବରଙ୍ଗପୁର/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮ : ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ମନୋହର ରନ୍ଧାରୀଙ୍କ ବିଭିନ୍ନ ସମୟରେ ଭିନ୍ନଢଙ୍ଗରେ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚିତ ରହିଛନ୍ତି । ତିନି ଥର ବିଧାୟକ ହୋଇ ମଧ୍ୟ ଏବେ ସେ ନିଜ ଚାଷ!-->…
ଜୋ ବାଇଡେନ୍ ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮: ନଭେମ୍ବର ମାସରେ ହେବାକୁ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍ଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି।
ରାଷ୍ଟ୍ରପତି ହେବା ନିମନ୍ତେ!-->!-->!-->!-->!-->…
‘ଜାତୀୟ ନିଯୁକ୍ତି ଏଜେନ୍ସି’ ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ : ଦେଶରେ…
କେନ୍ଦ୍ର ସରକାର ନ୍ୟାସନାଲ ରିକ୍ର୍ୟୁମେଣ୍ଟ ଏଜେନ୍ସି(ଏନଆରଏ)କୁ ମଞ୍ଜୁରୀ ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇ ଏହା କହିଛନ୍ତି। ଚାକିରି ପାଇଁ ପ୍ରାର୍ଥୀଙ୍କୁ ବହୁ ବାର ପରୀକ୍ଷା!-->!-->!-->…
ପ୍ରଥମ ଥର ପାଇଁ ଭାରତୀୟ ରେଳବାଇରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କା
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ପୁନେ ଜଙ୍କସନ ଷ୍ଟେସନରେ, ରେଳବାଇ ପ୍ଲାଟଫର୍ମ ଟିକଟର ମୂଲ୍ୟକୁ ବଢ଼ାଇ ୫୦ ଟଙ୍କା କରି ଦିଆଯାଇଛି । ଏହା ପରେ ସୋସିଆଲ ମିଡ଼ିଆରୁ ନେଇ ରାଜନୈତିକ ସ୍ତରରେ ଖୁବ ଚର୍ଚା ହୋଇଛି । ଏହା ଭିତରେ ରେଳବାଇର ପ୍ରବକ୍ତା ସଫେଇ ଦେଇ କହିଛନ୍ତି ଯେ କରୋନା!-->…
