Daily Archives

December 8, 2020

ଟିକା ପାଇଁ କିଛି ସପ୍ତାହର ଅପେକ୍ଷା – ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ

ଦେଶରେ କୋଭିଡ -୧୯ ସଂକ୍ରମଣ ମାମଲା ହ୍ରାସପାଉଛି। ଫଳରେ ଏବେ ଦେଶରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୪ ଲକ୍ଷରୁ କମ୍ ରହିଛି। ଆଜି କରୋନା ମହାମାରୀ ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ…

‘ଭାରତ ବନ୍ଦ’ ଆଂଶିକ ସଫଳ, ଆଜି କୃଷକ ନେତାଙ୍କୁ ଭେଟିବେ ଶାହା, କାଲି ରାଷ୍ଟ୍ରପତିଙ୍କ ଠାରେ ଫେରାଦ ହେବେ ବିରୋଧୀ

କୃଷକ ସଂଗଠନଗୁଡିକ ଦ୍ୱାରା ଆଜି ଦିଆଯାଇଥିବା ଭାରତ ବନ୍ଦ ଆଂଶିକ ସଫଳ ହୋଇଛି। କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇ ଆଇନରେ ପରିଣତ କରିଥିବା ୩ଟି କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କୃଷକମାନେ ଭାରତ ବନ୍ଦ କରିଥିଲେ। ଏହା ସମଗ୍ର ଦେଶରେ ମିଶ୍ରିତ ପ୍ରଭାବ ପକାଇଛି। ଏହି…

ବନ୍ଦ ହେବ ନାହିଁ ଫସଲର ସହାୟକ ମୂଲ୍ୟ ଓ ମଣ୍ଡି; ଚାଷୀମାନେ ବିଭ୍ରାନ୍ତକର ପ୍ରଚାରରୁ ଦୂରେଇ ରୁହନ୍ତୁ: ତୋମାର

ନୂଆଦିଲ୍ଲୀ: ବିଭିନ୍ନ ଫସଲର ସହାୟକ ମୂଲ୍ୟ ସରକାର ବନ୍ଦ କରିବେ ନାହିଁ କିମ୍ବା ମଣ୍ଡି ବ୍ୟବସ୍ଥାର ଉଚ୍ଛେଦ ହେବ ନାହିଁ । କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏପରି ଅପପ୍ରଚାର କରୁଥିବାରୁ ଚାଷୀମାନେ ଏଥିରୁ ଦୂରେଇ ରହିବାକୁ କେନ୍ଦ୍ର…

ନେପାଳର ଘୋଷଣା : ପୂର୍ବାପେକ୍ଷା ବଢ଼ିଛି ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭେରେଷ୍ଟର ଉଚ୍ଚତା

କାଠମାଣ୍ଡୁ: ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭେରେଷ୍ଟର ନୂଆ ଉଚ୍ଚତା ଘୋଷଣା କରିଛି ନେପାଳ । ମଙ୍ଗଳବାର ଉଭୟ ନେପାଳ ଓ ଚୀନ ହିମାଳୟର ଉଚ୍ଚତମ ଶିଖର ଏଭେରେଷ୍ଟର ନୂଆ ଉଚ୍ଚତା ସାର୍ବଜନୀନ କରିଛନ୍ତି । ପୂର୍ବରୁ କରାଯାଇଥିବା ଉଚ୍ଚତାଠାରୁ ଏବେ ଘୋଷିତ ଉଚ୍ଚତା ଅଧିକ । ଏଭେରେଷ୍ଟର ନୂଆ…

ଗଞ୍ଜେଇ ଧରିବାକୁ ଯାଇ ଜବତ କଲେ ଦେଢ଼ କୋଟିର ରତ୍ନପଥର: ଜିତେନ୍ଦ୍ରଙ୍କୁ ବାନ୍ଧିଲା ଏସ୍‌ଟିଏଫ୍

ରାୟଗଡ଼ା,୦୮/୧୨: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଗଞ୍ଜେଇ କାରବାରର ତଦନ୍ତ ପାଇଁ ଯାଇଥିବା ବେଳେ ମିଳିଲା ୨୦ ପ୍ରକାରର ରତ୍ନ ପଥର। ତା ପୁଣି କେଜିଏ କି ଦି କେଜି ନୁହେଁ, ପୂରା ୧୫୧ କେଜି। ଏହାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପୁଲିସ୍‌ କହିଛି। ରାୟଗଡ଼ା ସହରର ଭିଆଇପି ରୋଡ୍‌ରେ…

‘ଡବ୍ଲୁଏଚ୍‌ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶଜ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୀଲ ସୋନି

ନ୍ୟୁୟର୍କ: ଭାରତୀୟ ବଂଶଜ ବୈଶ୍ବିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୀଲ ସୋନିଙ୍କୁ ‘ଦି ଡବ୍ଲୁଏଚ୍‌ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ସହିତ ଏହି ଫାଉଣ୍ଡେସନ୍‌ ସମଗ୍ର ବିଶ୍ବରେ ଉପୁଜୁଥିବା ଗୁରୁତ୍ବର ସ୍ବାସ୍ଥ୍ୟ ସମସ୍ୟା ସବୁର ମୁକାବିଲା…

‘ପୁରୁଣା ଆଇନରେ ଦେଶ ବଦଳିବନି’ : ମୋଦୀ

ନୂଆଦିଲ୍ଲୀ : ଶହେ ବର୍ଷର କେତେକ ପୁରୁଣା ଆଇନ ଏବେ ଦେଶ ପାଇଁ ବୋଝ ପାଲଟିଯାଇଛି। ଆଉ ଦେଶର ବିକାଶ ପାଇଁ ଏହି ସବୁ ଆଇନର ପରିବର୍ତ୍ତନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସୋମବାର ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି…

ସ୍କୁଲ ଫି’ ଛାଡ଼ ମାମଲା : ହାଇକୋର୍ଟରେ ଆବେଦନକାରୀଙ୍କ ସତ୍ୟପାଠ ଦାଖଲ, ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ସରକାରଙ୍କ…

କଟକ : ଘରୋଇ ସ୍କୁଲ ଗୁଡିକର ଫି ନିର୍ଦ୍ଧାରଣ ଓ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସତ୍ୟପାଠ ମାଧ୍ୟମରେ ସରକାର ପୂର୍ବରୁ ସ୍ପଷ୍ଟ କରିଥିବାବେଳେ ସୋମବାର ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ସରକାରଙ୍କ ପୂର୍ଣ୍ଣ କ୍ଷମତା ଏହି ପ୍ରସଙ୍ଗରେ ରହିଛି ବୋଲି ଦର୍ଶାଯାଇଛି।…

ଚୀନର ୧୪ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନା ଭୂତାଣୁକୁ ନେଇ ଆମେରିକା ଚୀନ ବିରୋଧରେ ବିଭିନ୍ନ କଟକଣା ଲଗାଇଥିବା ବେଳେ ଏବେ ହଂକଂ ପ୍ରସଙ୍ଗରେ ମଧ୍ୟ କଡ଼ା ଆଭିମୁଖ୍ୟ ନେଇଛି। ଏହି କ୍ରମରେ ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ…

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ମିଳିବ ଜଳଖିଆ

ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷ (୨୦୨୧-୨୨)ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବ। ବିଦ୍ୟାର୍ଥୀଙ୍କୁ ଦୁଇଓଳି ବିଦ୍ୟାଳୟରେ ଖାଇବାକୁ ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ଏନେଇ ପ୍ରସ୍ତାବ ରହିଛି। ଜାତୀୟ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ…
error: Content is protected !!
Open chat