Browsing Category

Llifestyle

ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ଶକ୍ତିଶାଳୀ ହେଲା ବାୟୁସେନା, ଆରମ୍ଭ ହେଲା ରାଫେଲ ଯୁଗ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୯ : ଭାରତୀୟ ବାୟୁସେନାରେ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଗୁରୁବାର ଆନୁଷ୍ଠାନିକ ଭାବେ ସର୍ବଧର୍ମ ପୂଜା ପରେ ସାମିଲ କରାଯାଇଛି। ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ

ଜାନୁଆରୀରୁ ଅଷ୍ଟ୍ରେଲିଆର ସବୁ ଦେଶବାସୀଙ୍କୁ ମାଗଣା କରୋନା ଟୀକା : ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଗ୍ ହଣ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଆଡ଼ିଲେଡ଼ ୦୮/୦୯ : ଆସନ୍ତା ଜାନୁଆରୀ ମାସରୁ ଅଷ୍ଟ୍ରେଲିଆରେ ଦେଶବାସୀଙ୍କୁ ଦିଆଯିବ କରୋନା ଟୀକା । ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଗ୍ ହଣ୍ଟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜାନୁଆରୀରେ ଅଷ୍ଟ୍ରେଲିଆରେ କରୋନା ଟୀକା ମିଳିଯିବ ଏବଂ ଏହି

ଭୋଡାଫୋନ- ଆଇଡିଆର ମିଶ୍ରଣ : ବ୍ରାଣ୍ଡ “ଭିଆଇ” ନାମରେ ପରିଚିତ ହେବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରିଛନ୍ତି। ଭୋଡାଫୋନ୍ ଆଇଡିଆ ବର୍ତ୍ତମାନ ବଜାରରେ ଭିଆଇ(vi ) ଭାବରେ ପରିଚିତ ହେବେ। ଭୋଡାଫୋନ ପାଇଁ ‘ଭି’ ଓ ଆଇଡିଆ ପାଇଁ ‘ଆଇ’ ରଖାଯାଇଛି।

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବୀ ନେଇ ରାଜ୍ୟର ୩୧୪ ବ୍ଲକକୁ ଯୁବକଙ୍କ ପଦଯାତ୍ରା

ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯: ଓଡ଼ିଶାକୁ ସ୍ୱତ୍ୱନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆଜିକୁ ୪୨୨ ଦିନ ହେବ ଓଡ଼ିଶାର ୩୧୪ ବ୍ଲକକୁ ପଦଯାତ୍ରା କରୁଛନ୍ତି ଜଣେ ଯୁବକ । ସତ୍ୟବ୍ରତ ଦାସ ଆଜିକୁ ୪୨୨ଦିନ ତଳେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ନିଜ ପଦ ଯାତ୍ରା ଆରମ୍ଭ

କଟକ ପୁଲିସ୍‌ର ପ୍ରଥମ କରୋନା ମୃତ୍ୟୁ : ଆଖି ବୁଜିଲେ କନଷ୍ଟେବଳ ଦିବାକର ସେଠୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୭/୦୯: ପ୍ରଥମ ଥର ପାଇଁ କଟକ କମିସନରେଟ୍‌ ପୁୁଲିସ୍‌ରେ ମୁଣ୍ଡ ନେଇଛି କରୋନା । କଟକରେ କରୋନା ମୁକାବିଲାରେ ନିୟୋଜିତ ଲାଲବାଗ ଥାନା କନେଷ୍ଟବଳ ଦିବାକର ସେଠୀ (୫୦) ଶେଷରେ କରୋନା ସଂକ୍ରମଣରେ ଆଖି ବୁଜିଛନ୍ତି । କରୋନା ଯୋଦ୍ଧା ଦିବାକର ସଂକ୍ରମିତ ହେବା ପରେ

ପୁରୀ ସ୍ୱର୍ଗଦ୍ୱାର ପରେ ଏବେ ମହାପ୍ରଭୁଙ୍କ ମହାପ୍ରସାଦ ଉପରେ ଲାଗିଲା କଟକଣା: ଏଣିକି ଜିଲ୍ଲା ବାହାର ଲୋକଙ୍କ ପାଇଁ…

ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ପୁରୀ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ହୋଇଛି । । କରୋନା ସଂକ୍ରମଣ ରୋକିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଜରୁରୀ ବୈଠକ କରାଯାଇ ଏଣିକି ପୁରୀଜିଲ୍ଲା ବାହାର ଲୋକଙ୍କ ପାଇଁ

ନିବେଶକଙ୍କ ଆକଳନ: ୭୦ ହଜାର ନୁହେଁ ବରଂ ଦିପାବଳୀ ସୁଦ୍ଧା ୬୦ ହଜାର ଛୁଇଁପାରେ ସୁନା ଦର ! ! ବର୍ତ୍ତମାନ ସୁନାରେ ନିବେଶ…

ନୂଆଦିଲ୍ଲୀ/ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ସୁନା ଦାମ୍ ଏବେ ୧୦ ପ୍ରତିଶତ ତଳକୁ ଖସିଆସିଛି । ତେବେ ଆକଳନ କରାଯାଉଛି କି ଦିପାବଳୀ ସୁଦ୍ଧା ସୁନା ଦାମ୍ ୬୦ ହଜାର ଟଙ୍କା ଟପିପାରେ । ତେଣୁ ଏବେ ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ଏହା ସବୁଠାରୁ ଉତ୍ତମ ସମୟ ।

‘ଫେସ୍ ମାସ୍କ ଏଟିଏମ୍, ୫ଟଙ୍କିଆ କଏନ୍ ପକାଇ ପାଇପାରିବେ ସୁତାର ମାସ୍କ

କଳିଙ୍ଗ ଜ୍ୟୋତି ବ୍ୟୁରୋ ସାହାରନପୁର ୦୭/୦୯ : କରୋନା ଭାଇରସ୍ ପାଇଁ ସାରା ବିଶ୍ବ ଆତଙ୍କିତ ହୋଇ ପଡିଛି। ସାମାଜିକ ଦୂରତ୍ବ ଏବଂ ମାସ୍କ ବ୍ୟବହାର ପାଇଁ ସରକାର ଦେଉଛନ୍ତି ପରାମର୍ଶ। କରୋନା ସଂକ୍ରମଣକୁ ଦୂର କରିବା ପାଇଁ ମାସ୍କ ଖୁବ୍ ଦରକାରୀ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର

ପ୍ରକାଶ ପାଇଲା ଆଇପିଏଲ୍-୨୦୨୦ କ୍ରୀଡ଼ା ସୂଚୀ: ଉଦ୍ଘାଟନୀ ମ୍ୟାଚରେ ଧୋନୀ-ରୋହିତ ମୁକାବିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ବହୁ ପ୍ରତୀକ୍ଷିତ ଆଇପିଏଲ୍ ଲାଗି ଜାରି ହୋଇଛି କ୍ରୀଡ଼ା ସୂଚୀ । ଆସନ୍ତା ୧୯ ତାରିଖରେ ଏହାର ଉଦ୍‌ଘାଟନୀ ମ୍ୟାଚ । ଧୋନୀଙ୍କ ଚେନ୍ନଇ ସୁପରକିଙ୍ଗସ ସହ ରୋହିତଙ୍କ ମୁମ୍ବାଇ ଇଣ୍ଡିଆ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଆବୁଧାବୀରେ ଏହି ମ୍ୟାଚ୍

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବୋମାରେ ଉଡ଼ାଇ ଦେବାକୁ ଦାଉଦ୍ ର ଧମକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଛି । ସୂଚନାଅନୁସାରେ ଉଦ୍ଧବଙ୍କ ବାସଭବନ ‘ମାତୋଶ୍ରୀ’ର ଲ୍ୟାଣ୍ଡ ଲାଇନକୁ ଦୁବାଇରୁ ୨ଥର ଫୋନ ଆସିଛି । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦାଉଦ ଇବ୍ରାହିମ୍ ର ଲୋକବୋଲି
error: Content is protected !!
Open chat