Browsing Category

Llifestyle

ଟ୍ରାଜେଡି କିଙ୍ଗ ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ

ମୁମ୍ବଇ : ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ। ମୁମ୍ବାଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି। ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହିନ୍ଦୁଜା

ଅନ୍‌ଲାଇନ୍ ଠକେଇ ଅଭିଯୋଗ: ୨ ଜଣ ଡିପ୍ଲୋମା ଛାତ୍ର ଗିରଫ, ୧ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : କରୋନା ଭାଇରସ୍ ମହାମାରୀ ସମୟରେ ଡିଜିଟାଲ ପେମେଣ୍ଟ ତଥା ଡିଜିଟାଲ ମାଧ୍ୟମରେ ଅଧିକାଂଶ ଆର୍ଥିକ କାମ କରୁଥିବା ବେଳେ ଏଥିରେ ଅନେକ ଲୋକ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି । ରାଜଧାନୀ ଭୁବନେଶ୍ୱରରୁ ଅନ୍‌ଲାଇନ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ୨ ଜଣ ଡିପ୍ଲୋମା ଛାତ୍ର ଗିରଫ

ଆଧାରକାର୍ଡ ହଜି ଯାଇଛି କି ? ଏଣିକି ବିନା ମୋବାଇଲ ନମ୍ବରରେ ବି ପାଇପାରିବେ ନୂଆ ଆଧାରକାର୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ଘରୋଇ ହେଉ କିମ୍ବା ସରକାରୀ ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ନୁହେଁ । କାରଣ ଆଧାର କାର୍ଡ ଏବେ ପ୍ରତିଟି ଲୋକଙ୍କ ପାଇଁ ପ୍ରମୁଖ ପରିଚୟ ପତ୍ର । ଲୋକମାନେ ଏବେ ଆଧାରକାର୍ଡକୁ ସାଙ୍ଗରେ ଧରି ମଧ୍ୟ ଯାତ୍ରା

ଭାରତରେ ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା: ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ବର: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ହେଲେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ବିଭିନ୍ନ ଚେତାବନୀ ଦେଇସାରିଲେଣି । ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଭଳି ସ୍ଥଳେ ଦେଶରେ

ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ, ୧୫ଦିନରେ ପ୍ରସ୍ତୁତ ହେବ ମୂଲ୍ୟାୟନ ପଦ୍ଧତି…

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ନିକଟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି। ତେବେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ପ୍ରସଙ୍ଗରେ ଓଡ଼ିଶା ସମେତ ସାରା ଦେଶରେ ଦ୍ବନ୍ଦ୍ବ ଲାଗି ରହିଛି। ପରୀକ୍ଷା ବାତିଲ ହେବା ପରେ

ଗାଇଡଲାଇନ୍ ଜାରି କଲା ଡିଆରଡିଓ : ସମସ୍ତଙ୍କୁ ଦିଆଯିବ ନାହିଁ ଆଣ୍ଟି କରୋନା ଔଷଧ ୨-ଡିଜି

ନୂଆଦିଲ୍ଲୀ :  କରୋନା ରୋଗୀଙ୍କ ଉପରେ ୨-ଡିଜି ଔଷଧ ବ୍ୟବହାର କରିବାକୁ ନିର୍ଦ୍ଦେଶ ଜାରି କଲା ଡିଆରଡିଓ। ତେବେ ଅନିୟନ୍ତ୍ରିତ ଡାଇବେଟିସ୍ ଏବଂ ଗମ୍ଭୀର ହୃଦରୋଗ ପୀଡିତ, ରେସ୍ପିରେଟରି ଡିଷ୍ଟ୍ରେସ୍ ସିଣ୍ଡ୍ରୋମ ପୀଡିତଙ୍କୁ ଏହି ଔଷଧ ଦେବା ପୂର୍ବରୁ ସତର୍କତା ରକ୍ଷା କରିବାକୁ କୁହାଯାଇଛି।

‘ଫାଇଜର୍‌’ ଓ ‘ମଡର୍ଣ୍ଣା’କୁ ଆଇନଗତ ସୁରକ୍ଷା ଦେଇପାରନ୍ତି ଭାରତ ସରକାର

ନୂଆଦିଲ୍ଲୀ: ଭାରତରେ ‘ଫାଇଜର୍‌’ ଓ ‘ମଡର୍ଣ୍ଣା’ ଟିକାର ଅନୁମୋଦନ ତ୍ବରାନ୍ବିତ କରିବା ଲାଗି ସରକାର ‘ଇଣ୍ଡେମିନିଟି’ ବା ଆଇନଗତ ସୁରକ୍ଷା ଦେଇପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଉପରୋକ୍ତ କମ୍ପାନି ଉତ୍ପାଦିତ ଟିକା ବ୍ୟବହାରଜନିତ କୌଣସି ସମସ୍ୟା ବା ଦାବିକୁ ଚାଲେଞ୍ଜ୍ କରିବା

ଟିକା ଅଭାବ, ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ୱର ଆଜିଠୁ ପ୍ରାୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ବନ୍ଦ ରହିବ । ଟିକା ଅଭାବ ଯୋଗୁ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ୪୫ ବର୍ଷରୁ ଊଦ୍ଧ୍ୱର୍ ଟିକାକରଣ ପ୍ରକ୍ରିୟାରେ ଓଡିଶାକୁ ଆସିବ ୩ଲକ୍ଷ ୫ ହଜାର ୪ଶହ ୬୦ କୋଭିସିଲ୍ଡ

ମେ ୭ରେ ଶୀର୍ଷରେ ଥିଲା କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ ଏକ ଅଶ୍ଵସ୍ତିକର ଖବର ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। କରୋନା ଏହାର ଶୀର୍ଷ ସ୍ତର ବା ପିକ୍‌କୁ ଅତିକ୍ରମ କରିସାରିଛି। ଗତ ମେ ୭ ତାରିଖରେ କରୋନା ପିକ୍‌ରେ ରହିଥିଲା ଏବଂ ଏହା ପରଠାରୁ ଦେଶରେ ସଂକ୍ରମଣ ହ୍ରାସ ପାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

୫-ଜି ବିରୋଧରେ କୋର୍ଟକୁ ଗଲେ ଅଭିନେତ୍ରୀ ଜୁହି ଚାୱଲା

ନୂଆଦିଲ୍ଲୀ : ଅଭିନେତ୍ରୀ ଜୁହି ଚାୱଲା ପ୍ରତି ପ୍ରସଙ୍ଗ ଉପରେ ନିଜର ମତ ଦେଇଥାନ୍ତି। ଏହା ସହିତ ଲୋକଙ୍କୁ ସୁରକ୍ଷା, ସ୍ବଚ୍ଛତା ଏବଂ ଅନ୍ୟ ଜରୁରୀ ପ୍ରସଙ୍ଗରେ ସଚେତନ କରାଇଥାନ୍ତି। ଭାରତରେ ଖୁବଶୀଘ୍ର ୫-ଜି ଟେକ୍‌ନିକ ଲାଗୁ ହେବାକୁ ଯାଉଛି। ଯହାର କୁପ୍ରଭାବ ପରିବେଶ ସହିତ ଲୋକଙ୍କ
error: Content is protected !!
Open chat