Browsing Category
Llifestyle
ଯାଜପୁର ର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର ପ୍ରଧାନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୧୦/୦୭: ମହାମାରୀ କରୋନା ପାଇଁ ସଭା, ସମିତି ଆୟୋଜନ ହୋଇପାରୁନାହିଁ । ଏପରି ସ୍ଥଳେ ବିଜେପି ଡ଼ିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନ ସମ୍ବାଦ ରାଲି ଆୟୋଜନ କରି ଲୋକଙ୍କୁ ଏକାଠି କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ!-->!-->!-->…
କରୋନା ଔଷଧ ନ ବାହାରିଲେ ଭାରତରେ ସ୍ଥିତି ଭୟାବହ ହେବ : ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
ୱାଶିଂଟନ : କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଯଦି କୌଣସି ଟିକା ବା ଔଷଧ ପ୍ରସ୍ତୁତ କରା ନ ଯାଏ ତା’ହେଲେ ଭାରତେର ଆଗାମୀ ଦିନରେ ସଂକ୍ରମଣ ସ୍ଥିତି ଆହୁରି ଭୟଙ୍କର ହୋଇପାରେ। ଏପରିକି ୨୦୨୧ ଶୀତ ଋତୁ ଶେଷ ସୁଦ୍ଧା ଭାରତରେ ପ୍ରତିଦିନ ପାଖାପାଖି ୨.୮୭ ଲକ୍ଷ ନୂତନ ସଂକ୍ରମିତ!-->!-->!-->…
ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା : ଆସନ୍ତା ୪୮ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟର ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ ରାୟାଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର!-->…
ସ୍କୁଲ ଖୋଲିବା ନେଇ ଅଗଷ୍ଟରେ ନିଷ୍ପତ୍ତି, କମିପାରେ ଚଳିତ ଶିକ୍ଷା ବର୍ଷର ପାଠ୍ୟକ୍ରମ – ବିଦ୍ୟାଳୟ ଓ ଗଣଶିକ୍ଷା…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କ୍ରମାଗତ ଭାବେ ୭ରୁ ୮ଦିନ ହେବ ବହୁ ସଂଖ୍ୟକ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଭୟରେ ସ୍କୁଲ ଓ କଲେଜ ମଧ୍ୟ ଖୋଲାଯାଇ ପାରୁ ନାହିଁ । ତେଣୁ ପିଲାଙ୍କ ପାଠପଢ଼ାରେ ବେଶ ପ୍ରଭାବ!-->…
ରାଜ୍ୟରେ ଆଉ ୫୭୭ କରୋନା ପଜିଟିଭ୍ ଚିହ୍ନଟ : ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲା।
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୯/୦୭ : ଆଜି ରାଜ୍ୟରେ ଆଉ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୧୬ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୧ ଜଣ ଆକ୍ରାନ୍ତ ଅଛନ୍ତି ।
ରାଜ୍ୟରେ ଆଜି ପୁଣି ୫ ଶହ ଟପିଲା!-->!-->!-->!-->!-->!-->!-->…
ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ସିଂହାସନ ଆରୋହଣକୁ ୫୦ ବର୍ଷ ପୂରିଲା : ଶ୍ରୀମନ୍ଦିର ଇତିହାସରେ ବିରଳ…
ପୁରୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ଦୀର୍ଘ ଦୁଇଶହ ବର୍ଷ ପରେ କୌଣସି ଗଜପତି ଭାବେ ଦିବ୍ୟସିଂହ ଦେବ ୫୦ ବର୍ଷ ଧରି ଶ୍ରୀ ଜଗନ୍ନାଥଙ୍କ ସେବା କରିବାର ଏହି!-->…
କୋଭିଡ୍-୧୯ ପାଇଁ ସିବିଏସ୍ଇର ସଂଶୋଧିତ ପାଠ୍ୟକ୍ରମ ପ୍ରକାଶିତ : ଏଥର ସଂଘବାଦ, ନାଗରିକତା, ଜାତୀୟତା ଓ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ଭୁବନେଶ୍ବର : କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ପକ୍ଷରୁ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ହ୍ରାସ କରାଯାଇଛି। ସମସ୍ତ ବିଷୟକୁ ୩୦% ଲେଖାଏ କମାଯିବା ସହ ସଂଶୋଧିତ!-->!-->!-->…
ଓଜେଇଇ ପଞ୍ଜୀକରଣ ତାରିଖ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୯/୦୭ : ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍ଲାଇନ୍ ପଞ୍ଜୀକରଣ ଅବଧି ଜୂଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ବୁଧବାର ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଶେଷ ମୁହୂର୍ତ୍ତରେ ଆବେଦନ କରୁଥିବା!-->!-->!-->…
ସଚିନ ତେନ୍ଦୁଲକର ଉଦ୍ଘାଟନ କଲେ ପ୍ଲାଜ୍ମା ଥେରାପି ୟୁନିଟ୍
ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ମୁମ୍ବାଇର ସୁନ୍ଦରବନ, ଅନ୍ଧେରିସ୍ଥିତ ସେଭେନ ହିଲ ହସ୍ପିଟାଲଠାରେ ଏକ ପ୍ଲାଜ୍ମା ଥେରାପୀ ୟୁନିଟ୍ ଉଦ୍ଘାଟନ କରିଛନ୍ତି। ଏହି ୟୁନିଟ୍ରେ କୋଭିଡ୍-୧୯ ସଂକ୍ରମିତଙ୍କ ଚିକିତ୍ସା ହେବ।!-->…
ଆଉ ୨୦ ହଜାର ‘ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ’ କିଟ୍ ପହଞ୍ଚିଲା ଓଡ଼ିଶା
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ସେଥିରୁ କଟକ SCBକୁ ୧୫୦୦, କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍ ଦିଆଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାକୁ ୩ ୦୦୦, ଗଜପତି ଜିଲ୍ଲାକୁ ୫୦୦ ଓ ଅନ୍ୟ ୫ ମେଡିକାଲ କଲେଜକୁ ୧୦୦୦!-->…
