Browsing Category
Llifestyle
ସିବିଆଇ ପଞ୍ଝାରେ ରିୟା,ଆଇପିଏସ ଅଧିକାରୀ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠନ କଲା ସିବିଆଇ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଔପଚାରିକ ଭାବେ ଏଫଆଇଆର ରୁଜ୍ଜୁ କରିଛି | ସିବିଆଇ ଦ୍ୱାରା ଏହି ମାମଲାରେ ଏକ ଏସଆଇଟି ଗଠନ କରାଯାଇଛି | ମାମଲାରେ ଗୁଜରାଟ କ୍ୟାଡର ଆଇପିଏସ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି!-->…
ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପରେ ମୁସଲିମ ନେତାଙ୍କ ଧମକ, “ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବୁ”
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: ରାମ ନଗରୀ ଅଯୋଧ୍ୟାରେ ବହୁ ବର୍ଷ ପରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ହେବାର ଦିନେ ପରେ ଅଲ ଇଣ୍ଡିଆ ଇମାମ ଏସୋସିଏସନ ଅଧ୍ୟକ୍ଷ ଉତ୍ୟକ୍ତ ବୟାନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଶିଳାନ୍ୟାସ କଲାପରେ ଏସୋସିଏସନ!-->…
ବୁର୍ଲା, ଭୀମସାର : ୭୦ ଡ଼ାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ – ଅଗଷ୍ଟ ୧୨ ପର୍ଯ୍ୟନ୍ତ ମେଡ଼ିସିନ…
ସମ୍ବଲପୁର/ବୁର୍ଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ବୀର ସୁୁୁୁରେନ୍ଦ୍ର ସାଏ ମେଡିକାଲ କଲେଜ (ଭୀମସାର), ବୁର୍ଲା ମେଡ଼ିସିନ ବିଭାଗର ୯ ଜଣ ଡ଼ାକ୍ତର ଗତ ମଙ୍ଗଳବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଡ଼ାକ୍ତର ମାନଙ୍କ ସଂସ୍ପର୍ଶରେ ଆସିଥିବା ୭୦ ଜଣ ଡ଼ାକ୍ତରଙ୍କୁ!-->…
କରୋନା ପରେ ପୁଣି ଆଉ ଏକ ନୂଆ ଚାଇନା ଭାଇରସ କାୟା ମେଲେଇଲାଣି : ଚୀନରେ ୭ ମୃତ, ୬୦ ଅସୁସ୍ଥ – ପୋକ କାମୁଡିବା…
ନୂଆଦିଲ୍ଲୀ/ବେଜିଂ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮: କରୋନା ପରେ ପୁଣି ଆଉ ଏକ ନୂଆ ଚାଇନା ଭାଇରସ କାୟା ମେଲେଇଲାଣି। ଚୀନରେ ଏହି ଭାଇରସ୍ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ ଜଣ ଲୋକ ଅସୁସ୍ଥ ଅଛନ୍ତି । ଗ୍ଲୋବାଲ ଟାଇମ୍ସ ଖବର ଅନୁଯାୟୀ ପୂର୍ବ ଚୀନ୍ର!-->…
ଗାଈଠାରୁ ଟ୍ରାକ୍ଟର ଜରିଆରେ କ୍ଷୀର ବାହାର କରାଯାଉଥିବା ଭାଇରାଲ ଭିଡିଓ : ଆଶ୍ଚର୍ଯ୍ୟ ଚକିତ ହେଲେ ବ୍ୟବସାୟୀ ଆନନ୍ଦ…
ବାଙ୍ଗାଲୁରୁ/ମୁମ୍ବଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ମଜାଦାର ଭିଡିଓ ଶେୟାର କରିଥାନ୍ତି। ନିକଟରେ ଟ୍ରାକ୍ଟର ଜରିଆରେ ଗାଈଠାରୁ କ୍ଷୀର ବାହାର କରୁଥିବା ଫଟୋ ଶେୟାର କରିଛନ୍ତି। ଏବେ ଏହି ଭିଡିଓଟି ବେଶ୍ ଭାଇରାଲ!-->…
ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା : ଆଦିତ୍ୟ ଠାକରେଙ୍କ ମନ୍ତବ୍ୟକୁ ନେଇ ପାଲଟା ଆକ୍ରମଣ କଲେ କଙ୍ଗନା ରାଣାଓ୍ବତ
ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ନିଜ ବିରୋଧରେ ଆସିଥିବା ଅଭିଯୋଗର ଜବାବରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ମାମଲାରେ ସଡ଼କଛାପ ରାଜନୀତି ଚାଲିଛି। ଏହି ମାମଲା ମାଧ୍ୟମରେ ପରିବାର!-->…
ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : ଜମ୍ମୁ-କାଶ୍ମୀର : ବୈଷ୍ଣୋ ଦେବୀ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏବେ ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଜମ୍ମୁ-କାଶ୍ମୀର ପ୍ରଶାସନ ଦୀର୍ଘ ସମୟ ଧରି ବନ୍ଦ ରଖିଥିବା ଧାର୍ମିକସ୍ଥଳକୁ ଆସନ୍ତା ଅଗଷ୍ଟ!-->…
ଶ୍ରଦ୍ଧାଳୁଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନେଇ ଚାଲିଛି ବିଚାର-ବିମର୍ଷ : କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ଭକ୍ତଙ୍କ…
ଶ୍ରୀମନ୍ଦିର ପରିଚାଳନା କମିଟି ନିକଟରେ ପ୍ରସ୍ତାବ : ପରବର୍ତ୍ତି କାର୍ଯ୍ୟକାରିଣୀ ବୈଠକରେ ମିଳିପାରେ ମଞ୍ଜୁରୀ,
ମହାପ୍ରଭୁଙ୍କ ଦର୍ଶନ ଲାଗି ଅନଲାଇନ୍ ପଞ୍ଜିକରଣ ପ୍ରସ୍ତାବ।
ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଲାଗି କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ଭକ୍ତଙ୍କ ପାଇଁ ପ୍ରମାଣପତ୍ର ଦାଖଲ!-->…
ନାରୀ ଶକ୍ତି ହାତରେ କାଶ୍ମୀରର ସୁରକ୍ଷା ଭାର : ଏଲଓସିରେ ପ୍ରଥମ ଥର ନିୟୋଜିତ ହୋଇଛନ୍ତି ମହିଳା ସୈନିକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଶତ୍ରୁ ଛାତିରେ ତାଣ୍ଡବ କରିବେ ନାରୀଶକ୍ତି । ପରାକ୍ରମୀ ମହିଳା ଯବାନଙ୍କ ହାତରେ ଦେଶର ସୁରକ୍ଷା କମାଣ । ଏଲଓସିରେ ପ୍ରଥମ ଥର ପାଇଁ ମୁତୟନ ହେଲେ ମହିଳା ଯବାନ । କାଶ୍ମୀରକୁ!-->…
କରୋନା ଭୂତାଣୁକୁ ନେଇ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରିଥିବାରୁ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଲା ଟ୍ବିଟର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ୱାଶିଂଟନ୦୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଛି ଟ୍ବିଟର। ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଯାଇଛି। କରୋନା ଭୂତାଣୁକୁ ନେଇ ଟ୍ରମ୍ପ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ଶେୟାର!-->…
