Browsing Category

Political

ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ୯୪ ବର୍ଷ ବୟସରେ ପରଲୋକ : କେନ୍ଦ୍ର ମନ୍ତ୍ରୀ ଶ୍ରୀ…

ବାରିପଦା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବାରିପଦାସ୍ଥିତ ବେଲଗଡ଼ିଆ ରାଜପ୍ରାସାଦରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା। ବେଲଗଡ଼ିଆ ରାଜପ୍ରସାଦରେ ଗତକାଲି ରାତି ପ୍ରାୟ

ଶ୍ରୀମନ୍ଦିର ରତ୍ନ ସିଂହାସନ ସୁରକ୍ଷିତ ରହିଛି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର

ପୁକଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୧୩/୦୭:ସିଂହାସନ ଡାହାଣ ପାଖ ପଦ୍ମ ପାଖୁଡାରେ କ୍ଷେତ ହୋଇଥିବା ନେଇ ଜଣେ ସେବାୟତଙ୍କ ଅଭିଯୋଗ ଉପରେ ଯାଞ୍ଚ କରାଯାଇଛି। ଏହି ପଦ୍ମ ପାଖୁଡାର ସ୍ଥିତି ଜାଣିବାକୁ, ଏଏସ୍ ଆଇ ସହ ଶ୍ରୀମନ୍ଦିର ପ୍ରଶାସନ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରତ୍ନ ସିଂହାସନ

ରାଜସ୍ଥାନ ରାଜନୀତିରେ ଝଡ : ଆଜି ସଚିନ ପାଇଲଟ ବିଜେପିରେ ମିଶିବା ସମ୍ଭାବନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭: ସଚିନ ପାଇଲଟ ବିଜେପିରେ ମିଶିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ଉପସ୍ଥିତିରେ ସଚିନ ପାଇଲଟ ବିଜେପିରେ ସାମିଲ ହେବେ । କାରଣ କଂଗ୍ରେସ ପାଇଲଟଙ୍କ ସହିତ ରବିବାରଦିନ ରଖିଥିବା

ଖୁବଶୀଘ୍ର ବଦଳିବେ ପିସିସି ସଭାପତି !

ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ । ପିସିସି ସଭାପତି ବଦଳିବା ସମ୍ଭାବନା ନେଇ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି । ପିସିସି ସଭାପତି ଦୌଡ଼ରେ ରହିଛନ୍ତି ୧୩ ବରିଷ୍ଠ ନେତା । ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଭକ୍ତ ଚରଣ ଦାସ,

ରାଜନୈତିକ ସଙ୍କଟ ମଧ୍ୟରେ ରାଜସ୍ଥାନ ସରକାର : ସହଯୋଗୀ ବିଧାୟକଙ୍କୁ ନେଇ ଦିଲ୍ଲୀରେ ପାଇଲଟ୍, ଅନୁସରଣ କରିବେ କି…

ଜୟପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଉଭୟଙ୍କ ଝଗଡା ଏବେ ଦିଲ୍ଲୀରେ ପହଞ୍ଚିଛି । ରାଜନୈତିକ ସଙ୍କଟ ନେଇ ହାଇକମାଣ୍ଡଙ୍କ ସହ

ଭାରତ ସଙ୍କଳ୍ପବଦ୍ଧତା ଓ ଉତ୍ସାହର ସହ କୋଭିଡ୍-୧୯ ମହାମାରୀ ବିରୋଧୀ ସଂଗ୍ରାମରେ ଉତ୍ତମ ସ୍ଥିତିରେ ରହିଛି: କେନ୍ଦ୍ର…

ଗୁରୁଗ୍ରାମ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଆଜି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଦ୍ବାରା ଆରମ୍ଭ ହୋଇଥିବା ବିଶାଳ ବୃକ୍ଷରୋପଣ ଅଭିଯାନରେ ଅଂଶ ଗ୍ରହଣ କରି ଗୃହମନ୍ତ୍ରୀ କହିଛନ୍ତି, ଯ ଦୁନିଆ ଦେଖୁଛି ଯଦି ସମଗ୍ର ବିଶ୍ବରେ କେଉଁଠି କରୋନାଭାଇରସ୍ ବିରୋଧରେ ସଫଳ ସଂଗ୍ରାମ

ଚୀନ୍ ସାରା ବିଶ୍ୱରେ ନିଜ ପତିଆରା ଜାହିର କରିବା ପାଇଁ କୋଭିଡ୍‌-୧୯କୁ ଅସ୍ତ୍ର କରିଥିଲା : ଭୟାବହତା ନେଇ ତଥ୍ୟ…

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ : ସମ୍ପୂର୍ଣ୍ଣ ବିଶ୍ୱରେ ନିଜ ପତିଆରାକୁ ଜାହିର କରିବା ପାଇଁ କୋଭିଡ୍‌-୧୯ ଭୂତାଣୁକୁ ଅସ୍ତ୍ର କରିଥିଲା ଚୀନ୍ । ଜାଣିଶୁଣି ବିଶ୍ୱ ସମୁଦାୟକୁ ଏହି ତଥ୍ୟ ଅତ୍ୟନ୍ତ ବିଳମ୍ବରେ ଚୀନ୍ ପ୍ରଦାନ କଲା । କରୋନା କାୟାରେ

ମହାରାଷ୍ଟ୍ର ରାଜ୍ୟପାଳ ‘ଆଇସୋଲେସନ’ରେ : ମୁମ୍ବାଇ ରାଜଭବନର ୧୬ କର୍ମଚାରୀ କରୋନା ପଜିଟିଭ ।

ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ସାରା ଦେଶରେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ର ରାଜଭବନର ୧୬ ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍‌କୁ

ଆଜି ରାଜ୍ୟରେ ଆଉ ନୂଆ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ଆକ୍ରାନ୍ତ ମୃତ ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ : ରାଜ୍ୟରେ ଆଜି ଆଉ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ, ସଂଗରୋଧ କେନ୍ଦ୍ରରୁ ୩୯୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରୁ ସର୍ବାଧିକ ୨୩୦

ପିଏମ୍‌ କେୟାର୍ସ ଫଣ୍ଡ ଯାଞ୍ଚ ହେବ ନାହିଁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୭ : ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ପବ୍ଲିକ୍‌ ଆକାଉଣ୍ଟସ କମିଟି (ପିଏସି) କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ଏହି ସଙ୍କଟର ମୁକାବିଲା ଲାଗି ଗଠିତ ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌
error: Content is protected !!
Open chat