Browsing Category
Breaking News
ଅନଲକ୍-୪: ଭାରତୀୟ ରେଳବାଇ ଦେଶରେ ଆଉ ୧୦୦ ଯୋଡା ନୂଆ ‘ସ୍ପେଶାଲ ଟ୍ରେନ’ ଚଳାଇବାକୁ ପ୍ରସ୍ତୁତ ହେଉଛି
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : କରୋନା ଭାଇରସ୍ ସଙ୍କଟ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଭାରତୀୟ ରେଳବାଇ ଅନଲକ୍-୪ରେ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛି । ରେଳବାଇ ପ୍ରାୟ ୧୦୦ଟି ନୂଆ ସ୍ପେଶାଲ୍ ଟ୍ରେନ୍ ଚଳାଇବାକୁ!-->…
ଅଲବିଦା ପ୍ରଣବ ଦା’: ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯ : ଆଜି ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ୧୦, ରାଜାଜୀ ମାର୍ଗ ସ୍ଥିତ ବାସଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ!-->…
ଭଦ୍ରକ ଜିଲ୍ଲା ଆରଡ଼ି ପଞ୍ଚାୟତରେ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ଥାନୀୟ ସରପଞ୍ଚ
ଭଦ୍ରକ/ଆରଡ଼ି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯ : ଗତ ଲଘୁଚାପରେ ସ୍ଥାନୀୟ ଅଞ୍ଚଳ ଏବଂ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ, ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ଭଦ୍ରକ ଜିଲ୍ଲାର ଜଳଦେଶ ଭାବେ ପରିଚିତ, ଚାନ୍ଦବାଲି ବ୍ଲକ, ଆରଡ଼ି ଅଞ୍ଚଳର ୧୪ଟି ପଞ୍ଚାୟତରେ!-->…
ରାଜଗାଙ୍ଗପୁର ସହର ନିକଟସ୍ଥ ଜୋରୁମାଲ ରେଲୱେ ବ୍ରୀଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର !
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୧/୦୯ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ନିକଟସ୍ଥ ଜୋରୁମାଲ ରେଲୱେ ବ୍ରୀଜ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଆଜି ରାଜଗାଙ୍ଗପୁର ପୋଲିସ ଉଦ୍ଧାର କରିଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ଲିପିଲୋଇ ଝୁମ୍ପୁଡିପଡ଼ାର ବିଜୟ!-->…
ଆଜି ପୂର୍ବତନ ରାଷ୍ଟ୍ରପତି ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ଦେହାନ୍ତ
ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ : ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା ।
ରାଷ୍ଟ୍ରପତି ରାମନାଥ କୋବିଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା,!-->!-->!-->…
‘ରାଜଧାନୀ ଦଶହରା ୨୦୨୦’: ଆଲୋକମାଳା ତଥା ତୋରଣ ଏବଂ ରାବଣ ପୋଡ଼ି ନେଇ କଟକଣା – ଏ ବର୍ଷ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮ : ଚଳିତବର୍ଷ କରୋନା ମହାମାରୀ ପ୍ରକୋପ କାରଣରୁ ରାଜଧାନୀ ଭୁବନେଶ୍ୱରରେ ନିରାଡମ୍ବର ଭାବେ ପାଳନ ହେବ ଦୁର୍ଗାପୂଜା । ଭୁବନେଶ୍ୱରରେ ଆଡମ୍ବର ଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ!-->…
ରାଜଗାଙ୍ଗପୁର: ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଜଣେ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ! ! ଆସନ୍ତା ୪୮…
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୩୧/୦୮ : ମହାମାରୀ କରୋନା ନିର୍ଭୟ ରେ ଦେଖାଇ ଚାଲିଛି ତା କରାମତି । ସମୟ ବଢିବା ସହିତ କରୋନାର କାୟା ମଧ୍ୟ ବଢି ବଢି ଚାଲିଛି । ଲକଡାଉନ, ସଟଡାଉନ, ସାମାଜିକ ଦୂରତା ସବୁ ତା ଆଗରେ ହାର ମାନିଛି । ଦିନକୁ ଦିନ ସହରରେ କରୋନାରେ!-->…
ବିଜେଡିର ବରିଷ୍ଠ ନେତା ତଥା ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରୋନା ଆକ୍ରାନ୍ତ: ଟେଷ୍ଟ ରିପୋର୍ଟ ପଜିଟିଭ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮: ବିଜେଡିର ବରିଷ୍ଠ ନେତା ତଥା ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ବିଧାୟକ ଶ୍ରୀ ମିଶ୍ରଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । କୌଣସି ଲକ୍ଷଣ ନଥିବା କାରଣରୁ!-->…
ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ
ଯାଜପୁର/ବିଂଝାରପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ବିଂଝାରପୁର ବ୍ଳ୍କର କଲ୍ୟାଣପୁର ଓ ରଣପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ!-->…
ଜାତୀୟ କ୍ରୀଡା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଦାନ କଲେ ‘ଜାତୀୟ କ୍ରୀଡା ପୁରସ୍କାର’…
ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ଜାତୀୟ କ୍ରୀଡା ଦିବସ ଅବସରରେ ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ ମାଧ୍ୟମରେ କରାଯାଇଥିଲା ।!-->…