Browsing Category
Llifestyle
ଯାଜପୁର: ବିପଦ ସଂକେତ ତଳକୁ ଜଳସ୍ତର ଖସୁଛି ହେଲେ ଦୁର୍ଦ୍ଦଶା ବଢି ବଢି ଚାଲିଛି – ଜିଲ୍ଲା ବନ୍ୟା ପରିଚାଳନା…
ଯାଜପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮: ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀ ଆଦି ନଦୀ ମାନଙ୍କରେ ଜଳ ପତନ କ୍ରମଶଃ ବିପଦ ସଂକେତ ତଳକୁ ଖସିବାରେ ଲାଗିଛି । ଫଳରେ ନଦୀ କୂଳିଆ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ହେଲେ ଖାଦ୍ୟ, ପାନୀୟ ଜଳ ଅଭାବ ବନ୍ୟା!-->…
ରାଜଗାଙ୍ଗପୁର: ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଜଣେ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ! ! ଆସନ୍ତା ୪୮…
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୩୧/୦୮ : ମହାମାରୀ କରୋନା ନିର୍ଭୟ ରେ ଦେଖାଇ ଚାଲିଛି ତା କରାମତି । ସମୟ ବଢିବା ସହିତ କରୋନାର କାୟା ମଧ୍ୟ ବଢି ବଢି ଚାଲିଛି । ଲକଡାଉନ, ସଟଡାଉନ, ସାମାଜିକ ଦୂରତା ସବୁ ତା ଆଗରେ ହାର ମାନିଛି । ଦିନକୁ ଦିନ ସହରରେ କରୋନାରେ!-->…
ମୁଭି ମାଫିଆଙ୍କ ଠାରୁ ମୋତେ ଅଧିକ ମୁମ୍ୱାଇ ପୁଲିସ୍ଙ୍କୁ ଡ଼ର : କଙ୍ଗନା ରଣାୱତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୩୧/୦୮: ବଲିଉଡ୍ ସହ ଡ୍ରଗ୍ କନେକ୍ସନକୁ ନେଇ ଅନେକ କଥା ଅଭିନେତ୍ରୀ କଙ୍ଗନା ରଣାୱତ କହିଛନ୍ତି । କଙ୍ଗନା କହିଛନ୍ତି ତାଙ୍କୁ ବହୁତ ଜଣଙ୍କ ନାଁ ଜଣାଅଛି । ଯାହାଙ୍କର ଡ୍ରଗ୍ କନେକ୍ସନ ରହିଛି ।
!-->!-->!-->…
ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮: ଆଜି ମୁଖ୍ୟମନ୍ତ୍ରୀ ନିଜେ ବନ୍ୟାଞ୍ଚଳ ପରିଦର୍ଶନ କରିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ବନ୍ୟାଞ୍ଚଳରେ ଉଦ୍ଧାର ଓ!-->…
ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ ପାଇଁ ବିଧାୟକଙ୍କୁ ନବୀନଙ୍କ ନିର୍ଦ୍ଦେଶ
ପରୀକ୍ଷା ଦେଉଥିବା ସବୁ ପିଲା ଆମ ପରିବାରର, ସେମାନଙ୍କ ସାଥୀରେ ରୁହ: ଦଳୀୟ ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ବିଜୁ ଜନତା ଦଳ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭରଚ୍ୟୁଆଲ ପରାମର୍ଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୮: ବିଜୁଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ!-->!-->!-->!-->!-->…
ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ
ଯାଜପୁର/ବିଂଝାରପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ବିଂଝାରପୁର ବ୍ଳ୍କର କଲ୍ୟାଣପୁର ଓ ରଣପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ!-->…
ସମ୍ଭାବିତ ବନ୍ୟା ଦୃଷ୍ଟିରୁ ଜନସାଧାରଣଙ୍କୁ ଅଧିକ ପ୍ରସ୍ତୁତ ଓ ସତର୍କ ରହିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…
ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଦଳର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ
ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଜନସାଧାରଣଙ୍କୁ ଆହୁରି!-->!-->!-->…
ଜାତୀୟ କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଦାନ କଲେ ‘ଜାତୀୟ କ୍ରୀଡା ପୁରସ୍କାର’…
ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ଜାତୀୟ କ୍ରୀଡା ଦିବସ ଅବସରରେ ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ ମାଧ୍ୟମରେ କରାଯାଇଥିଲା ।!-->…
୬୫, ୦୦୦ ଟଙ୍କା ପାଉଣା ସହ ଅନୁମୋଦନ ଲାଗି ଅଯୋଧ୍ୟା କର୍ତ୍ତୃପକ୍ଷଙ୍କ ପାଖରେ ମନ୍ଦିର ମାଷ୍ଟର୍ ପ୍ଲାନ୍ ଦାଖଲ କଲା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୩୦/୦୮ : ଆବଶ୍ୟକୀୟ ଅନୁମୋଦନ ନିମନ୍ତେ ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ ‘ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ’ଙ୍କ ନିକଟରେ ୬୫ ହଜାର ଟଙ୍କାର ପାଉଣା ସହ ରାମ ମନ୍ଦିରର ମାଷ୍ଟର୍ ପ୍ଲାନ୍ ଦାଖଲ କରିଛି।
ପ୍ରାପ୍ତ ରିପୋର୍ଟ!-->!-->!-->!-->!-->…
ତାଜିଆ ଶୋଭାଯାତ୍ରା ନିମନ୍ତେ ମୁମ୍ବାଇ ହାଇକୋର୍ଟର ଅନୁମତି, ସାମିଲ ହେବେ ସର୍ବାଧିକ ୫ ଜଣ ଲୋକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୮:ମୁମ୍ବାଇ: ମହରମ୍ ସମୟରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଦେଇଛନ୍ତି ମୁମ୍ବାଇ ହାଇକୋର୍ଟ । ଏହା ସହ ଏହି ଶୋଭାଯାତ୍ରାରେ ସର୍ବାଧିକ ୫ ଜଣ ଲୋକ ସାମିଲ ହୋଇ ପାରିବେ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଦିନକ ତଳେ ଏ ସଂକ୍ରାନ୍ତର ଏକ ମାମଲାର!-->…