Browsing Tag

publish

ଆଉ ୫୪ଟି ଚାଇନିଜ ଆପ୍‍ ରଦ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୧୪/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପୁଣି ଥରେ ଦେଶରେ ରଦ୍ଦ ହେଲା ଚାଇନିଜ୍‍ ଆପ। କେନ୍ଦ୍ର ସରକାର ଏଥର ପ୍ରାୟ ୫୪ଟି ଚାଇନିଜ୍‍ ଆପ୍‍ ରଦ୍ଦ କରିଛନ୍ତି। ସମସ୍ତ ଆପ୍‍ ଗୁଡିକର ତାଲିକା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ପଡିନାହିଁ। ମାତ୍ର ସରକାର ସେହି ୫୪ଟି ଆପ୍‍ ଉପରେ ପ୍ରତିବନ୍ଧକ

କଟକଣା ଲଗାଇଲେ ରାଜ୍ୟ ନିର୍ବାଚନ : ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ୪୮ ଘଣ୍ଟା ପାଇଁ କଟକଣା

ଭୁବନେଶ୍ବର ୧୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପଞ୍ଚାୟତ ନିର୍ବାଚନବେଳେ ବିବାଦୀୟ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ

୧୦୦୦ ପଏଣ୍ଟ୍‌ କ୍ରାସ୍‌ କଲା ସେନ୍‌ସେକ୍ସ୍‌; ୬% ହ୍ରାସ ପାଇଲା ଜମାଟୋ ସେୟାର୍‌

ମୁମ୍ବାଇ ୧୧/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବିଶ୍ବ ବଜାରରେ ମୁଖ୍ୟତଃ ‘ଆଇଟି’ ଏବଂ ଆର୍ଥିକ ଷ୍ଟକ୍‌ର ଦୁର୍ବଳ କାରବାର ଚାଲିଥିବା କାରଣରୁ ଆଜି ସେୟାର୍‌ ମାର୍କେଟ୍‌ରେ କାରବାର ଆରମ୍ଭ ହେବା ପରେ ପରେ ସେନ୍‌ସେକ୍ସ୍‌ ପ୍ରାୟ ୧୦୦୦ କ୍ରାସ୍‌ କରିଛି। ପ୍ରାରମ୍ଭିକ କାରବାରରେ ୫୭,୯୪୬.୦୨ରେ ଥାଇ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ

ରାଜଗାଙ୍ଗପୁର ୧୧/୦୨/୨୦୨୨ କଳିଙ୍ଗ ଜ୍ୟୋତି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସୁନ୍ଦରଗଡ଼ ଅତିରିକ୍ତ

୨୮ରୁ ସ୍କୁଲକୁ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା

ଭୁବନେଶ୍ବର ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଦଳିଲା ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି । ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବୃଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ଯଦି ପୂର୍ବ ନିର୍ଦ୍ଧାରିତ

ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ଭତ୍ତା, ରାସନ ଓ ଆବାସ ବନ୍ଦ: ପ୍ରମିଳା ମଲିକ

ଯାଜପୁର ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି :  ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ ବୋଲି ଭୋଟରଙ୍କୁ ସିଧାସଳଖ କହିଛନ୍ତି ବିଂଝାରପୁର ବିଧାୟିକା ପ୍ରମିଳା ମଲିକ। ପ୍ରମିଳାଙ୍କ ଏଭଳି ବକ୍ତବ୍ୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି

ବଂଶବାଦୀ ରାଜନୀତି ଗଣତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଂଶବାଦୀ ରାଜନୀତି ଗଣତନ୍ତ୍ର ପାଇଁ ବିପଦ। ଏଭଳି ରାଜନୀତି ରାଷ୍ଟ୍ର ହିତରେ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୨୪ ଘଣ୍ଟାରୁ କମ୍‌ ସମୟ ପୂର୍ବରୁ ଏଏନ୍‌ଆଇକୁ ସାକ୍ଷାତକାର

ଟେସ୍‌ଲାକୁ କେନ୍ଦ୍ରର କଡ଼ା ଜବାବ : ଭାରତରେ ବଜାର, ଚୀନ୍‌ରେ ନିଯୁକ୍ତି ଅସମ୍ଭବ

ନୂଆଦିଲ୍ଲୀ ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଆମେରିକୀୟ ଇଲେକ୍ଟ୍ରିକ୍‌ ଯାନ ନିର୍ମାତା ଟେସ୍‌ଲା ଭାରତରେ କାରବାର କରିବ ଆଉ ଚୀନ୍‌ରେ ନିଯୁକ୍ତି ଦେବ ତାହା ସମ୍ଭବ ନୁହେଁ । କେନ୍ଦ୍ରମନ୍ତ୍ରୀ କ୍ରିଶନ ପାଲ ଗୁରଜାର ଏହା କହିଛନ୍ତି । ଭାରତରେ ଉତ୍ପାଦନ ନ କଲେ କମ୍ପାନିକୁ ଟିକସ ଛାଡ଼ର ପ୍ରଶ୍ନ

ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସିବେ। ସେ

ମହାଭାରତର ‘ଭୀମ’ଙ୍କ ପରଲୋକ

ନୂଆଦିଲ୍ଲୀ ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଲିଉଡ ଅଭିନେତା ପ୍ରବୀଣ କୁମାର ସୋବିତଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ମହାଭାରତ’ର ଭୀମ ଭୂମିକାରେ ଅଭିନୟ କରିଥିଲେ ପ୍ରବୀଣ । ପ୍ରବୀଣ ଭୀମ ଭୂମିକାରେ ଅଭିନୟ କରି ଘରେ ଘରେ ନିଜର ପରିଚୟ
error: Content is protected !!
Open chat