Daily Archives

December 6, 2020

ଦ୍ୱିତୀୟ ଟି-୨୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ କଲା କମାଲ , ୨-୦ରେ ଶୃଙ୍ଖଳା ଜିତିଲା ଭାରତ

ସିଡନି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସିଡନି କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ପକ୍ଷରୁ ମିଳିଥିବା ୧୯୫ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୪ଟି  ଉଇକେଟ୍‌ ହରାଇ ୧୯.୪ ଓଭରରେ ପୂରା କରିଛି। ଏହି…

ରାହୁଲଙ୍କ ପାଖରେ ରାଜନୈତିକ ସ୍ଥିରତାର ଅଭାବ ରହିଛି: ପାୱାର

ଯଦି ସ୍ଥିର ସରକାର ଲୋଡ଼ା, ନେତୃତ୍ବକୁ ନେଇ କୌଣସି ଟିପ୍ପଣୀ ରଖନାହିଁ : କଂଗ୍ରେସ ନୂଆଦିଲ୍ଲୀ : ଏନ୍‌ସିପି ସଭାପତି ଶରଦ ପାୱାର ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ରଖିଛନ୍ତି। ପାୱାରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ମଧ୍ୟ ଖପ୍ପା ହୋଇଯାଇଛି। ପାୱାର…

ଆସନ୍ତା ୧୧ରେ ଅଣକୋଭିଡ ସେବା ବନ୍ଦ କରିବେ ଡାକ୍ତର, ଭାରତୀୟ ଶଲ୍ୟ ଚିକିତ୍ସକ ସଂଘର ଆନ୍ଦୋଳନ ଡ଼ାକରା

ଆୟୁର୍ବେଦ ଡାକ୍ତର ଅସ୍ତ୍ରୋପଚାର କରିବା ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ, ସାମିଲ ହେବ ଓଡ଼ିଶା ଭୁବନେଶ୍ବର: ନଭେମ୍ବର ୧୯ରେ ଆୟୁର୍ବେଦ ଡାକ୍ତରଙ୍କୁ ସାଧାରଣ ଅସ୍ତ୍ରୋପଚାର କରିବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ଗେଜେଟ୍‌ ବିଜ୍ଞପ୍ତି…

ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି ଫାଇଜର।  ଭାରତରେ କରୋନାଭାଇରସ୍‌ ଟିକାର ବ୍ୟବହାର ନିମନ୍ତେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍‌’ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ (ଡିସିଜିଆଇ)ଅନୁମୋଦନ ନିମନ୍ତେ ଆବେଦନ କରିଥିବା କଥା ଜଣାପଡ଼ିଛି। …

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ। ଏହି ପ୍ରକଳ୍ପରେ ୨୯ଦଶମିକ ୪କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଟି କରିଡର ନିର୍ମାଣ କରାଯାଇଛି। ପରିବେଶ ଅନୁକୂଳ…
error: Content is protected !!
Open chat