Browsing Category
Llifestyle
ରାଜ୍ୟବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ : ଆସନ୍ତାକାଲି ସଂଧ୍ୟା ୬ଟାରେ କୋଭିଡ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, ଆସନ୍ତାକାଲି ବୁଧବାର, ସଂଧ୍ୟା ୬ଟାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ସମସ୍ତ ରାଜ୍ୟବାସୀ ଏକ ମିନିଟ ନୀରବ ପ୍ରାର୍ଥନା!-->…
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା : ଏଇ ମାସ ତୃତୀୟ ସପ୍ତାହ ବେଳକୁ +୨ ବିଜ୍ଞାନ ଓ ବାଣିଜ୍ୟ ଏବଂ ଅଗଷ୍ଟ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : କରୋନା ଯୋଗୁଁ ଚଳିତ ବର୍ଷ ଯୁକ୍ତ ଦୁଇ ଖାତା ଦେଖା ବିଳମ୍ବିତ ହୋଇଛି । ସେଥପାଇଁ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଛି । ହେଲେ ଖାତା ଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଗଷ୍ଟ ତୃତୀୟ ସପ୍ତାହ ବେଳକୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ!-->…
ସର୍ବଭାରତୀୟ ଲୋକସେବା ପରୀକ୍ଷାଫଳ ପ୍ରକାଶିତ : କୃତକାର୍ଯ୍ୟ ହେଲେ ୮୨୯ ଜଣ ପରୀକ୍ଷାର୍ଥୀ, ଟପଟେନରେ ଓଡ଼ିଶାରୁ ୨ ଜଣ
ଭୁବନେଶ୍ୱର / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଆଇଏଏସ୍, ଆଇପିଏସ୍, ଆଇଆର୍ଏସ୍, ଆଇଏଫ୍ଏସ ଆଦି ବିଭିନ୍ନ ସର୍ବଭାରତୀୟ ସେବା ବର୍ଗରେ ନିଯୁକ୍ତି ଲାଗି ଭାରତୀୟ ଲୋକସେବା ଆୟୋଗ ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ସମୁଦାୟ!-->…
ବାସୁଦେବପୁର : ପାରିବାରିକ ବିବାଦ ଓ ଜମିବାଡି ଭାଗବଣ୍ଟ।କୁ କେନ୍ଦ୍ରକରି ଯୁବକଙ୍କୁ ନୃଶଂସ ହତ୍ୟା ଅଭିଯୋଗ
ବାସୁଦେବପୁର/ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୪/୦୮ : ବାସୁଦେବପୁର ବ୍ଲକ ଅନ୍ତର୍ଗତ କୁମାରପୁରରେ ପାରିବାରିକ ବିବାଦ ତଥା ଜମିବାଡି ଭାଗବଣ୍ଟ।କୁ କେନ୍ଦ୍ରକରି ଜଣେ ମତ୍ସ୍ଯଜୀବି ଯୁବକଙ୍କୁ ପିଟି ପିଟି ଅତିନୃଶଂସ ଭାବେ ହତ୍ୟା କରାଯାଇଥିବା ନେଇ ପାରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର!-->…
ସାବଧାନ !! ଚାଇନାରୁ ଆସୁଛି ରହସ୍ୟମୟ ମଞ୍ଜି : ଘାରୁଛି ଚୀନ ପ୍ରାୟୋଜିତ ଆଉ ଜୈବ ଆତଙ୍କବାଦର ଭୟ !
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଚୀନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଥିବାବେଳେ ଚୀନ ଆଉ ଏକ କାରସାଦି ଆରମ୍ଭ କରିଛି । ବିଭିନ୍ନ ଦେଶର ଲୋକମାନେ ପାର୍ସଲ ମାଧ୍ୟମରେ ଏକ ରହସ୍ୟମୟ ମଞ୍ଜି ପାଉଛନ୍ତି । ଏହି ପାର୍ସଲ ଚୀନରୁ ଆସୁଥିବା କୁହାଯାଉଛି ।!-->…
କିନ୍ନରମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ରିପୋର୍ଟ ତଲବ କଲେ ଜାତୀୟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ୦୪/୦୮ : ନୂଆଦିଲ୍ଲୀ: ଦେଶରେ କିନ୍ନରମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବିକ ଅଧିକାର କମିସନ୍ ରିପୋର୍ଟ ମାଗିଛି।
!-->!-->!-->!-->!-->…
ଅଯୋଧ୍ୟାର ନୂଆ ରେଳ ଷ୍ଟେସନ ରାମ ମନ୍ଦିରର ଭ୍ରମ ସୃଷ୍ଟି କରିବ : ରେଳ ବିଭାଗ ମନ୍ତ୍ରୀ ପିୟୁଷ ଗୋୟଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮:ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଭୂମିପୂଜନ ହେବ । ଏଥି ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଏଠାରେ ଅତ୍ୟାଧୁନିକ ସେବା ଯୋଗାଇବା ପାଇଁ ରେଳବାଇ ମଧ୍ୟ ପ୍ରସ୍ତୁତ ହୋଇଛି । ରେଳବାଇ ରେଳଷ୍ଟେସନ!-->…
ଦେଶର ଶ୍ରେଷ୍ଠ କରୋନା ଡ୍ୟାସବୋର୍ଡ ମାନ୍ୟତାରେ ଓଡ଼ିଶାର କରୋନା ଡ୍ୟାସବୋର୍ଡ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୮ : ଦୀର୍ଘ ତିନି ଚାରି ମାସ ଧରି କରୋନା ମହାମାରୀ ଭିତରେ ବଞ୍ଚିବା ଯେତିକି କଷ୍ଟକର ହୋଇଛି ଏ ସଂକ୍ରାନ୍ତ ତଥ୍ୟ ଓ ସୂଚନା ପାଇବା ପାଇଁ ମଧ୍ୟ ଲୋକଙ୍କ ଆଗ୍ରହ ସେତିକି ବଢ଼ିଛି। ଆଉ କୋଭିଡ୍ ଡାଟା ଯୋଗାଇବାରେ ଓଡ଼ିଶା ଡ୍ୟାସବୋର୍ଡଟି ଏବେ ସମସ୍ତଙ୍କର!-->…
ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮ : ଆସନ୍ତା ୮ ତାରିଖରୁ ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ ଏହାର ନିର୍ଦ୍ଦେଶବାଳୀରେ କହିଛି, ବିମାନ ଯାତ୍ରା ପାଇଁ ଯୋଜନା କରିବା ପୂର୍ବରୁ ସମସ୍ତ!-->…
ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ବିହାର ବିଧାନସଭାରେ ସିବିଆଇ ତଦନ୍ତ ଦାବି ସବୁ ଦଳର ବିଧାୟକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପାଟନା ୦୪/୦୮: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସୋମବାର ଦିନ ବିହାର ବିଧାନସଭାରେ ଉଠାଯାଇଥିଲା | ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ଓ ବିଧାୟକ ନିରାଜ ସିଂହ ବବ୍ଲୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି | ନିରାଜ ସିଂହଙ୍କ ଛଡା ଆରଜେଡିର!-->…
